ମୋଦିଙ୍କୁ ଆରଏସ୍ଏସ୍ ଦେଇଥିଲା ନୋଟବନ୍ଦୀ ଆଇଡିଆ: ରାହୁଲ ଗାନ୍ଧି

ଓଡ଼ିଶାଲାଇଭ୍‌ ବ୍ୟୁରୋ ନୋଟବନ୍ଦୀକୁ ନେଇ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆର୍‌ଏସ୍‌ଏସ୍‌ ଉପରେ ବର୍ଷିଛନ୍ତି। ନୋଟବନ୍ଦୀ କରିବା ପାଇଁ ରିଜର୍ଭ ବ୍ୟାଙ୍କ ନୁହେଁ, ବରଂ ସଂଘ ପରିବାର ଏହି...

ଅମିତ ଶାହାଙ୍କ ମିଶନ ୧୨୦: ଜାଣନ୍ତୁ ରଣନୀତି କ’ଣ ?

ଓଡ଼ିଶାଲାଇଭ୍‌ ବ୍ୟୁରୋ ନିର୍ବାଚନ ସମୟ ଯେତିକି ପାଖେଇ ଆସୁଛି ବିଜେପି ତାର ଅସ୍ତ୍ରକୁ ସେହି ପରିମାଣରେ ତୀକ୍ଷ୍ଣ କରିବା ଆରମ୍ଭ କରିଛି। ବିଜେଡିର କିଛି ନେତାଙ୍କୁ ବିଜେପିରେ ସାମିଲ୍ କରିବା ପାଇଁ ଭିତିରିଆ ଗୋଟି...

୧୦ଟଙ୍କିଆ ମୁଦ୍ରାକୁ ନେଇ ଦ୍ଵନ୍ଦ: ଆରବିଆଇ ପକ୍ଷରୁ ଜାରି ହେଲା ସତର୍କ ସୂଚନା

ଓଡ଼ିଶାଲାଇଭ୍‌ ବ୍ୟୁରୋ ବଜାରରେ ୧୪ ପ୍ରକାର ୧୦ ଟଙ୍କିଆ ମୁଦ୍ରା ପ୍ରଚଳିତ। ଲୋକେ ଦ୍ୱନ୍ଦ୍ୱ ମଧ୍ୟକୁ ଆସିବା ସ୍ଵାଭାବିକ୍‌। ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ପକ୍ଷରୁ ଦ୍ୱନ୍ଦ୍ୱ ଦୂର କରିବା ପାଇଁ ଲୋକମାନଙ୍କ ମୋବାଇଲ ନମ୍ବରରେ...

ପାଣ୍ଡିଆନ୍ ମାମଲା: ମୁଖ୍ୟମନ୍ତ୍ରୀଙ୍କୁ ଫେରାଦ ହେଲେ ଅଫିସର ସଂଘ

ଓଡ଼ିଶାଲାଇଭ୍‌ ବ୍ୟୁରୋ ପାଣ୍ଡିଆନଙ୍କ ସପକ୍ଷରେ ବାହାରିଥିବା ଆଇଏଏସ୍ ଅଫିସର ସଂଘ ସୋମବାର ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଫେରାଦ ହୋଇଛନ୍ତି। ଆକ୍ରମଣକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି କାର୍ତ୍ତିକେୟନ୍ ପାଣ୍ଡିଆନ୍‌ଙ୍କ...

ଭୁବନେଶ୍ୱର ପାୱାର ହାଉସ୍ ଛକରେ ଦବିଗଲା ରାସ୍ତା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଫଶିଗଲା କଲେଜ ବସ୍‌ କୌଣସି ଅଘଟଣ ଘଟିନି ପ୍ରାୟ ୨ ଘଣ୍ଟା ଧରି ଟ୍ରାଫିକ ଜାମ୍ ସ୍ୱେରେଜ ଲାଇନ୍ ଫାଟିଯିବା ଯୋଗୁଁ ଧସିଲା ରାସ୍ତା ରାଜଧାନୀ ଭୁବନେଶ୍ୱରର ଜନଗହଳିପୂର୍ଣ୍ଣ ପାୱାର ହାଉସ୍...

ପଦ୍ମ ଧରିଲେ ଅଭିନେତ୍ରୀ ମହାଶ୍ୱେତା ରାୟ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଓଲିଉଡ଼ ଅଭିନେତ୍ରୀ ମହାଶ୍ୱେତା ରାୟ ରାଜନୀତିରେ ପାଦ ଦେଇଛନ୍ତି। ଅନେକ ଫିଲ୍ମରେ ଲୋକପ୍ରିୟ ଅଭିନୟ କରି ଦର୍ଶକଙ୍କ ମନ ଜିଣିବା ପରେ ରାଜନୀତିରେ ବି ଭୋଟରଙ୍କୁ ଆକର୍ଷିତ କରିବାକୁ ଯାଉଛନ୍ତି ମହାଶ୍ୱେତା। ବିଜେପୁର...

ଘରେ ବସି ପଠାଇପାରିବେ ଟଙ୍କା; ହ୍ୱାଟସଆପ ଆଣିଲା ନୂଆ ଫିଚର

ଓଡ଼ିଶାଲାଇଭ୍‌ ବ୍ୟୁରୋ ଟଙ୍କା ପଠାଇବା ପାଇଁ ଏଣିକି ଆପଣଙ୍କୁ ଆଉ କୌଣସି ବ୍ୟାଙ୍କ ଯିବାକୁ ପଡିବ ନାହିଁ ବରଂ ଆପଣ ହ୍ୱାଟସଆପ ଜରିଆରେ ହିଁ  ଅତି ସହଜରେ ନିଜ ପ୍ରିୟଜନଙ୍କୁ ଟଙ୍କା ପଠାଇପାରିବେ। ବିଶ୍ୱର ସବୁଠାରୁ...

ଆରପାରିରେ ଓଡ଼ିଆ ଚଳଚ୍ଚିତ୍ର ଅଭିନେତ୍ରୀ ପାର୍ବତୀ ଘୋଷ

ଓଡ଼ିଶାଲାଇଭ୍‌ ବ୍ୟୁରୋ ‘ଆମରି ଗାଁ ଝିଅ’, ‘ଭାଇ ଭାଇ’, ‘ମା’, ‘ଲକ୍ଷ୍ମୀ’, ‘କା’, ‘ସ୍ତ୍ରୀ’, ‘ସଂସାର’ ଭଳି ଚଳଚ୍ଚିତ୍ରରେ ଅଭିନୟ କରିଥିବା ଲୋକପ୍ରିୟ ଅଭିନେତ୍ରୀ ପାର୍ବତୀ ଘୋଷ ଆଉ ନାହାନ୍ତି। ବିଶିଷ୍ଟ ଅଭିନେତ୍ରୀ, ନିର୍ଦ୍ଦେଶିକା ଓ...

ମସ୍କୋରେ ବିମାନ ଦୁର୍ଘଟଣା: ୭୧ ଯାତ୍ରୀଙ୍କ ମୃତ୍ୟୁ ଆଶଙ୍କା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଋଷିଆର ରାଜଧାନୀ ମସ୍କୋ ନିକଟରେ ଏକ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗସ୍ତ ହୋଇଛି। ଏଥିରେ ପ୍ରାୟ ୭୧ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି। ଏସିଆନ୍ ମିଡିଆର ସୂଚନା ଅନୁଯାୟୀ, ଋଷିଆର ଘରୋଇ...

ବିଜେପୁର ଉପ-ନିର୍ବାଚନ: ପ୍ରଚାରକୁ ଓହ୍ଲାଇଲେ ଧର୍ମେନ୍ଦ୍ର ପ୍ରଧାନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀଙ୍କ ପାଇଁ ପ୍ରଚାର କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ରବିବାର ରୋଡ ସୋ କରି ଶକ୍ତି ପ୍ରଦର୍ଶନ କରିଛି ବିଜେପି। ବିଜେପୁରବାସୀ ବିଜେପିକୁ ଭୋଟ ଦେବେ ବୋଲି ଧର୍ମେନ୍ଦ୍ର...