ଓଡିଶାଲାଇଭ ବ୍ୟୁରୋ

Nurse wearing respirator mask holding a positive blood test result for the new rapidly spreading Coronavirus, originating in Wuhan, Chinaକଟକ ଜିଲ୍ଲାରେ ଗତକାଲି ଜଣେ ପୋଲିସ ଆଇଆଇସି କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଆଜି ଜଣେ ଡିଏସ୍‌ପିଙ୍କ ନମୁନା ପଜିଟିଭ୍‌ ଆସିଛି। ଏହାସହ ୫ ଜଣ ପୋଲିସ କର୍ମଚାରୀ ମଧ୍ୟ କରୋନା ଆକ୍ରାନ୍ତ ହୋଇଛନ୍ତି।

ଗତକାଲି ବଡ଼ମ୍ବା ଥାନା ଆଇଆଇସି କରୋନା ଆକ୍ରାନ୍ତ ହୋଇଥିଲେ। ଏହାପରେ ସଂପୃକ୍ତ ଥାନାକୁ ସିଲ୍‌ କରାଯାଇଥିଲା। ଆଜି ଜଣେ ଡିଏସ୍‌ପି କରୋନା ଚିହ୍ନଟ ହେବା ପରେ ସମଗ୍ର ଅଞ୍ଚଳରେ ଚିନ୍ତା ବଢ଼ିଛି।

Comment