୨, ୧୨୮ କିଲୋମିଟରର ସାଇକେଲ ଯାତ୍ରା – ସୁରତରୁ ଆସିଲେ କେନ୍ଦ୍ରାପଡ଼ା

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ ଜୀବନ ବଞ୍ଚାଇବା ପାଇଁ ସାଇକେଲରେ ୨ ହଜାର ୧୨୮ କିଲୋମିଟ ଯାତ୍ରା କରିଛନ୍ତି ଜଣେ ଶ୍ରମିକ। ସେ ସୁରଟରୁ ସାଇକେଲରେ ବାହାରି ଆସି କେନ୍ଦ୍ରାପଡ଼ା ନିଜ ଘରେ ପହଞ୍ଚିଛନ୍ତି। ଶ୍ରମିକ...

ଆଉ ୨୫ ଆକ୍ରାନ୍ତ ଚିହ୍ନଟ – ଗଞ୍ଜାମରୁ ୨୪, ଖୋର୍ଦ୍ଧା ୧

ଓଡ଼ିଶାଲାଇଭ୍‌ ବ୍ୟୁରୋ ଓଡ଼ିଶାରୁ ଆଉ ୨୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗଞ୍ଜାମ ଜିଲ୍ଲାରୁ ୨୪ ଜଣ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରୁ ଜଣେ ଚିହ୍ନଟ ହୋଇଥିବା ରାଜ୍ୟ ସରକାର ସୂଚନା...

ଓଡ଼ିଶାକୁ ଫେରି ପାରିବେ ବାହାର ରାଜ୍ୟରେ ଫସି ରହିଥିବା ଓଡ଼ିଆ – ସୁପ୍ରିମକୋର୍ଟ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶନାମା ଉପରେ ରହିତାଦେଶ ଜାରି କଲେ ସୁପ୍ରିମକୋର୍ଟ। ବାହାର ରାଜ୍ୟରେ ଫସି ରହିଥିବା ଓଡ଼ିଆଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି। ପ୍ରବାସୀ ଓଡ଼ିଆ ନିଜ ଭିଟାମାଟିକୁ ଫେରିବାରେ କୌଣସି ପ୍ରତିବନ୍ଧକ ନାହିଁ...

ଗଞ୍ଜାମ ଯିବେ ୩ ଆଇଏଏସ୍‌, ଜିଲ୍ଲା ପ୍ରଶାସନକୁ କରିବେ ସହଯୋଗ

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ କରୋନା ମୁକାବିଲା ପାଇଁ ଗଞ୍ଜାମ ଜିଲ୍ଲାକୁ ସ୍ଵତନ୍ତ୍ର ଫୋକସ୍‌ ଦେଲେ ରାଜ୍ୟ ସରକାର। କରୋନା ମୁକାବିଲା ସହାୟତା ପାଇଁ ୩ ଆଇଏଏସ୍‌ଙ୍କୁ ଗଞ୍ଜାମ ପଠାଯାଇଛି। ଏମାନେ କରୋନା ମୁକାବିଲାରେ ଜିଲ୍ଲା...

୨୪ ଘଣ୍ଟାର କରୋନା ଅପଡେଟ୍ ଦେଲେ ରାଜ୍ୟ ସରକାର – ଜାଣନ୍ତୁ, ପୂରା ସୂଚନା

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ କରୋନାକୁ ନେଇ ତାଜା ଅପଡେଟ୍ ଦେଇଛନ୍ତି ରାଜ୍ୟ ସରକାର। ଜାଣନ୍ତୁ, ଶୁକ୍ରବାର ସୁଦ୍ଧା ଓଡ଼ିଶା ସମେତ ଦେଶ ଓ ବିଶ୍ୱରେ କଣ ରହିଛି କରୋନା ଅପଡେଟ୍। ବଢ଼ିଲା କ୍ୱାରେଣ୍ଟିନ୍ ଅବଧି କରୋନା...

