୮ ତାରିଖ ଯାଏ କଟକ ସହର ସଟଡାଉନ୍
ଓଡ଼ିଶାଲାଇଭ୍ ବ୍ୟୁରୋ
କଟକ ସହରକୁ ସଟଡାଉନ୍ ଘୋଷଣା କଲା ସିଏମସି। ଆସନ୍ତା ୮ ତାରିଖ ମଧ୍ୟରାତ୍ରି ପର୍ଯ୍ୟନ୍ତ କଟକ ସହର ସଟଡାଉନ୍ ରହିବ। ଏନେଇ ସିଏମସି ପକ୍ଷରୁ ଘୋଷଣା କରାଯାଇଛି।
ତୁରନ୍ତ ଏହି ନିର୍ଦ୍ଦେଶକୁ କାର୍ଯ୍ୟକାରୀ...
ଗଞ୍ଜାମରେ କରୋନା ମୁକାବିଲା – ୨ ଆଇଏଏସ୍ ଅଫିସର ସ୍ପେଶାଲ୍ ଏଡିଏମ୍ ଭାବେ ନିଯୁକ୍ତ
ଓଡ଼ିଶାଲାଇଭ୍ ବ୍ୟୁରୋ
କରୋନା ମୁକାବିଲା ପାଇଁ ଗଞ୍ଜାମ ଯିବେ ୨ ଆଇଏଏସ୍ ଅଫିସର। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଦୁଇ ଅଫିସରଙ୍କୁ ସ୍ପେଶାଲ ଏଡିଏମ୍ ଭାବେ ନିଯୁକ୍ତ କରାଯାଇଛି।
ଆଇଏଏସ ପାରୁଲ ପଟାୱାରୀ ଓ ବିଶାଲ...
କାଉଡ଼ିଆଙ୍କୁ କରୋନା ଅଡୁଆ – ଏବର୍ଷ ଲିଙ୍ଗରାଜ ମନ୍ଦିରରେ ହେବନି ଶ୍ରାବଣ ଜଳଲାଗି
ଓଡ଼ିଶାଲାଇଭ୍ ବ୍ୟୁରୋ
କରୋନା ପାଇଁ ଚଳିତ ବର୍ଷ ଲିଙ୍ଗରାଜ ମନ୍ଦିରରେ ହେବନି ଶ୍ରାବଣ ଜଳଲାଗି। କୋଭିଡ୍ କଟକଣାକୁ ଆଖି ଆଗରେ ରଖି ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ କାଉଡ଼ିଆଙ୍କୁ ମନ୍ଦିର ମନା ହୋଇଛି। ଏନେଇ...
ଭିସୁଟର ୪ କର୍ମଚାରୀଙ୍କୁ କରୋନା
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ସମ୍ବଲପୁର ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ (ଭିସୁଟ)ର ୪ କର୍ମଚାରୀ କରୋନା ପଜିଟିଭ୍। ପୂର୍ବରୁ ପଜିଟିଭ୍ ଥିବା ଜଣେ ଅଧ୍ୟାପିକାଙ୍କ ସଂସ୍ପର୍ଶରେ ଆସି ଏହି କର୍ମଚାରୀମାନେ ପଜିଟିଭ୍ ହୋଇଥିବା...
ଗଞ୍ଜାମରେ ୨ ହଜାର ଟପିଲା ପଜିଟିଭ୍, ଏବେ ବି ୯୧୭ ଆକ୍ରାନ୍ତ ସକ୍ରିୟ
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ରାଜ୍ୟରେ ଶନିବାର ୪୯୫ ଜଣ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଯାହା ମଧ୍ୟରେ ସର୍ବାଧିକ ଗଞ୍ଜାମ ଜିଲ୍ଲାରୁ ୨୧୬ ଜଣ ଆକ୍ରାନ୍ତ ରହିଛନ୍ତି। ଏହି ନୂଆ ଆକ୍ରାନ୍ତଙ୍କୁ ମିଶାଇ ଗଞ୍ଜାମ...
କରୋନା ନେଲା ଆଉ ୫ ଜୀବନ, ମୋଟ ମୃତ୍ୟୁସଂଖ୍ୟା ୩୪କୁ ବୃଦ୍ଧି
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
କରୋନାରେ ପ୍ରାଣ ହରାଇଲେ ଆଉ ୫ ଜଣ ଆକ୍ରାନ୍ତ। ଏଥିସହ ରାଜ୍ୟର ମୋଟ କରୋନା ମୃତ୍ୟୁସଂଖ୍ୟା ୩୪କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ...
ଦେଶରେ ପ୍ରଥମ ଥର – ଗୋଟିଏ ଦିନରେ ୨୨ ହଜାର କରୋନା ପଜିଟିଭ ଚିହ୍ନଟ
ଓଡ଼ିଶାଲାଇଭ୍ ବ୍ୟୁରୋ
ଦେଶରେ ବେକାବୁ କରୋନା। ପୁଣି ଭାରତରେ ରେକର୍ଡ ସଂଖ୍ୟକ କରୋନା ଚିହ୍ନଟ ହୋଇଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ୨୨ ହଜାର ୭୭୧ ନୂଆ କେସ୍ ଆସିଥିଲା ୪୪୨ ଜଣଙ୍କର ମୃତ୍ୟୁ...
ପୁଣି ୪୯୫ କରୋନା ପଜିଟିଭ୍ ଚିହ୍ନଟ, ୧୪୦ ଲୋକାଲ୍ କେସ୍
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ରାଜ୍ୟରେ କରୋନା ସଂକ୍ରମଣ ଏବେ ହୁ ହୁ ହୋଇ ବଢ଼ିଚାଲିଛି। ଗତକାଲି ରାଜ୍ୟରେ ୫୬୧ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ଆଜି ମଧ୍ୟ ଏହି ସଂଖ୍ୟା ୪୯୫ ରହିଛି। ଏଥିସହ...
ଶ୍ରମିକମାନଙ୍କ ପାଇଁ ରୋଜଗାର ଦାବି
ଓଡ଼ିଶାଲାଇଭ୍ ବ୍ୟୁରୋ
ନୟାଗଡ଼: କରୋନା ମହାମାରୀ ପ୍ରଭାବରେ ଶ୍ରମିକଙ୍କ ଜୀବନ ଜୀବିକା କ୍ଷତିଗ୍ରସ୍ତ ହୋଇଛି। ତେଣୁ ଶ୍ରମିକମାନଙ୍କ ପାଇଁ ନୂତନ କୃଷିଭିତ୍ତିକ ଶିଳ୍ପ ପ୍ରତିଷ୍ଠାମୂଳକ କର୍ମନିଯୁକ୍ତି ସୃଷ୍ଟି ଓ ଦାଦନ ବ୍ୟବସ୍ଥାକୁ ବନ୍ଦ କରିବା...
କଟକ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲରେ କେମିତି ବ୍ୟାପିଲା କରୋନା?
ଓଡିଶାଲାଇଭ ବ୍ୟୁରୋ
କ୍ୟାନସର ହସ୍ପିଟାଲରୁ ୭୦ କରୋନା ଆକ୍ରାନ୍ତ ଚିହ୍ନଟ।
ଗୋଟିଏ କି ଦୁଇଟି ନୁହଁ, କଟକ ଆଚାର୍ଯ୍ୟ ହରିହର କର୍କଟ ରୋଗ ଗବେଷଣା ପ୍ରତିଷ୍ଠାନରୁ ୭୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କ୍ୟାନସର...





















