ହୋମ୍ କ୍ୱାରେଣ୍ଟାଇନ୍ କାଳ ହେଲା – କେନ୍ଦ୍ରାପଡ଼ାର ଗୋଟିଏ ପରିବାରରୁ ୫ ଜଣ କରୋନା ପଜିଟିଭ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଗୋଟିଏ ପରିବାରର ୫ ସଦସ୍ୟ ଏବଂ ତାଙ୍କ ସହ ସମ୍ପର୍କରେ ଆସିଥିବା ଆଉ ଜଣେ ବ୍ୟକ୍ତି କରୋନା ଆକ୍ରାନ୍ତ ଚିହ୍ନଟ। ୧୪ ଓ ୧୬ ନମ୍ବର ୱାର୍ଡର ଆଂଶିକ ଅଞ୍ଚଳ ୭...
କୋଭିଡ୍ ପରିଚାଳନା – ଖୋର୍ଦ୍ଧା ଓ କଟକ ଜିଲ୍ଲା ପାଇଁ ୩୦ କୋଟି ଟଙ୍କା ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
କଟକ ଜିଲ୍ଲା ପାଇଁ ୧୫ କୋଟି
ଖୋର୍ଦ୍ଧା ଜିଲ୍ଲା ପାଇଁ ୧୫ କୋଟି
କୋଭିଡ କେୟାର ହୋମ୍ ପରିଚାଳନା ପାଇଁ ୨୦ କୋଟି ୬୪ ଲକ୍ଷ
ଖୋର୍ଦ୍ଧା ଓ କଟକ ଜିଲ୍ଲାରେ...
ଜୁଲାଇରୁ ନଭେମ୍ବର – ୫ ମାସ ପାଇଁ ହିତାଧିକାରୀଙ୍କୁ ମାଗଣାରେ ମିଳିବ ଡାଲି, ଚାଉଳ
ଓଡ଼ିଶାଲାଇଭ୍ ବ୍ୟୁରୋ
କରୋନା ଲକ୍ଡାଉନ୍ ଏବଂ ସଟ୍ଡାଉନ୍ ଗରିବ ଲୋକଙ୍କ ଜୀବିକା ଉପରେ ବିଶେଷ ପ୍ରଭାବ ପକାଇଛି। ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀମାନଙ୍କ ପାଇଁ...
ଓଡ଼ିଶା ସ୍ୱାସ୍ଥ୍ୟସେବା କ୍ୟାଡର ଡାକ୍ତରଙ୍କ ଅବସର ବୟସ ୬୫କୁ ବୃଦ୍ଧି
ଓଡ଼ିଶାଲାଇଭ୍ ବ୍ୟୁରୋ
କରୋନା ମୁକାବିଲାରେ ଆଗଧାଡ଼ିର ଯୋଦ୍ଧା ସାଜିଥିବା ଡାକ୍ତରଙ୍କ ଅବସର ବୟସକୁ ୬୫ ବର୍ଷକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। କଟକ ଓ ଭୁବନେଶ୍ୱରର କରୋନା ସ୍ଥିତି ସମୀକ୍ଷା କରିବା ଅବସରରେ ଓଡ଼ିଶା...
ପୁରୀରେ ନୂଆ ପ୍ରୟାସ – କରୋନା ସଚେତନତା ପାଇଁ ନିୟୋଜିତ ହେବେ ସ୍ୱେଚ୍ଛାସେବୀ
ଓଡ଼ିଶାଲାଇଭ୍ ବ୍ୟୁରୋ
(କୋଣାର୍କରୁ ଆଦିତ୍ୟ ବିଶ୍ଵାଳ) : ପୁରୀରେ କରୋନା ନିୟନ୍ତ୍ରଣ ପାଇଁ ଏକ ନୂଆ ପଦକ୍ଷେପ ନିଆଯାଇଛି। ବଳିଆପଣ୍ଡା ଓ ବାଲିନୋଳିଆ ସାହିରେ କରୋନା ସଚେତନତା ସୃଷ୍ଟି କରିବା ପାଇଁ ସ୍ୱେଚ୍ଛାସେବୀ ନିୟୋଜିତ...
କଟକ ସହରରୁ ଆଜି ବାହାରିଲେ ଆଉ ୩୨ ପଜିଟିଭ – ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୯୮
ଓଡ଼ିଶାଲାଇଭ୍ ବ୍ୟୁରୋ
କଟକ ସହରରେ ଆଜି ୩୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୨୭ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିଲା ବେଳେ ୫ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି।...
ଓଡ଼ିଶାରେ ୧୦୦ ଡେଇଁଲା ମୃତ୍ୟୁ ସଂଖ୍ୟା, କେବଳ ଜୁଲାଇରେ ୭୮
ଓଡ଼ିଶାଲାଇଭ୍ ବ୍ୟୁରୋ
କରୋନା କଲାଣି କଲବଲ। ଲକ୍ଡାଉନ୍, ସଟ୍ଡାଉନ୍ ନିୟମ ଲାଗୁ କରି କରୋନାକୁ ନିୟନ୍ତ୍ରଣ କରିବାକୁ ରାଜ୍ୟ ସରକାର ଯେତେ ଉଦ୍ୟମ କଲେ ବି ସେଥିରେ ସୁଫଳ ମିଳୁନି। ପ୍ରତିଦିନ ଆକ୍ରାନ୍ତ ଓ...
କରୋନା ଭାଇରସ୍ ସଂକ୍ରମଣକୁ ରୋକିପାରିବନି ଏନ୍-୯୫ ମାସ୍କ
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ବ୍ୟବହୃତ ଏନ୍-୯୫ ମାସ୍କକୁ ନେଇ ସତର୍କ ସୂଚନା ଜାରି କରିଛନ୍ତି ସରକାର। ତେବେ ଏହି ମାସ୍କକୁ ବ୍ୟବହାର ନକରିବା ପାଇଁ ସମସ୍ତ ରାଜ୍ୟ...
ଭୁବନେଶ୍ୱରରୁ ଆଉ ୨୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜଧାନୀ ଭୁବନେଶ୍ୱରରୁ ପୁଣି ୨୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟାଇନ୍ ସେଣ୍ଟରରୁ ୧୬ ଜଣ ଚିହ୍ନଟ ହୋଇଥିବା ବେଳେ ୫ ଜଣ ସ୍ଥାନୀୟ ସଂକ୍ରମଣ ବୋଲି ବିଏମ୍ସି ଟୁଇଟ୍...
ଆସନ୍ତାକାଲିଠୁ ଜୁଲାଇ ୩୧ ତାରିଖ ଯାଏଁ ସମ୍ବଲପୁର ଜିଲ୍ଲା ସଟ୍ଡାଉନ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ସମ୍ବଲପୁର ଜିଲ୍ଲାରେ ୧୦ ଦିନିଆ ସଟ୍ଡାଉନ୍।
କରୋନା ସଂକ୍ରମଣ ରୋକିବା ପାଇଁ ସମ୍ବଲପୁର ଜିଲ୍ଲାକୁ ସଟ୍ଡାଉନ୍ ଘୋଷଣା କରିଛନ୍ତି ଜିଲ୍ଲାପାଳ। ଆସନ୍ତାକାଲିଠୁ ଜୁଲାଇ ୩୧ ଯାଏଁ ସଟ୍ଡାଉନ୍ ବଳବତ୍ତର ରହିବ। ଦୁଇଟି ପର୍ଯ୍ୟାୟରେ...





















