ଭୁବନେଶ୍ୱରରୁ ଆଜି ୫୪୧ ପଜିଟିଭ୍ ଚିହ୍ନଟ, ୩୦୦ ଆକ୍ରାନ୍ତ ସୁସ୍ଥ

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ୱରରୁ ଆଜି ୫୪୧ ପଜିଟିଭ୍ ୨୨୦ ଜଣ କ୍ୱାରେଣ୍ଟାଇନରୁ,୩୨୧ ଲୋକାଲ୍ କେସ୍ ସହର ମୋଟ ପଜିଟିଭ୍ ସଂଖ୍ୟା ୧୧,୨୭୩କୁ ବୃଦ୍ଧି ରାଜଧାନୀ ଭୁବନେଶ୍ୱରରୁ ଚିହ୍ନଟ ହେଲେ ଆଉ ୫୪୧ ନୂଆ କରୋନା...

ରାଜ୍ୟରୁ ୩୨୧୯ ପଜିଟିଭ୍ ଚିହ୍ନଟ, ସବା ଉପରେ ଖୋର୍ଦ୍ଧା ଜିଲ୍ଲା, କମୁଛି ଗଞ୍ଜାମ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ରାଜ୍ୟରେ ୨୯ଟି ଜିଲ୍ଲାରୁ ମୋଟ୍ ୩୨୧୯ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୧୯୩୧ ଚିହ୍ନଟ ହୋଇଥିଲା ବେଳେ ୧୨୮୮ ଲୋକାଲ କେସ ରହିଛି। ଆଜିର...

ରାଜ୍ୟରୁ ସୁସ୍ଥ ହେଲେ ଆଉ ୩୪୮୪ କରୋନା ରୋଗୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ରାଜ୍ୟରୁ ସୁସ୍ଥ ହେଲେ ୩୪୮୪ କୋଭିଡ୍ ରୋଗୀ ଖୋର୍ଦ୍ଧାରୁ ସର୍ବାଧିକ ୮୯୦ ଜଣ ସୁସ୍ଥ  ରାଜ୍ୟର କରୋନାରୁ ସୁସ୍ଥ ରୋଗୀଙ୍କ ସଂଖ୍ୟା ୮୦ ହଜାର ଟପିଲା କରୋନାରୁ ସୁସ୍ଥ ହୋଇ...

ବିଏମସିର ଚିନ୍ତା ବଢ଼ାଉଛି ହସ୍ପିଟାଲ ବେଡର ଅଭାବ

ଓଡ଼ିଶାଲାଇଭ୍ ବ୍ୟୁରୋ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶକ୍ରମେ ସେପ୍ଟେମ୍ବର ପହିଲାରୁ ସବୁ କିଛି ଖୋଲିଯିବା ପରେ ଭୁବନେଶ୍ୱର ମହାନଗର ନିଗମର ଚିନ୍ତା ବଢ଼ିଯାଇଛି। ଦିନକୁ ପ୍ରାୟ ୫୦୦ ନୂଆ କରୋନା କେସ୍ ଆସିବା ଫଳରେ ଆଗାମୀ...

ପୁରୀ: ସେପ୍ଟେମ୍ଵର ୩୦ ପର୍ଯ୍ୟନ୍ତ ବଢ଼ିଲା ସ୍ଵର୍ଗଦ୍ଵାରରେ ଶବଦାହ କଟକଣା

ଓଡ଼ିଶାଲାଇଭ୍ ବ୍ୟୁରୋ ପୁରୀ ସ୍ଵର୍ଗଦ୍ଵାରରେ ଶବଦାହ କଟକଣାକୁ ଆଉ ମାସେ ବୃଦ୍ଧି କରାଯାଇଛି। ସେପ୍ଟେମ୍ଵର ୩୦ ପର୍ଯ୍ୟନ୍ତ କେବଳ ପୁରୀବାସୀମାନେ ହିଁ ସ୍ଵର୍ଗଦ୍ଵାରରେ ଶବଦାହ କରିପାରିବେ। ଅନ୍ୟ ଜିଲ୍ଲାର ଲୋକମାନଙ୍କୁ ସ୍ଵର୍ଗଦ୍ଵାରରେ ଶବଦାହ ପାଇଁ...

