ଓଡ଼ିଶା ପାଇଁ ଭଲ ଖବର – ଭୁବନେଶ୍ୱରର ଆଉ ଜଣେ ଆକ୍ରାନ୍ତ ସୁସ୍ଥ

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଘଟିବା ଭିତରେ ରାଜ୍ୟ ପାଇଁ ଏକ ଖୁସି ଖବର ଆସିଛି। ଭୁବନେଶ୍ୱରର ଆଉ ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥିସହ ରାଜ୍ୟରେ କରୋନାରୁ...

ଖୁବଶୀଘ୍ର ରାସ୍ତାରେ ବସ ଗଡ଼ିବ, କହିଲେ ଗଡ଼କରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଦେଶରେ ଜୋନ ଭିତ୍ତିକ କାରବାର ଓ ଗତିବିଧି ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅନୁମତି ଦିଆଯାଇଛି। ଏଥିସହ ଅଧିକାଂଶ ସ୍ଥାନରେ କଟକଣା କୋହଳ ହୋଇଥିବାବେଳେ ଖୁବଶୀଘ୍ର ସାଧାରଣ ପରିବହନ ମଧ୍ୟ ଆରମ୍ଭ...

ରେଡ୍ ଜୋନରେ ଗଞ୍ଜାମ – ଜଗତସିଂହପୁର ଓ ମୟୂରଭଞ୍ଜ ଅରେଞ୍ଜ ଜୋନ୍ ଘୋଷିତ

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ଗଞ୍ଜାମ ଜିଲ୍ଲାକୁ ରେଡ୍ ଜୋନ୍ ଭାବେ ଘୋଷଣା କଲେ ରାଜ୍ୟ ସରକାର। ଜିଲ୍ଲାରେ ପଜିଟିଭ୍ କେସ୍ ଦ୍ରୁତଗତିରେ ବୃଦ୍ଧି ପାଉଥିବା କାରଣରୁ ଏହାକୁ ରେଡ୍ ଜୋନରେ ସାମିଲ କରାଯାଇଛି। ଏଥିସହ...

ଭାରତରେ ୫୦ ହଜାରରୁ ଅଧିକ ଲୋକ କରୋନା ଆକ୍ରାନ୍ତ,୧୭୮୩ ଲୋକଙ୍କ ମୃତ୍ୟୁ

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ କରୋନା ଭାଇରସ୍ ଏବେ ଦିନକୁ ଦିନ ଦେଶରେ ଅଧିକ ମାରାତ୍ମକ ହେବା ଆରମ୍ଭ କରିଦେଇଛି। ସମଗ୍ର ଦେଶରେ ବର୍ତ୍ତମାନ ସୁଦ୍ଧା କରୋନାରେ ୧୭୮୩ ଜୀବନ ଚାଲିଗଲାଣି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ...

ମୟୁରଭଞ୍ଜକୁ ବ୍ୟାପିଲା କରୋନା – ୩ ପଜିଟିଭ୍ ଚିହ୍ନଟ, ସମସ୍ତେ ସୁରତ ଫେରନ୍ତା

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ରାଜ୍ୟର ୧୮ ତମ ଜିଲ୍ଲା ଭାବେ ମୟୁରଭଞ୍ଜକୁ ବ୍ୟାପିଲା କରୋନା ଭାଇରସ। ଗୁରୁବାର ଜିଲ୍ଲାର ୩ ଜଣ ସୁରତ ଫେରନ୍ତା କରୋନା ପଜିଟିଭ୍ ଥିବା ଜଣାପଡ଼ିଛନ୍ତି।ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ...

ସୁରତ ଫେରନ୍ତାଙ୍କୁ କରୋନା – ଗଞ୍ଜାମରେ ୧୭, ମୟୁରଭଞ୍ଜରେ ୩ ନୂଆ ପଜିଟିଭ୍

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ରାଜ୍ୟରେ ଏକାଥରକେ ଚିହ୍ନଟ ହେଲେ ୨୦ ଜଣ ନୂଆ କରୋନା ପଜିଟିଭ୍। ଗୁରୁବାର ଗଞ୍ଜାମ ଜିଲ୍ଲାରୁ ୧୭ ଓ ମୟୁରଭଞ୍ଜ ଜିଲ୍ଲାରୁ ୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସମସ୍ତ...

