ନାଡିଆଙ୍କ ଜନ୍ମଦିନରେ ଗୁଗୁଲର ଶ୍ରଦ୍ଧାଞ୍ଜଳି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଜି ହେଉଛି ହିନ୍ଦୀ ସିନେମାର ପ୍ରଥମ ମହିଳା ଷ୍ଟଣ୍ଟ ନାଡିଆଙ୍କ ଜନ୍ମଦିନ। ଏହି ଅବସରରେ ଗୁଗୁଲ ଡୁଡୁଲ ମାଧ୍ୟମରେ ନାଡିଆଙ୍କୁ ଜଣାଇଛଇ ଶ୍ରଦ୍ଧାଞ୍ଜଳି ହିନ୍ଦୀ ସିନେମାରେ ପ୍ରଥମ ମହିଳା ଷ୍ଟଣ୍ଟ 'ଫିୟରଲେସ୍‌' ନାଡିଆଙ୍କ...

ପଙ୍ଗୁ କରିଦେଇପାରେ ଟିଭି ଦେଖିବା

ଓଡ଼ିଶାଲାଇଭ୍ ବ୍ୟୁରୋ ପ୍ରତିଦିନ ୫ଘଣ୍ଟାରୁ ଅଧିକ ସମୟ ଟିଭି ଦେଖୁଥିବା ଏବଂ ସପ୍ତାହ ମଧ୍ୟରେ ତିନି ଘଣ୍ଟା ବି ଶାରୀରିକ ପରିଶ୍ରମ କରୁ ନଥିବା ବୟସ୍କ ବ୍ୟକ୍ତିଙ୍କ ପାଇଁ ସତର୍କବାଣୀ। ଏଭଳି ଜୀବନଚର୍ଯ୍ୟା ସେମାନଙ୍କ...

ମହାନଦୀ ମହାବିବାଦ: ନବୀନ କହିଲେ, “ଟିବ୍ୟୁନାଲ ହିଁ ଏକମାତ୍ର ବିକଳ୍ପ”

ଓଡ଼ିଶାଲାଇଭ୍‌ ବ୍ୟୁରୋ "ଉମା ଭାରତୀ ଜଳ ସମ୍ପଦ ମନ୍ତ୍ରାଳୟର ମନ୍ତ୍ରୀ ଥିବା ବେଳେ ମହାନଦୀ ବିବାଦକୁ ନେଇ ଆଲୋଚନା ହୋଇଥିଲା। ହେଲେ ଏହି ଆଲୋଚନାରୁ କୌଣସି ନିଷ୍କର୍ସ ବାହାରି ନଥିଲା। ଏଶୁ ଏବେ ଆଲୋଚନା...

ପ୍ରସାଦଙ୍କୁ ମିଳିଲା ଆଶ୍ୱସ୍ତି: ଏଆଇସିସି କହିଲା, “ଏବେ ବଦଳିବେନି ପିସିସି ସଭାପତି”

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାହୁଲ ଗାନ୍ଧି କଂଗ୍ରେସ ସଭାପତି ହେବା ପରେ ନେଇଛନ୍ତି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି। ଏବେ ପିସିସି ସଭାପତି ବଦଳିବେ ନାହିଁ ବୋଲି ଏଆଇସିସି ପକ୍ଷରୁ ଜାରି କରାଯାଇଥିବା ପ୍ରେସ୍‌ ରିଲିଜିରେ କୁହାଯାଇଛି। ଫଳରେ...

୮ଟି ମଲରେ ନାହିଁ ଅଗ୍ନି ନିର୍ବାପକ ବ୍ୟବସ୍ଥା; ନିଆଁ ଲାଗିଲେ ସାଂଘାତିକ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭୁବନେଶ୍ୱରରେ ଥିବା ମଲ୍‌ରେ ନିଆଁ ଲାଗିଲେ ହେବ ଭୟଙ୍କର ପରିସ୍ଥିତି। ନିଆଁ ପ୍ରଭାବରୁ ମଲ୍‌ କର୍ମଚାରୀ ଲୋକଙ୍କୁ ସୁରକ୍ଷା ଦେବା ଅସମ୍ଭବ। କାରଣ ୮ଟି ମଲ୍‌ରେ ନାହିଁ ଅଗ୍ନି ନିର୍ବାପକ ବ୍ୟବସ୍ଥା।...

