ସାଲିଆ ସାହିରେ ପଶିଲା କରୋନା, ଜଣେ ପ୍ରସୂତି ପଜିଟିଭ୍
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ରାଜଧାନୀର ସବୁଠୁ ବଡ଼ ବସ୍ତି କୁହାଯାଉଥିବା ସାଲିଆ ସାହିରେ ପଶିଲା କରୋନା ଭାଇରସ। ସେଠାରେ ଜଣେ ପ୍ରସୂତି ମହିଳା କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏନେଇ ବିଏମସି ତରଫରୁ ଟୁଇଟ୍...
ଶନିବାର, ରବିବାର ସଟ୍ଡାଉନ୍ – ଟୁଇନସିଟିରେ କେଉଁ କର୍ମଚାରୀ ପରିଚୟ ପତ୍ର ଦେଖାଇ ଯାଇପାରିବେ?
ଓଡ଼ିଶାଲାଇଭ୍ ବ୍ୟୁରୋ
କରୋନା ସଂକ୍ରମଣ ରୋକିବା ପାଇଁ ଜୁନ୍ ମାସର ପ୍ରତି ଶନିବାର ଓ ରବିବାର ୧୧ଟି ଜିଲ୍ଲାରେ ସଟ୍ଡାଉନ୍ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏହି ସଟ୍ଡାଉନ୍ ବେଳେ କେଉଁ କର୍ମଚାରୀମାନେ କଟକ...
ଆଜି ଭୁବନେଶ୍ୱରରୁ ୧୩ ପଜିଟିଭ୍ – ୬ ଜଣ ଲୋକାଲ୍, ୭ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ରାଜଧାନୀ ଭୁବନେଶ୍ୱରରୁ ଚିହ୍ନଟ ହେଲେ ଆଉ ୧୩ ଜଣ କରୋନା ପଜିଟିଭ୍। ରାଜ୍ୟରେ ଆଜି ଚିହ୍ନଟ ହୋଇଥିବା ୧୩୦ ପଜିଟିଭଙ୍କ ମଧ୍ୟରୁ ୧୩ ଜଣ ଭୁବନେଶ୍ୱରର ବୋଲି ବିଏମସି ପକ୍ଷରୁ...
କରୋନା ଘଡ଼ିରେ ଶ୍ରୀକ୍ଷେତ୍ରରେ ସ୍ନାନଯାତ୍ରା – ଆଜିଠୁ ୧୪ ଦିନ କ୍ୱାରେଣ୍ଟାଇନରେ ଯିବେ ମହାପ୍ରଭୁ
ଓଡ଼ିଶାଲାଇଭ୍ ବ୍ୟୁରୋ
ଶ୍ରୀକ୍ଷେତ୍ରରେ ୧୪୪ ଧାରା। ତା ଭିତରେ ଚାଲିଛି ଚତୁର୍ଦ୍ଧାମୂର୍ତ୍ତିଙ୍କ ସ୍ନାନଯାତ୍ରା। ପରମ୍ପରା ଅନୁଯାୟୀ ୧୦୮ ଗରା ପାଣିରେ ଗାଧୋଇବା ଫଳରେ ଚାରି ଠାକୁରଙ୍କୁ ଜ୍ୱର ହୁଏ। ତେଣୁ ମହାପ୍ରଭୁ ଆଜିଠାରୁ ୧୪...
କରୋନାରେ ଗଲା ଆଉ ଜଣଙ୍କ ଜୀବନ, ମୃତ୍ୟୁ ସଂଖ୍ୟା ୮କୁ ବୃଦ୍ଧି
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ମୃତକ ହହେଲେ ଖୋର୍ଦ୍ଧାର ୬୩ ବର୍ଷିୟ ବ୍ୟକ୍ତି। ଏହାସହ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୮କୁ ବୃଦ୍ଧି ପାଇଛି। ଏନେଇ ସୂଚନା...
୨୧ ଜିଲ୍ଲାରୁ ୧୩୦ ନୂଆ ପଜିଟିଭ୍ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୨୬ ଶହ ଟପିଲା
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ରାଜ୍ୟରେ ପୁଣି ବୃଦ୍ଧି ପାଇଲା କରୋନା ପଜିଟିଭ୍ ସଂଖ୍ୟା। ଶୁକ୍ରବାର ରାଜ୍ୟର ୨୧ଟି ଜିଲ୍ଲାରୁ ଆଉ ୧୩୦ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଫଳରେ ଓଡ଼ିଶାରେ ପଜିଟିଭ୍...
କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ୫ ସୂତ୍ର
ଓଡ଼ିଶାଲାଇଭ୍ ବ୍ୟୁରୋ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜୁନ ମାସରେ କରୋନା ମୁକାବିଲା ପାଇଁ ୫ ସୂତ୍ରୀ ଫର୍ମୁଲା କଥା କହିଛନ୍ତି। ଏହାକୁ ଜନସାଧାରଣ ଗ୍ରହଣ କରିବାକୁ ଅପିଲ କରିଛନ୍ତି ମୁଖ୍ୟମନ୍ତ୍ରୀ।
ସମସ୍ତେ ଘରେ ରହନ୍ତୁ।...
ଜୁନ୍ ମାସ ସବୁଠୁ ଗୁରୁତ୍ୱପୂର୍ଣ୍ଣ – ନାଇଟ୍ କର୍ଫ୍ୟୁ ଓ ସଟ୍ଡାଉନ୍ ନିୟମ ମାନିବାକୁ ଅପିଲ କଲେ ମୁଖ୍ୟମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଲକଡାଉନ ଓ ସଟଡାଉନ ନିୟମ ମାନିବାକୁ ଅପିଲ କଲେ ମୁଖ୍ୟମନ୍ତ୍ରୀ
ଜୁନ ମାସରେ ୮ ଦିନ ସଟଡଉନ, ୩୦୦ ଘଣ୍ଟାର ନାଇଟ କର୍ଫ୍ୟୁ ମାନିବାକୁ ଅପିଲ୍
ଜରୁରୀ କାମ ନଥିଲେ...
ନୟାଗଡ଼ରେ ଚିନ୍ତା ବଢ଼ାଇଲା କରୋନା – ଜଣେ ଷ୍ଟାଫ୍ ନର୍ସ ଆକ୍ରାନ୍ତ, ମେଡିସିନ ଓ୍ୱାର୍ଡ ସିଲ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଷ୍ଟାଫ ନର୍ସଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର
ସଂସ୍ପର୍ଶରେ ଆସିଥିବା ୫ ସ୍ୱାସ୍ଥ୍ୟ କର୍ମୀ କ୍ୱାରେଣ୍ଟିନରେ
ଦୁଇ ମହିଳା ଓ ନବଜାତକ କୋଭିଡ୍ କେୟାର ସେଣ୍ଟରକୁ ସ୍ଥାନାନ୍ତର
ମେ’ ୯ରେ ପ୍ରଥମେ ନୟାଗଡ଼ରେ...
ଭୁବନେଶ୍ୱରରେ ଏବେ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଏବେ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩ରେ ପହଞ୍ଚିଛି। ଆଜି ୪ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହେବା ପରେ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଛୁଇଁଥିବା...





