ଭୁବନେଶ୍ୱରରୁ ଆଜି ୩୦୭ ପଜିଟିଭ୍ ଚିହ୍ନଟ, ୩୦୧ ଆକ୍ରାନ୍ତ ସୁସ୍ଥ

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ୱରରୁ ଆଜି ୩୦୭ ନୂଆ ପଜିଟିଭ୍ ୧୩୫ ଜଣ କ୍ୱାରେଣ୍ଟାଇନରୁ, ୧୭୨ ଲୋକାଲ୍ କେସ୍ ସହରର ମୋଟ ପଜିଟିଭ୍ ସଂଖ୍ୟା ୧୦ ହଜାର ୭୩୨କୁ ବୃଦ୍ଧି ରାଜଧାନୀ ଭୁବନେଶ୍ୱରରୁ ଆଜି ଚିହ୍ନଟ...
corona US

ରାଜ୍ୟରେ ୫୦୦ ଟପିଲା କରୋନା ମୃତ୍ୟୁସଂଖ୍ୟା, ଦିନକରେ ୧୧ ମୃତ

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ରାଜ୍ୟରେ କରୋନା ସଂକ୍ରମଣ ସହ ତାଳ ଦେଇ ମୃତ୍ୟୁସଂଖ୍ୟା ମଧ୍ୟ ବଢ଼ି ଚାଲିଛି। ଆଜି ପୁଣି ୧୧ ଜଣ ଆକ୍ରାନ୍ତ କରୋନାରେ ପ୍ରାଣ ହରାଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ...

ରାଜ୍ୟରୁ ୩୦୨୫ କରୋନା ପଜିଟିଭ୍ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ ୬୬୬

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ରାଜ୍ୟରେ ସମସ୍ତ ୩୦ ଜିଲ୍ଲାରୁ ଆଉ ୩୦୨୫ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୧୮୪୪ ଚିହ୍ନଟ ହୋଇଥିଲା ବେଳେ ୧୧୮୧ ଲୋକାଲ କେସ ରହିଛି।...
corona case-2

ଦେଶରେ ୬୫ ହଜାର ଟପିଲା କରୋନା ମୃତ୍ୟୁସଂଖ୍ୟା, ଦିନକରେ ୮୧୯ ମୃତ

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ଦିନକରେ ୬୯,୯୨୧ ଆକ୍ରାନ୍ତ, ୮୧୯ ମୃତ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୬,୯୧,୧୬୭କୁ ବୃଦ୍ଧି ମୋଟ କରୋନା ମୃତ୍ୟୁସଂଖ୍ୟା ୬୫,୨୮୮କୁ ବୃଦ୍ଧି ଦେଶରେ କରୋନା ମୃତ୍ୟୁସଂଖ୍ୟା କମିବାର ନାଁ ନେଉନାହିଁ।...

ମନ୍ତ୍ରୀ ଅରୁଣ ସାହୁ କରୋନା ପଜିଟିଭ୍

ଓଡ଼ିଶାଲାଇଭ୍ ବ୍ୟୁରୋ କରୋନା କବଳରେ ରାଜ୍ୟର ଆଉ ଜଣେ ମନ୍ତ୍ରୀ। ରାଜ୍ୟର ଉଚ୍ଚଶିକ୍ଷା ତଥା କୃଷି ଓ କୃଷକ ସଶକ୍ତୀକରଣ ବିଭାଗର ମନ୍ତ୍ରୀ ଡକ୍ଟର ଅରୁଣ ସାହୁ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏନେଇ...