lockdown

ଜୁଲାଇ ୩୧ ଯାଏ ମହାରାଷ୍ଟ୍ର ଲକ୍‌ଡାଉନ୍

ଓଡିଶାଲାଇଭ ବ୍ୟୁରୋ ପଶ୍ଚିମବଙ୍ଗ ପରେ ମହାରାଷ୍ଟ୍ର ସରକାର ବଢ଼ାଇଲେ ଲକ୍‌ଡାଉନ୍‌ ଅବଧି। ଜୁଲାଇ ୩୧ ଯାଏ ମହାରାଷ୍ଟ୍ର ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି ଉଦ୍ଧବ ଠାକ୍‌ରେଙ୍କ ସରକାର। ମହାରାଷ୍ଟ୍ରରେ କରୋନା ସ୍ଥିତି ଅଣାୟତ୍ତ ହୋଇଯାଇଥିବାରୁ ଏହାକୁ...

ରାଜ୍ୟର ଆଉ ୨୦୩ ଆକ୍ରାନ୍ତ ସୁସ୍ଥ, ଗଞ୍ଜାମରୁ ସର୍ବାଧିକ

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ କରୋନାରୁ ସୁସ୍ଥ ହେଲେ ଆଉ ୨୦୩ ଆକ୍ରାନ୍ତ। ଏଥିସହ ରାଜ୍ୟର ସମୁଦାୟ କରୋନାରୁ ସୁସ୍ଥ ହେବା ସଂଖ୍ୟା ୪୯୪୬କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ...

କରୋନା ଚିନ୍ତା – ଭୁବନେଶ୍ୱରରେ ଗୋଷ୍ଠୀ ସଂକ୍ରମଣ ଭୟ!

ଓଡିଶାଲାଇଭ ବ୍ୟୁରୋ ଭୁବନେଶ୍ୱରରେ ଚିନ୍ତା ବଢ଼ାଇଲା ସ୍ଥାନୀୟ ସଂକ୍ରମଣ। ଆଜି ମୋଟ ୨୫ରୁ ୨୩ ଆକ୍ରାନ୍ତ କେବଳ ସ୍ଥାନୀୟ ଅଞ୍ଚଳରୁ। କରୋନା ମହାମାରୀ ଏବେ ରାଜଧାନୀ ଭୁବନେଶ୍ୱରବାସୀଙ୍କ ପାଇଁ ଚିନ୍ତା ବଢ଼ାଇଲାଣି। ଯେଉଁ ଭୟ ମାର୍ଚ୍ଚ...

ଭୁବନେଶ୍ୱରରୁ ଆଜି ୨୫ ଆକ୍ରାନ୍ତ – ୨୩ ସ୍ଥାନୀୟ ସଂକ୍ରମଣ

ଓଡିଶାଲାଇଭ ବ୍ୟୁରୋ ଭୁବନେଶ୍ୱରରେ ହୁ ହୁ ହୋଇ ବଢ଼ି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଆଜି ୨୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବିଏମ୍‌ସି ଟୁଇଟ୍ କରି ସୂଚନା ଦେଇଛି। ସେମାନଙ୍କ ମଧ୍ୟରୁ ୨୩...

ଯାଜପୁରରେ ସାଧାରଣ ଲୋକଙ୍କୁ ସରକାରୀ ଅଫିସ୍ ମନା, ଜୁଲାଇ ୮ ଯାଏଁ କଟକଣା

ଓଡ଼ିଶାଲାଇଭ୍ ବ୍ୟୁରୋ ସାଧାରଣ ଲୋକଙ୍କୁ ମନା ହେଲା ସରକାରୀ ଅଫିସ୍। କରୋନା ସଂକ୍ରମଣକୁ ଆଖି ଆଗରେ ରଖି ଯାଜପୁର ଜିଲ୍ଲାପାଳ ଏଭଳି ନିର୍ଦ୍ଦେଶ ଦେଇଛନ୍ତି। ୮  ତାରିଖ ମଧ୍ୟରାତ୍ରୀ ପର୍ଯ୍ୟନ୍ତ ଯାଜପୁର ଜିଲ୍ଲାରେ କୌଣସି ଲୋକ...
corona monsoon-2

