କଟକରେ ଗାଁ ଅପେକ୍ଷା ସହରରେ ଅଧିକ କରୋନା – ଜିଲ୍ଲାପାଳ
ଓଡ଼ିଶାଲାଇଭ୍ ବ୍ୟୁରୋ
କଟକରେ ଗ୍ରାମାଞ୍ଚଳ ଅପେକ୍ଷା ସହରାଞ୍ଚଳରେ ସଂକ୍ରମିତଙ୍କ ହାର ଅଧିକ। ଗ୍ରାମାଞ୍ଚଳରେ ୪୬.୯ ପ୍ରତିଶତ ସଂକ୍ରମିତ ହୋଇଥିଲା ବେଳେ ସହରାଞ୍ଚଳରେ ୫୩.୧ ପ୍ରତିଶତ ସଂକ୍ରମିତ ହୋଇଛନ୍ତି। କଟକର କରୋନା ସ୍ଥିତି ନେଇ ଏହି...
ପାରଳଖେମୁଣ୍ଡି ସବ୍ ଜେଲ୍ରେ କରୋନା, ଜେଲରଙ୍କ ସମେତ ୬ ପଜିଟିଭ୍
ଓଡିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଡାକ୍ତରଖାନା, ଅଫିସ୍, ଜେଲ୍ ଆଦିରୁ କରୋନା ପଜିଟିଭ୍ ଚିହ୍ନଟ ହେବା ନେଇ ଚିନ୍ତା ବଢ଼ିଛି। ଆଜି ପାରଳାଖେମୁଣ୍ଡି ସବ୍ ଜେଲ୍ର ଜେଲରଙ୍କ...
ଏସ୍ସିବି ଚିନ୍ତା ବଢ଼ାଇଲାଣି କରୋନା, ଆକ୍ରାନ୍ତ ହେଲେଣି ୨୦ ଡାକ୍ତର
ଓଡିଶାଲାଇଭ୍ ବ୍ୟୁରୋ
କଟକ: କରୋନା ସଂକ୍ରମଣ କାରଣରୁ ଏସ୍ସିବିରେ ରୋଗୀ ଚିକିତ୍ସା ଗୁରୁତର ଭାବେ ପ୍ରଭାବିତ ହେବାରେ ଲାଗିଛି। ବିଶେଷକରି ମେଡିକାଲର ଡାକ୍ତରମାନେ କରୋନାରେ ଆକ୍ରାନ୍ତ ହେବା ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି।
ଗତ ଶୁକ୍ରବାର...
କୋଭିଡ କେୟାର ସେଣ୍ଟରରେ ନିଆଁ, ୧୦ ମୃତ
ଓଡ଼ିଶାଲାଇଭ୍ ବ୍ୟୁରୋ
ରବିବାର ଆନ୍ଧ୍ରପ୍ରଦେଶର ବିଜୟୱାଡାରେ ଥିବା ଏକ କୋଭିଡ କେୟାର ସେଣ୍ଟରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ୧୦ ଜଣଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣା ସମୟରେ ଏଠାରେ ୪୦ ଜଣ ରୋଗୀ...
କରୋନାରୁ ସୁସ୍ଥ ହେଲେ ଅମିତ ଶାହ
ଓଡ଼ିଶାଲାଇଭ୍ ବ୍ୟୁରୋ
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କରୋନାରୁ ସୁସ୍ଥ ହୋଇଛନ୍ତି। ତାଙ୍କର କରୋନା ରିପୋର୍ଟ ନେଗେଟିଭ୍ ଆସିଛି। ବିଜେପି ସାଂସଦ ମନୋଜ ତିୱାରୀ ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି।
ଅଗଷ୍ଟ ୨ ରେ...
