ଚୀନ କହିଲା ୫୦ ପ୍ରତିଶତ ବେପାର କମିବ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭାରତ ସରକାରଙ୍କ ପକ୍ଷରୁ ଚୀନର ୫୯ଟି ଆପକୁ ବ୍ୟାନ କରାଯାଇଥିବା ବେଳେ ଇତି ମଧ୍ୟରେ ଡ୍ରାଗନ କହିଛି ଯେ 'ବୟକଟ ଚୀନ' ଯୋଗୁଁ ବେପାର ବଣିଜ ତିରିଶିରୁ ପଚାଶ ପ୍ରତିଶତ ପର୍ଯ୍ୟନ୍ତ...

ସିପ୍ଲା ବି ଆଣୁଛି କରୋନା ବଟିକା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଉ ଏକ ଆଣ୍ଟି ଭାଇରାଲ ଔଷଧ ବଜାରକୁ ଆସିବ। ଏଥର ଦେଶର ଅନ୍ୟତମ ବଡ଼ ଫାର୍ମା କମ୍ପାନି ସିପ୍ଲାର ପାଳି। ରେମଡେସିଭିର ମୂଳ ଔଷଧକୁ ଭିତ୍ତି କରି ସିପ୍ଲା କମ୍ପାନି ଏହି...

ନୟାଗଡ଼ରେ କରୋନା ପଜିଟିଭ୍ ସଂଖ୍ୟ ୧୪୭

ଓଡ଼ିଶାଲାଇଭ୍‌ ବ୍ୟୁରୋ ଜଣେ ଡାକ୍ତର, ୨ ନର୍ସଙ୍କ ସମେତ ୧୨୦ ସୁସ୍ଥ ସୁସ୍ଥ ତାଲିକାରେ ଅଳଙ୍କାର ବ୍ୟବସାୟୀ ଓ ପୋଲିସ୍ କର୍ମଚାରୀ ନୟାଗଡ଼ ଜିଲ୍ଲାରେ ନିୟମିତ ବ୍ୟବଧାନରେ କରୋନା ରୋଗୀ ଚିହ୍ନଟ ହେଉଛନ୍ତି। ଆଜି...

ଅନଲକ୍‌-୨ ଗାଇଡ୍‌ଲାଇନ୍: ରାତି ୧୦ଟାରୁ ସକାଳ ୫ଟା କର୍ଫ୍ୟୁ, ଜୁଲାଇ ୩୧ ଯାଏ ଶିକ୍ଷାନୁଷ୍ଠାନ ବନ୍ଦ

ଓଡିଶାଲାଇଭ ବ୍ୟୁରୋ କେନ୍ଦ୍ର ଗୃହ ମନ୍ତ୍ରାଳୟ ଜାରି କରିଛି ଅନ୍‌ଲକ୍‌-୨ ଗାଇଡ୍‌ଲାଇନ୍‌। ଏହି ଗାଇଡ୍‌ଲାଇନ୍‌ ଜୁଲାଇ ୧ରୁ ୩୧ ପର୍ଯ୍ୟନ୍ତ ବଳବତ୍ତର ରହିବ। ଜୁନ୍‌ ପହିଲାରୁ କେନ୍ଦ୍ର ସରକାର ଅନଲକ୍‌-୧ ଜାରି କରିଥିଲେ। ରାତି...
corona positive

ଆଠଗଡ଼ ଏସ୍‌ଡିପିଓଙ୍କ ସମେତ ୫ ପୋଲିସ କର୍ମଚାରୀଙ୍କୁ କରୋନା

ଓଡିଶାଲାଇଭ ବ୍ୟୁରୋ କଟକ ଜିଲ୍ଲାରେ ଗତକାଲି ଜଣେ ପୋଲିସ ଆଇଆଇସି କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଆଜି ଜଣେ ଡିଏସ୍‌ପିଙ୍କ ନମୁନା ପଜିଟିଭ୍‌ ଆସିଛି। ଏହାସହ ୫ ଜଣ ପୋଲିସ କର୍ମଚାରୀ ମଧ୍ୟ...

