୭୧ ବର୍ଷରେ ସୋନିଆ: ଜାଣନ୍ତୁ ଏହି ପାୱାରଫୁଲ୍ ଲେଡିଙ୍କ ବିଷୟରେ ୧୦ଟି କଥା
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତୀୟ ରାଜନୀତିରେ ଯେଉଁ କେତେଜଣ ମହିଳା ଆଗଧାଡ଼ିରେ ଅଛନ୍ତି ସେମାନଙ୍କ ମଧ୍ୟରେ ସୋନିଆ ଗାନ୍ଧି ହେଉଛନ୍ତି ଅନ୍ୟତମ। ପ୍ରଧାନମନ୍ତ୍ରୀ ହୋଇ ନଥିଲେ ମଧ୍ୟ ସୋନିଆ କ୍ଷମତାକୁ ଅତି ନିକଟରୁ ଉପଭୋଗ କରିଛନ୍ତି।...
୧୧ ଯାଏଁ ବର୍ଷା: ଅବପାତର ରୂପ ନେଲା ଲଘୁଚାପ
ଓଡ଼ିଶାଲାଇଭ୍ ବ୍ୟୁରୋ
ଗୋପାଳପୁରଠାରୁ ୧୫୦ କି ମି ଦୂରରେ ଅବପାତ
ଉତ୍ତର ଓ ଉତ୍ତର-ପଶ୍ଚିମ ଦିଗ ଦେଇ ଗତି କରୁଛି ଅବପାତ
୧୨ ତାରିଖ ପରେ କମିପାରେ ବର୍ଷା
ରାଜ୍ୟର ସମସ୍ତ ବନ୍ଦରରେ...
ପାଇକଙ୍କ ଉପାଧି
ପ୍ରଶାନ୍ତ କୁମାର ମଙ୍ଗରାଜ
ଓଡ଼ିଆ ପାଇକଙ୍କ ଉପାଧି କହେ ସେମାନଙ୍କ ଦକ୍ଷତା ଓ ଦାୟିତ୍ୱ
ପାଇକ ପରମ୍ପରା ବିଶ୍ୱରେ ବିଚତ୍ର। ଗୋଟିଏ ପଟେ ହଳ ଲଙ୍ଗଳ ଧରି କୃଷି କାର୍ଯ୍ୟ କରି ଖାଦ୍ୟ ଯୋଗାଣ ଓ...
ମହାନଦୀ ପ୍ରସଙ୍ଗ: ସୁବିଧାରେ ବିଜେଡି
ଭାସ୍କର ପରିଚ୍ଛା
ମହାନଦୀ ପ୍ରସଙ୍ଗଟି ପୁଣି ଥରେ ସାମ୍ନାକୁ ଆସିଛି। ଟ୍ରିବ୍ୟୁନାଲ ଗଠନ ସମ୍ପର୍କରେ କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ଦାଖଲ କରିଥିବା ଜବାବ ପରେ ଏହା ଊଣା ଅଧିକ ସ୍ପଷ୍ଟ ହୋଇଛି ଯେ କେନ୍ଦ୍ର...
‘ସଂସ୍କୃତିର ମହାକୁମ୍ଭ- ରଙ୍ଗମହଲ’
ଅଶୋକ ବହିଦାର
ବରଗଡ଼ ଧନୁଯାତ୍ରାର ଅନ୍ୟତମ ଆକର୍ଷଣ ହେଉଛି 'ରଙ୍ଗମହଲ'। ଏହି ମଞ୍ଚରେ ୧୧ ଦିନ ଧରି ଚାଲେ ସାଂସ୍କୃତିକ କାର୍ଯ୍ୟକ୍ରମ। ମହାରାଜା କଂସ ଏହି ନୃତ୍ୟ, ଗୀତକୁ ଉପଭୋଗ କରନ୍ତି। ବହୁ କଳାକାର...