ଓଡ଼ିଶାରେ ବଢ଼ିଲା କ୍ୱାରେଣ୍ଟିନ୍‌ ଅବଧି – ୧୪ ଦିନ ବଦଳରେ ୨୮ ଦିନ ସଙ୍ଗରୋଧରେ ରହିବାକୁ ପଡ଼ିବ

ଓଡ଼ିଶାଲାଇଭ୍‌ ବ୍ୟୁରୋ କରୋନା ମୁକାବିଲା ପାଇଁ କ୍ୱାରେଣ୍ଟିନ୍‌ ଅବଧି ବଢ଼ାଇଲେ ରାଜ୍ୟ ସରକାର। ୧୪ ଦିନ ବଦଳରେ ଏଣିକି ୨୮ ଦିନିଆ କ୍ୱାରେଣ୍ଟିନରେ ରହିବାକୁ ପଡ଼ିବ। ୨୧ ଦିନ ସରକାରୀ କ୍ୱାରେଣ୍ଟିନ ଏବଂ ଆଉ...

ଭଦ୍ରକରୁ ପୁଣି ଜଣେ କରୋନା ପଜିଟିଭ୍‌, ଆକ୍ରାନ୍ତଙ୍କ ସଂଖ୍ୟା ୨୪୬

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ ରାଜ୍ୟରେ ପୁଣି ଜଣେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତ ଜଣକ ଭଦ୍ରକ ଜିଲ୍ଲାର। ଏହାସହ ବର୍ତ୍ତମାନ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୪୬ରେ ପହଞ୍ଚିଛି। ଏନେଇ...

ଆରମ୍ଭ ହେଲା ରଥ ନିର୍ମାଣ – ମହାରଣା ସେବାୟତଙ୍କର ହେବ ସ୍ୱାସ୍ଥ୍ୟ ପରୀକ୍ଷା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭକ୍ତ ନିବାସରେ ରହିବେ ମହାରଣା ସେବାୟତ ସବୁ ସେବାୟତଙ୍କର ହେବ ସ୍ୱାସ୍ଥ୍ୟ ପରୀକ୍ଷା ସ୍ୱତନ୍ତ୍ର ବସ୍‌ରେ ଯିବା ଆସିବା କରିବେ ସେବାୟତ ୧୨ ଦିନ ବିଳମ୍ବରେ ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା...

୭ ଦିନରେ ବଦଳିଲା ଭାରତରେ କରୋନାର ରୂପ – ୨୩ ହଜାର ନୂଆ ପଜିଟିଭ୍‌, ୮୧୧ ମୃତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭାରତରେ କରୋନା ଭାଇରସ୍‌ ପ୍ରଭାବ ବଢ଼ିବାରେ ଲାଗିଛି। ମେ' ମାସ ଭାରତ ପାଇଁ ଅଧିକ ବିପଦ ସୃଷ୍ଟି କରିବାରେ ଲାଗିଛି। ଦେଶରେ କରୋନା ଆକ୍ରାନ୍ତ ସଂଖ୍ୟା ବର୍ତ୍ତମାନ ୫୬ ହଜାର ଅତିକ୍ରମ...

ଲକଡାଉନ୍ ପରେ ରୋଲ୍ ନମ୍ବର ଅନୁସାରେ ସ୍କୁଲ୍ ଆସିବେ ପିଲା – ଲାଗୁ ହେବ ଅଡ୍-ଇଭିନ୍ ଫର୍ମୁଲା!

ଓଡ଼ିଶାଲାଇଭ୍ ବ୍ୟୁରୋ ଲକଡାଉନ୍ ସରିବା ପରେ ରୋଲ୍ ନମ୍ବର ଅନୁସାରେ ସ୍କୁଲ୍ ଆସିବେ ପିଲା। ଯେଉଁ ପିଲାଙ୍କ ରୋଲ୍ ନମ୍ବର ଯୁଗ୍ମ ସେମାନେ ଯୁଗ୍ମ ତାରିଖରେ ଏବଂ ଅଯୁଗ୍ମ ରୋଲ୍ ନମ୍ବର ପିଲାମାନେ ଅଯୁଗ୍ମ...