ରାଜ୍ୟରେ କରୋନାରେ ସର୍ବାଧିକ ୧୩ ଜଣଙ୍କ ମୃତ୍ୟୁ – ୨୭୨କୁ ମୃତ୍ୟୁସଂଖ୍ୟା ବୃଦ୍ଧି
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ କରୋନା ସଂକ୍ରମଣରେ ଆଜି ସର୍ବାଧିକ ୧୩ ଜଣଙ୍କ ଜୀବନ ଯାଇଛି। ଆଜି ମୃତକଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୬ ଜଣ ଅଛନ୍ତି।
ଖୋର୍ଦ୍ଧା ଓ କୋରାପୁଟରୁ ୨ ଜଣ ଲେଖାଏଁ,...
ରାଜ୍ୟରେ ୪୫ ହଜାର ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଦିନକରେ ୧୭୩୪ ପଜିଟିଭ୍
ଓଡିଶାଲାଇଭ୍ କରୋନା ବ୍ୟୁରୋ
ଦିନକରେ ଆଉ ୧୭୩୪ ପଜିଟିଭ୍
କ୍ଵାରେଣ୍ଟାଇନ୍ରୁ ୧୦୭୫ ଜଣ ଏବଂ ସ୍ଥାନୀୟ ଅଞ୍ଚଳରୁ ୬୫୯ ଜଣ ଆକ୍ରାନ୍ତ ଚିହ୍ନଟ
ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୫,୯୨୭କୁ ବୃଦ୍ଧି
ଆଜି...
ଦେଶରେ ୨୧ ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଦିନକରେ ୬୪,୩୯୯ ପଜିଟିଭ୍
ଓଡିଶାଲାଇଭ୍ କରୋନା ବ୍ୟୁରୋ
ଦିନକରେ ୬୪,୩୯୯ ଆକ୍ରାନ୍ତ, ୮୬୧ ମୃତ
ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୧,୫୩,୦୧୧କୁ ବୃଦ୍ଧି
ମୋଟ ମୃତ୍ୟୁସଂଖ୍ୟା ୪୩,୩୭୯କୁ ବୃଦ୍ଧି
ଦେଶରେ କରୋନା ସଂକ୍ରମଣ ଅସମ୍ଭାଳ ସ୍ଥିତିରେ ପହଞ୍ଚିଛି। ଗତ ୨୪...
ଆଜି ସକାଳ ସାଢ଼େ ୧୦ଟାରେ ଆକାଶବାଣୀରେ ଶୁଣନ୍ତୁ ‘କେତେ ନୂଆ ବାଟ’ର ଏକାଦଶ ଅଧ୍ୟାୟ
ଓଡ଼ିଶାଲାଇଭ୍ ବ୍ୟୁରୋ
ୟୁନିସେଫ୍ ସହଯୋଗିତାରେ ଓଡ଼ିଶାଲାଇଭ୍ ଓ ସ୍ୱାସ୍ଥ୍ୟ ପ୍ଲସ୍ର ମିଡିଆ କ୍ୟାମ୍ପେନ ‘କେତେ ନୂଆ ବାଟ’
ଏଥର ପ୍ରସଙ୍ଗ - କୋଭିଡ୍ ସମୟରେ ପିଲାମାନଙ୍କ ସ୍ୱର
ଏଥର ପିଲାମାନେ କହିଲେ କରୋନା...
ରେଡିଓ ଧାରାବାହିକ ‘କେତେ ନୂଆ ବାଟ’ – ଏଥର ପ୍ରସଙ୍ଗ: ‘କୋଭିଡ୍ ସମୟରେ ପିଲାମାନଙ୍କ ସ୍ୱର’
ଓଡ଼ିଶାଲାଇଭ୍ ବ୍ୟୁରୋ
ୟୁନିସେଫ୍ ସହଯୋଗିତାରେ ଓଡ଼ିଶାଲାଇଭ୍ ଓ ସ୍ୱାସ୍ଥ୍ୟ ପ୍ଲସ୍ର ମିଡିଆ କ୍ୟାମ୍ପେନ ‘କେତେ ନୂଆ ବାଟ’
ଏଥର ପ୍ରସଙ୍ଗ - କୋଭିଡ୍ ସମୟରେ ପିଲାମାନଙ୍କ ସ୍ୱର
ଏଥର ପିଲାମାନେ କହିଲେ କରୋନା...





