ବର୍ଷାଦିନେ ଭାଇରସ ବ୍ୟାପିବାର ଆଶଙ୍କା ଅଧିକ

ଓଡ଼ିଶାଲାଇଭ୍ ବ୍ୟୁରୋ ବର୍ତ୍ତମାନ ଅତି କ୍ଷୀପ୍ର ବେଗରେ ବଢ଼ିଚାଲିଛି କରୋନା ସଂକ୍ରମଣଙ୍କ ସଂଖ୍ୟା। ତେବେ କୋହଲା ପାଗ ତଥା ବର୍ଷାକୁ ନଜରରେ ରଖି କେନ୍ଦ୍ର ସରକାର ସମସ୍ତ ରାଜ୍ୟକୁ ଏନେଇ ସତର୍କ ରହିବାକୁ ନିର୍ଦ୍ଦେଶ...

ଛତ୍ରପୁର ଏନ୍ଏସି ୭ ଦିନ ପାଇଁ ସଟଡାଉନ୍

ଓଡ଼ିଶାଲାଇଭ୍ ବ୍ୟୁରୋ ଛତ୍ରପୁର ଏନଏସି ୭ ଦିନ ପାଇଁ ସଟଡାଉନ୍ ଜୁନ୍ ୩୦ରୁ ଜୁଲାଇ ୬ ପର୍ଯ୍ୟନ୍ତ ସଟଡାଉନ୍ କରୋନା ମୁକାବିଲା ପାଇଁ ଘୋଷଣା କଲେ ଜିଲ୍ଲାପାଳ ୭ ଦିନ ପାଇଁ ସଟଡାଉନ୍ ହେଲା...

ଓଡ଼ିଶାରେ ପହଞ୍ଚିଲା କରୋନା ଔଷଧ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ପହଞ୍ଚିଲା କରୋନା ଔଷଧ। କରୋନାର ଚିକିତ୍ସା ପାଇଁ ବ୍ୟବହାର ହେବାକୁ ଥିବା ରେମଡେସିଭିର ଔଷଧ ଆସି ଓଡ଼ିଶାର କିଛି ହସ୍ପିଟାଲରେ ପହଞ୍ଚିସାରିଛି। ଏନେଇ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ...
corona-3

ରିସର୍ଚ୍ଚ କହୁଛି ପ୍ରଥମେ ଉହାନ ନୁହେଁ, ସ୍ପେନରେ ମିଲିଥିଲା କରୋନା ଭାଇରସ

ଓଡ଼ିଶାଲାଇଭ୍ ବ୍ୟୁରୋ ବର୍ତ୍ତମାନ ବିଶ୍ୱବ୍ୟାପି ବଢ଼ିଚାଲିଛି କରୋନା ସଂକ୍ରମଣଙ୍କ ସଂଖ୍ୟା। ଭାରତରେ ମଧ୍ୟ ଏହା ତୀବ୍ର ରୂପ ନେଇଛି। ତେବେ ପ୍ରଥମେ କରୋନା ଭାଇରସ ଚୀନର ଉହାନ ସହରରେ ମିଳିଥିବାର ଜଣାପଡ଼ିଥିଲା। କିନ୍ତୁ ଏବେ...

ଗଜପତି ଜିଲ୍ଲାରେ ବଦଳିଲା ନିୟମ – ୧୪ ଦିନ ବଦଳରେ ଏଣିକି ୨୧ ଦିନିଆ କ୍ୱାରେଣ୍ଟାଇନ୍

ଓଡ଼ିଶାଲାଇଭ୍ ବ୍ୟୁରୋ ଗଜପତି ଜିଲ୍ଲାରେ ବଦଳିଲା କ୍ୱାରେଣ୍ଟାଇନ ନିୟମ। ଏଣିକି ପ୍ରବାସୀମାନେ ଗଜପତି ଜିଲ୍ଲାକୁ ଫେରିଲେ ୧୪ ଦିନ ବଦଳରେ ୨୧ ଦିନ ପାଇଁ କ୍ୱାରେଣ୍ଟାଇନରେ ରହିବେ। ଏନେଇ ଗଜପତି ଜିଲ୍ଲାପାଳ ଗଣମାଧ୍ୟମକୁ ସୂଚନା...