୨୪ ଘଣ୍ଟାର ଟପ୍ ଟେନ୍ ଖବର
ଓଡ଼ିଶାଲାଇଭ୍ ବ୍ୟୁରୋ
୧. ଅତ୍ୟଧିକ ଚିକିତ୍ସା ଖର୍ଚ୍ଚ ଆଦାୟ କରିଥିବା ଦିଲ୍ଲୀର ମ୍ୟାକ୍ସ ହସ୍ପିଟାଲର ଲାଇସେନ୍ସ ରଦ୍ଦ କଲେ କେଜ୍ରିୱା ଲ ସରକାର, ରୋଗୀଙ୍କ ଭବିଷ୍ୟତ ଅନିଶ୍ଚିତ।
୨. ଗୁଜରାଟ ନିର୍ବାଚନର ଠିକ୍ ପୂର୍ବରୁ ଦଳକୁ...
ବିଶ୍ୱ ଶିଳ୍ପୀ ଦିବସ ଉଦଘାଟିତ: ପ୍ରଦର୍ଶନୀରେ ସ୍ଥାନ ପାଇଛି ୧୨ଟି ଦେଶର ଶିଳ୍ପୀଙ୍କ ଚିତ୍ରକଳା
ଓଡ଼ିଶାଲାଇଭ୍ ବ୍ୟୁରୋ
୧୦ ତାରିଖ ଯାଏଁ ଚାଲିବ ଚିତ୍ରକଳା ପ୍ରଦର୍ଶନୀ
୪ ଜଣ ବରିଷ୍ଠ ଶିଳ୍ପୀଙ୍କୁ ମିଳିଲା 'ଶିଳ୍ପୀ ସମ୍ରାଟ ସମ୍ମାନ-୨୦୧୭'
୨୮ ଜଣଙ୍କୁ ସ୍ୱତନ୍ତ୍ର ସମ୍ମାନ
୧୪ ଜଣଙ୍କୁ 'ଓଡ଼ିଶା ମଡର୍ଣ୍ଣ...
ଫୋକସରେ ଗୁଜୁରାଟ: ୮୯ ଆସନ ପାଇଁ ଶନିବାର ଭୋଟ
ଓଡ଼ିଶାଲାଇଭ୍ ବ୍ୟୁରୋ
ଗୁଜୁରାଟ ନିର୍ବାଚନ ପାଇଁ ଶେଷ ହୋଇଛି ପ୍ରଚାର। ଶନିବାର ଅନୁଷ୍ଠିତ ହେବ ପ୍ରଥମ ପର୍ଯ୍ୟାୟ ଭୋଟ। ୧୯ ଜିଲ୍ଲାର ୮୯ଟି ନିର୍ବାଚନମଣ୍ଡଳୀରେ ଭୋଟର ମତଦାନ କରିବେ। କଚ୍ଛର ୬ଟି ଆସନ, ସୌରାଷ୍ଟ୍ରର...
ମହାନଦୀ ବିବାଦ: କେନ୍ଦ୍ରର ସତ୍ୟପାଠ ବନାମ ରାଜ୍ୟ ସତ୍ୟପାଠ
ଓଡ଼ିଶାଲାଇଭ୍ ବ୍ୟୁରୋ
ମହାନଦୀ ବିବାଦ ଏବେ ଭିନ୍ନ ମୋଡ଼ ନେଇଛି। କେନ୍ଦ୍ର ସରକାରଙ୍କ ସତ୍ୟପାଠକୁ କାଉଣ୍ଟର କରି ରାଜ୍ୟ ସରକାର ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି। କେନ୍ଦ୍ର ବିଭ୍ରାନ୍ତିକର ତଥ୍ୟ ଦେଇଥିବା ବିଜେଡି ଅଭିଯୋଗ...
ହକି ୱାର୍ଲ୍ଡ ଲିଗ୍: ସେମି ଫାଇନାଲରେ ହାରିଲା ଭାରତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତର ଫାଇନାଲ ଆଶା ଧୂଳିସାତ୍
୦-୧ ଗୋଲରେ ପରାସ୍ତ ହେଲା ଭାରତ
ଲିଗ୍ ମ୍ୟାଚରେ ବି ଖରାପ ପ୍ରଦର୍ଶନ କରିଥିଲା ଭାରତ
ଡିସେମ୍ବର ୧୦ରେ ଫାଇନାଲ
ସେମି ଫାଇନାଲରେ ଭାରତୀୟ ହକି...





















