ରେଡିଓ ଧାରାବାହିକ ‘କେତେ ନୂଆ ବାଟ’: ଏଥରର ପ୍ରସଙ୍ଗ ‘କୋଭିଡ୍-୧୯: ଆଗାମୀକାଲି ପାଇଁ ପ୍ରସ୍ତୁତି’’

ଓଡ଼ିଶାଲାଇଭ୍‌ ବ୍ୟୁରୋ ୟୁନିସେଫ୍‌ ସହଯୋଗିତାରେ ଓଡ଼ିଶାଲାଇଭ୍‌ ଓ ସ୍ୱାସ୍ଥ୍ୟ ପ୍ଲସ୍‌ର ମିଡିଆ କ୍ୟାମ୍ପେନ ‘କେତେ ନୂଆ ବାଟ’ ଏଥରର ପ୍ରସଙ୍ଗ: ‘କୋଭିଡ୍‌-୧୯: ଆଗାମୀକାଲି ପାଇଁ ପ୍ରସ୍ତୁତି ସମାଜର ଆଗଧାଡ଼ିର ବ୍ୟକ୍ତିତ୍ୱ ଏଥର କାର୍ଯ୍ୟକ୍ରମରେ...

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲଭ୍ ଅଗ୍ରଓ୍ୱାଲଙ୍କୁ କରୋନା

ଓଡ଼ିଶାଲାଇଭ୍ ବ୍ୟୁରୋ ପ୍ରତିଦିନ ଅପରାହ୍‌ଣରେ କରୋନା ସମ୍ପର୍କିତ ତାଜା ଖବର ଜାଣିବା ପାଇଁ ଟିଭି ଖୋଲିଲେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲଭ୍‌ ଅଗ୍ରଓ୍ୱାଲଙ୍କୁ ଦେଖିବାକୁ ମିଳୁଥିଲା। ସେ ସାରା ଦେଶବାସୀଙ୍କୁ ଦେଉଥିଲେ...

ରାଜ୍ୟରେ ଆଉ ୯ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ – ୩୩୩ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ କରୋନା ସଂକ୍ରମଣରେ ଆଉ ୯ ଜଣଙ୍କ ଜୀବନ ଯାଇଛି। ଏମାନଙ୍କ ମଧ୍ୟରୁ ଆଜି ସମ୍ବଲପୁର ଜିଲ୍ଲାରୁ ସର୍ବାଧିକ ୪ ଜଣ ଅଛନ୍ତି। କଟକରୁ ୨, ଗଞ୍ଜାମ, କେନ୍ଦୁଝର, ଓ ନୟାଗଡ଼ରୁ ଜଣେ...

ପୁଣି ରେକର୍ଡ ଭାଙ୍ଗିଲା କରୋନା – ଆଜି ରାଜ୍ୟରେ ସର୍ବାଧିକ ୨୪୯୬ ପଜିଟିଭ୍

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ରାଜ୍ୟରେ ୨୯ ଜିଲ୍ଲାରୁ ସର୍ବାଧିକ ୨୪୯୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୫୯୧ କ୍ୱାରେଣ୍ଟାଇନ ସେଣ୍ଟରରୁ ଓ ୯୦୫ ଲୋକାଲ କେସ ରହିଛି। ଖୋର୍ଦ୍ଧାରୁ ୩୭୮, ଗଞ୍ଜାମରୁ...
corona test 1

ଦେଶରେ ୨୫ ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଦିନକରେ ୬୫,୦୦୨ ପଜିଟିଭ୍

ଓଡିଶାଲାଇଭ୍ କରୋନା ବ୍ୟୁରୋ ଦିନକରେ ୬୫,୦୦୨ ଆକ୍ରାନ୍ତ, ୯୯୬ ମୃତ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୫,୨୬,୧୯୩କୁ ବୃଦ୍ଧି କରୋନାଜନିତ ମୃତ୍ୟୁସଂଖ୍ୟା ୪୯,୦୩୬କୁ ବୃଦ୍ଧି ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିଚାଲିଛି। ଗତ ୨୪...

କରୋନାରୁ ସୁସ୍ଥ ହେଲେ ଶାହ, ହୋମ୍ ଆଇସୋଲେସନରେ ରହିବେ ଆଉ କିଛି ଦିନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ୧୨ ଦିନ ପରେ କରୋନାରୁ ସୁସ୍ଥ ହୋଇଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ। ତାଙ୍କ ରିପୋର୍ଟ ନେଗେଟିଭ୍‌ ଆସିଥିବା ସେ ନିଜେ ଟୁଇଟ କରି ସୂଚନା ଦେଇଛନ୍ତି। ଏବେ ସେ...

କରୋନା ହଟ୍‌ସ୍ପଟ୍ ତାଲିକାରେ ରାଉଲକେଲା ସ୍ଵତନ୍ତ୍ର ଜେଲ୍, ପୁଣି ୫୪ ପଜିଟିଭ୍ ଚିହ୍ନଟ

ଓଡିଶାଲାଇଭ୍ ବ୍ୟୁରୋ ରାଉଲକେଲା ସ୍ଵତନ୍ତ୍ର ଜେଲ୍ ଏବେ କରୋନା ହଟ୍‌ସ୍ପଟ୍‌ରେ ପରିଣତ ହୋଇଛି। ଜେଲ୍‌ରୁ ପୁଣି ୫୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ଜେଲ୍ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। କରୋନା ଆକ୍ରାନ୍ତମାନଙ୍କୁ ଜେଲ୍‌ରେ...

କଣ୍ଟେନମେଣ୍ଟ ଜୋନ୍‌ରେ ଚଣ୍ଡିଖୋଲ ବଜାର

ଓଡିଶାଲାଇଭ୍ ବ୍ୟୁରୋ ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଅନ୍ତର୍ଗତ ଚଣ୍ଡିଖୋଲ ବଜାରକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି। ବଜାରରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଏଭଳି ପଦକ୍ଷେପ ନିଆଯାଇଥିବା ସୂଚନା ମିଳିଛି। ଆଜି...

ରାଜ୍ୟରେ ପୁଣି ଖୋଲିବ ଆରଟିଓ – ମାନିବାକୁ ପଡ଼ିବ ଏହି ସର୍ତ୍ତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜ୍ୟରେ ପୁଣି ଖୋଲିବ ଆରଟିଓ। ଏନେଇ ନିର୍ଦ୍ଦେଶନାମା ଜାରି କରିଛନ୍ତି ରାଜ୍ୟ ପରିବହନ କମିସନର। କରୋନା ସମୟରେ ଲୋକମାନଙ୍କୁ ସେବା ଯୋଗାଇଦେବା ପାଇଁ କିଛି ନିର୍ଦ୍ଦିଷ୍ଟ ସର୍ତ୍ତରେ ଆରଟିଓ ଖୋଲିବାକୁ ନିଷ୍ପତ୍ତି...

ଖୋଲିଲା ଏମ୍‌କେସିଜି ମେଡିକାଲ ଓପିଡି

ଓଡିଶାଲାଇଭ୍ ବ୍ୟୁରୋ ଆଜି ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ ଓପିଡିରେ ପୁଣି ରୋଗୀ ସେବା ଆରମ୍ଭ ହୋଇଛି। ଗତ ଜୁଲାଇ ମାସ ପ୍ରଥମ ସପ୍ତାହରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଓପିଡିକୁ ବନ୍ଦ କରାଯାଇଥିଲା। ବର୍ତ୍ତମାନ...