ଓଡ଼ିଶାରେ ଜୁଲାଇ ୩୧ ପର୍ଯ୍ୟନ୍ତ ବଢ଼ିବ କି କରୋନା କଟକଣା?

ଓଡିଶାଲାଇଭ ବ୍ୟୁରୋ ଜୁଲାଇ ୧ରୁ ରାଜ୍ୟ ସରକାର କ’ଣ ନୂଆ ନିୟମ ଆଣିବେ? ଆସନ୍ତାକାଲି ଜୁନ୍‌ ୩୦। ଅନଲକ୍‌-୧ ପ୍ରକ୍ରିୟାରେ ରାଜ୍ୟ ସରକାର କରୋନା ସଂକ୍ରମଣ ରୋକିବା ପାଇଁ ଯେଉଁ କଟକଣା ଜାରି କରିଥିଲେ ତାହା...

କଟକ କ୍ୟାନସର ହସ୍ପିଟାଲରେ ପୁଣି ୬ ପଜିଟିଭ୍ – ୪ ଜଣ କ୍ୟାନସର ରୋଗୀ ସଂକ୍ରମିତ

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ କଟକର ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲରେ ଚିହ୍ନଟ ହେଲେ ଆଉ ୬ ଜଣ କରୋନା ପଜିଟିଭ୍। ଏହାକୁ ମିଶାଇ ଏହି ହସ୍ପିଟାଲରୁ ବର୍ତ୍ତମାନ ସୁଦ୍ଧା ୯ ଜଣ କରୋନା ସଂକ୍ରମିତ...
lockdown

ଜୁଲାଇ ୩୧ ଯାଏ ମହାରାଷ୍ଟ୍ର ଲକ୍‌ଡାଉନ୍

ଓଡିଶାଲାଇଭ ବ୍ୟୁରୋ ପଶ୍ଚିମବଙ୍ଗ ପରେ ମହାରାଷ୍ଟ୍ର ସରକାର ବଢ଼ାଇଲେ ଲକ୍‌ଡାଉନ୍‌ ଅବଧି। ଜୁଲାଇ ୩୧ ଯାଏ ମହାରାଷ୍ଟ୍ର ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି ଉଦ୍ଧବ ଠାକ୍‌ରେଙ୍କ ସରକାର। ମହାରାଷ୍ଟ୍ରରେ କରୋନା ସ୍ଥିତି ଅଣାୟତ୍ତ ହୋଇଯାଇଥିବାରୁ ଏହାକୁ...

ରାଜ୍ୟର ଆଉ ୨୦୩ ଆକ୍ରାନ୍ତ ସୁସ୍ଥ, ଗଞ୍ଜାମରୁ ସର୍ବାଧିକ

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ କରୋନାରୁ ସୁସ୍ଥ ହେଲେ ଆଉ ୨୦୩ ଆକ୍ରାନ୍ତ। ଏଥିସହ ରାଜ୍ୟର ସମୁଦାୟ କରୋନାରୁ ସୁସ୍ଥ ହେବା ସଂଖ୍ୟା ୪୯୪୬କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ...

କରୋନା ଚିନ୍ତା – ଭୁବନେଶ୍ୱରରେ ଗୋଷ୍ଠୀ ସଂକ୍ରମଣ ଭୟ!

ଓଡିଶାଲାଇଭ ବ୍ୟୁରୋ ଭୁବନେଶ୍ୱରରେ ଚିନ୍ତା ବଢ଼ାଇଲା ସ୍ଥାନୀୟ ସଂକ୍ରମଣ। ଆଜି ମୋଟ ୨୫ରୁ ୨୩ ଆକ୍ରାନ୍ତ କେବଳ ସ୍ଥାନୀୟ ଅଞ୍ଚଳରୁ। କରୋନା ମହାମାରୀ ଏବେ ରାଜଧାନୀ ଭୁବନେଶ୍ୱରବାସୀଙ୍କ ପାଇଁ ଚିନ୍ତା ବଢ଼ାଇଲାଣି। ଯେଉଁ ଭୟ ମାର୍ଚ୍ଚ...