ଘରେ ଘରେ ଭକ୍ତ କରୋନା ବନ୍ଦୀ – ଶୂନ୍ୟ ବଡ଼ଦାଣ୍ଡରେ ଗଡ଼ିଲା ତିନି ରଥ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଗୁଣ୍ଡିଚା ମନ୍ଦିରରେ ଲାଗିଲା ରଥ କୋଭିଡ୍‌ କଟକଣା ଭିତରେ ରଥଯାତ୍ରା ଆସିଲେନି ଭକ୍ତ, ବଡ଼ଦାଣ୍ଡ ଶୂନ୍ୟ ସେବାୟତ ଟାଣିଲେ ରଥ ଭୋର୍‌ ୩ଟାରୁ ନୀତିକାନ୍ତି ଦିନ ୧୨ଟାରୁ ହେଲା ରଥଟଣା ...

ରାଜ୍ୟରେ ଆଉ ୧୨୫ କରୋନା ଆକ୍ରାନ୍ତ ସୁସ୍ଥ

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜ୍ୟରେ କରୋନାରୁ ସୁସ୍ଥ ହେଲେ ଆଉ ୧୨୫ ଆକ୍ରାନ୍ତ। ଏହାସହ ରାଜ୍ୟରେ ମୋଟ୍‌ ୩,୯୮୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ...
PM care fund-1

କରୋନା ମୁକାବିଲା: ପିଏମ୍ କେୟାର ଫଣ୍ଡରୁ ଦିଆଯିବ ପଚାଶ ହଜାର ଭେଣ୍ଟିଲେଟର

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/watch?v=4V_pI5TuG9c ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏନେଇ ରାଜ୍ୟ ସରକାରଙ୍କଠାରୁ ଆରମ୍ଭ କରି କେନ୍ଦ୍ର ସରକାର ପର୍ଯ୍ୟନ୍ତ ଏହାର ମୁକାବିଲା ପାଇଁ ସମସ୍ତଙ୍କ ପ୍ରଚେଷ୍ଟା ଜାରି ରହିଛି।...

ଭୁବନେଶ୍ଵରରେ ଆଉ ୨ ପଜିଟିଭ୍‌ ଚିହ୍ନଟ, ୫ ସୁସ୍ଥ

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜଧାନୀ ଭୁବନେଶ୍ଵରରେ ଆଜି ଆଉ ୨ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାସହ ୫ ଜଣ ସୁସ୍ଥ ମଧ୍ୟ ହୋଇଛନ୍ତି। ଏହାସହ ଭୁବନେଶ୍ଵରରେ ଆକ୍ରାନ୍ତଙ୍କ ସଂଖ୍ୟା ୧୯୮ରେ ପହଞ୍ଚିଛି। ଏନେଇ ଭୁବନେଶ୍ଵର...
patanjali-1

କରୋନା ପ୍ରତିକାର ଔଷଧ ଲଞ୍ଚ କଲା ପତଞ୍ଜଳୀ, ଦାବି କଲା ସାତ ଦିନରେ ଭଲ ହେବେ ରୋଗୀ

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/watch?v=4V_pI5TuG9c କରୋନାକୁ ନେଇ ସାରା ଦୁନିଆରେ ଆତଙ୍କ ଖେଳିଯାଇଛି। ଦିନକୁ ଦିନ ବଢ଼ିବାରେ ଲାଗିଛି ଆକ୍ରନ୍ତଙ୍କ ସଂଖ୍ୟା। ଏଥିମଧ୍ୟରେ ଚାଲିଥିବା ଏକ ପ୍ରେସ୍ କନଫରେନ୍ସରେ ବାବା ରାମଦେବ କରୋନା ପ୍ରତିକାର ଔଷଧ ତିଆରି...

କରୋନାରେ ଗଲା ଆଉ ୨ଜଣଙ୍କ ଜୀବନ – ଉଭୟ କଟକ ଜିଲ୍ଲାର

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜ୍ୟରେ ଆଉ ଦୁଇ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ। ଉଭୟ କଟକ ଜିଲ୍ଲାର। ଏହାସହ ରାଜ୍ୟରେ ବର୍ତ୍ତମାନ କରୋନା ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର...

ରାଜ୍ୟରେ ଆଉ ୧୬୭ କରୋନା ଆକ୍ରାନ୍ତ ଚିହ୍ନଟ – ଗଜପତିରୁ ସର୍ବାଧିକ

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜ୍ୟରେ ଆଜି ଆଉ ୧୬୭ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାସହ ରାଜ୍ୟରେ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫, ୪୭୦କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ...

ଏଥର ବିନା ଭକ୍ତରେ ଶ୍ରୀଗୁଣ୍ଡିଚା ଯାତ୍ରା – ଗୋଟିଏ ରଥକୁ ଟାଣିବେ ୫୦୦ ଜଣ

ଓଡ଼ିଶାଲାଇଭ୍‌ ବ୍ୟୁରୋ https://www.youtube.com/watch?v=4V_pI5TuG9c ଆଉ କିଛି ସମୟ ପରେ ଗୁଣ୍ଡିଚା ମନ୍ଦିର ଅଭିମୁଖେ ଗଡ଼ିବ ତିନି ରଥ। ଗଜପତି ମହାରାଜା ଛେରାପହଁରା କରିସାରିବା ପରେ ଚାରମାଳ ଫିଟା ଯିବ, ଘୋଡ଼ା ଯୋଚା ହେବ ଏବଂ ପରେ...
corona update

୨୪ ଘଣ୍ଟାରେ ପାଖାପାଖି ୧୫୦୦୦ କରୋନା ଆକ୍ରାନ୍ତ ଚିହ୍ନଟ, ୩୧୨ ମୃତ

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/watch?v=4V_pI5TuG9c ଗୋଟିଏ ଦିନରେ ୧୪,୯୩୩ ଜଣ ନୂଆ ପଜିଟିଭ୍  ୨୪ ଘଣ୍ଟା ମଧ୍ୟରେ ୩୧୨ ଜଣ ଆକ୍ରାନ୍ତ ମୃତ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪,୪୦,୨୧୫କୁ ବୃଦ୍ଧି ଦେଶରେ ହୁ ହୁ ହୋଇ...

ତାଳଧ୍ୱଜ ରଥରେ ବିରାଜମାନ କଲେ ବଳଭଦ୍ର

ଓଡ଼ିଶାଲାଇଭ୍‌ ବ୍ୟୁରୋ https://www.youtube.com/watch?v=4V_pI5TuG9c ମହାପ୍ରଭୁ ବଳଭଦ୍ର ତାଳଧ୍ୱଜ ରଥରେ ବିରାଜମାନ କରିଛନ୍ତି। ଧାଡ଼ି ପହଣ୍ଡିରେ ମହାପ୍ରଭୁ ଆସି ରଥାରୂଢ଼ ହୋଇଛନ୍ତି। ଏପଟେ ଦେବୀ ସୁଭଦ୍ରାଙ୍କ ରଥରେ ସୁଦର୍ଶନ ବିରାଜମାନ କରିଛନ୍ତି। ମହାପ୍ରଭୁ ଜଗନ୍ନାଥଙ୍କ ପହଣ୍ଡି ଏବେ...