କରୋନା ଭାଇରସର ଲକ୍ଷଣ, ସଂକ୍ରମଣ ଓ ଚିକିତ୍ସା – ନିଜେ ଜାଣନ୍ତୁ, ଅନ୍ୟମାନଙ୍କୁ ବି ଜଣାନ୍ତୁ

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ କରୋନାର ମୁକାବିଲା ଲାଗି ଏକ ମାତ୍ର ନିଶ୍ଚିତ ଔଷଧ ହେଉଛି ସଚେତନତା ଓ କରୋନାଠୁ ଦୂରତା। କୋରୋନା ଭାଇରସର ଲକ୍ଷଣ କ’ଣ? କରୋନା ଭାଇରସ ସଂକ୍ରମିତ ବ୍ୟକ୍ତିଙ୍କଠାରେ ପ୍ରଥମେ ସାଧାରଣ ଥଣ୍ଡା ଜ୍ୱରର...

ଅଧା ଓଡ଼ିଶାରେ କରୋନା – ଏବେ ସୁରତ ଫେରନ୍ତାଙ୍କୁ ନେଇ ଚିନ୍ତା

ଓଡ଼ିଶାଲାଇଭ୍‌ ବ୍ୟୁରୋ ନିଜାମୁଦ୍ଦିନ, କୋଲକାତା ପରେ ଏବେ ସୁରତ ଫେରନ୍ତାଙ୍କୁ ନେଇ ଚିନ୍ତା ବଢ଼ିଲା। ଅଧା ଓଡ଼ିଶାରେ କରୋନା ତାର କାୟା ମେଲାଇଛି। ୩୦ଟି ଜିଲ୍ଲାରୁ ୧୭ଟି ଜିଲ୍ଲାରେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ...

ବାହାର ରାଜ୍ୟରୁ ଓଡ଼ିଶା ଫେରିଲେଣି ୩୫ ହଜାର ୫୪୦ ଓଡ଼ିଆ

ଓଡ଼ିଶାଲାଇଭ୍‌ ବ୍ୟୁରୋ ୬ ହଜାର ୭୯୮ ପଞ୍ଚାୟତରେ ସ୍ୱତନ୍ତ୍ର ବ୍ୟବସ୍ଥା ୧୧ ହଜାର ୩୨୧ କ୍ୟାମ୍ପରେ ୫ ଲକ୍ଷ ବେଡ୍‌ ମହିଳା ଓ ପିଲାଙ୍କ ପାଇଁ ସ୍ୱତନ୍ତ୍ର ରୁମ୍‌ ବାହାର ରାଜ୍ୟରୁ ବର୍ତ୍ତମାନସୁଦ୍ଧା ୩୫...

ଆଉ ୫ କରୋନା ଆକ୍ରାନ୍ତ – ଜଗତସିଂହପୁରରୁ ୪, କେନ୍ଦ୍ରାପଡ଼ାରୁ ୧

ଓଡ଼ିଶାଲାଇଭ୍‌ ବ୍ୟୁରୋ କରୋନା ଭାଇରସ୍‌ ଏବେ ଜଗତସିଂହପୁର ଜିଲ୍ଲା ଛୁଇଁଛି। ଏକାଥରକେ ୪ କରୋନା ଆକ୍ରାନ୍ତ ଏହି ଜିଲ୍ଲାରୁ ଚିହ୍ନଟ ହୋଇଥିବା ରାଜ୍ୟ ସରକାର ସୂଚନା ଦେଇଛନ୍ତି। ଜଗତସିଂହପୁରର ଚାରି ଜଣଙ୍କୁ ମିଶାଇ ମୋଟ ଆକ୍ରାନ୍ତଙ୍କ...