ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ରାଜ୍ୟରେ ସମସ୍ତ ୩୦ ଜିଲ୍ଲାରୁ ଆଉ ୩୦୨୫ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୧୮୪୪ ଚିହ୍ନଟ ହୋଇଥିଲା ବେଳେ ୧୧୮୧ ଲୋକାଲ କେସ ରହିଛି। ଆଜିର ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୧ ଲକ୍ଷ ୬ ହଜାର ୫୬୧କୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଘଟିଛି।

ଖୋର୍ଦ୍ଧାରୁ ସର୍ବାଧିକ ୬୬୬, କଟକରୁ ୩୧୨, ମୟୁରଭଞ୍ଜରୁ ୨୧୫, ଗଞ୍ଜାମରୁ ୨୦୭, କୋରାପୁଟରୁ ୧୩୯, ପୁରୀରୁ ୧୩୬, ଢେଙ୍କାନାଳରୁ ୧୩୨ ଲେଖାଏଁ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

ସେହିପରି କେନ୍ଦ୍ରାପଡ଼ାରୁ ୧୨୮, ଭଦ୍ରକରୁ ୯୪, ଯାଜପୁରରୁ ୮୫, ସମ୍ଵଲପୁରରୁ ୮୩, କଳାହାଣ୍ଡିରୁ ୮୨, ନୂଆପଡ଼ାରୁ ୭୯, ଜଗତସିଂହପୁରରୁ ୭୮, ନୟାଗଡ଼ରୁ ୬୭, ବରଗଡ଼ରୁ ୬୧, ଝାରସୁଗୁଡ଼ାରୁ ୫୯, ଅନୁଗୁଳରୁ ୫୮, ସୁନ୍ଦରଗଡ଼ରୁ ୫୬, କେନ୍ଦୁଝରରୁ ୫୦, ନବରଙ୍ଗପୁରରୁ ୪୬, ବାଲେଶ୍ଵରରୁ ୪୦, ମାଲକାନଗିରିରୁ ୩୨, ଗଜପତିରୁ ୨୯, ବଲାଙ୍ଗିରରୁ ୨୪, କନ୍ଧମାଳ ଏବଂ ସୋନପୁରରୁ ୨୨, ବୌଦ୍ଧରୁ ୯, ଦେବଗଡ଼ରୁ ୧ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।BGUଏଯାବତ୍ ରାଜ୍ୟରେ ୭୭୨୮୬ ଜଣ କରୋନା ଆକ୍ରନ୍ତ ସୁସ୍ଥ ହୋଇଥିବା ବେଳେ ସକ୍ରିୟ କେସ୍ ରହିଛି ୨୮୭୧୯।

Comment