୭ ଥର ଜେଲ୍ ଗଲେଣି ଲାଲୁ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଜେଲ୍‌ ସହିତ ଲାଲୁପ୍ରସାଦ ଯାଦବଙ୍କ ପୁରୁଣା ସମ୍ପର୍କ ରହିଛି। ପୂର୍ବରୁ ଅନେକବାର ଲାଲୁ ବିଭିନ୍ନ ମାମଲାରେ ଜେଲ୍‌ ଯାଇଛନ୍ତି। ବର୍ତ୍ତମାନସୁଦ୍ଧା ଲାଲୁ ଜେଲ୍‌ରେ ୩୭୫ ଦିନ କାଟି ସାରିଛନ୍ତି। ଚାରା ଦୁର୍ନୀତି...

ଲାଲୁଙ୍କୁ ସାଢ଼େ ୩ ବର୍ଷ ଜେଲ୍, ୫ ଲକ୍ଷ ଜରିମାନା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଚାରା ଘୋଟାଲାର ରାୟ ଶନିବାର ପ୍ରକାଶ ପାଇଛି।ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆର୍‌ଜେଡି ସଭାପତି ଲାଲୁପ୍ରସାଦ ଯାଦବଙ୍କୁ ସାଢ଼େ ୩ ବର୍ଷ ଜେଲ୍‌ ହୋଇଛି। ଏହାସହ ୫ ଲକ୍ଷ ଟଙ୍କା ଜରିମାନା...

ଗହୀରମଥାରୁ ୧୬ ମତ୍ସ୍ୟଜୀବୀ ଗିରଫ

ଓଡ଼ିଶାଲାଇଭ୍ ବ୍ୟୁରୋ ବେଆଇନଭାବେ ଗହୀରମଥାରେ ମାଛମାରୁଥିବା ଅଭିଯୋଗରେ ବନବିଭାଗ ୧୬ମତ୍ସ୍ୟଜୀବୀଙ୍କୁ ବାବୁବାଲି ଦୀପନିକଟରୁ ଗିରଫ କରିଛି। ଗିରଫ ମତ୍ସ୍ୟଜୀବୀମାନେ ପାରାଦୀପ ଓ ଜଗତସିଂହପୁର ଅଞ୍ଚଳର ବୋଲି ବନବିଭାଗ କହିଛି। ବିରଳ ଅଭିଲ ରିଡଲେ କଇଁଚ୍ଛଙ୍କ...

ମହାନଦୀ ମହାବିବାଦ: କେନ୍ଦ୍ର ଉପରେ ପୁଣି ବର୍ଷିଲା ବିଜେଡି

ଓଡ଼ିଶାଲାଇଭ୍‌ ବ୍ୟୁରୋ ମହାନଦୀକୁ ନେଇ କେନ୍ଦ୍ରକୁ ପୁଣି ଟାର୍ଗେଟ କରିଛି ବିଜେଡି। କେନ୍ଦ୍ର ସରକାର ପକ୍ଷପାତିତା କରୁଥିବା ଅଭିଯୋଗ କରିଛି। ହେଲେ ଏହି ଅଭିଯୋଗକୁ ଖଣ୍ଡନ କରିଛି ବିଜେପି। ବିଜେଡି ମହାନଦୀକୁ ନେଇ ରାଜନୀତି...

ପ୍ୟାଡ୍ ମ୍ୟାନଙ୍କ ନୂଆ ଅବତାର

ଓଡ଼ିଶାଲାଇଭ୍ ବ୍ୟୁରୋ ନୁଆବର୍ଷରେ ନୂଆ ଲୁକ୍ ନେଇ ଆସୁଛନ୍ତି ବଲିଉଡ୍ ଖିଲାଡି ଅକ୍ଷୟ କୁମାର।  ଫିଲ୍ମ ‘ପ୍ୟାଡ୍ ମ୍ୟାନ୍’ ଏଯାବତ୍ ରିଲିଜ୍ ହୋଇନଥବାବେଳେ ତା’ ପୂର୍ବରୁ ଅକ୍ଷୟଙ୍କ ଅନ୍ୟ ଏକ ସିନେମା ‘କେଶରୀ’ର ଫାର୍ଷ୍ଟ...