୨୪ ଘଣ୍ଟାର କରୋନା ଅପଡେଟ୍ ଦେଲେ ରାଜ୍ୟ ସରକାର – ଜାଣନ୍ତୁ ପୂରା ସୂଚନା
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
କରୋନାକୁ ନେଇ ତାଜା ଅପଡେଟ୍ ଦେଇଛନ୍ତି ରାଜ୍ୟ ସରକାର। ଯେଉଁଥିରେ ଓଡ଼ିଶା ସମେତ ବିଶ୍ୱ ଓ ଦେଶର ପ୍ରତିଟି କରୋନା ଖବର ବିଷୟରେ କୁହାଯାଇଛି।
ଓଡ଼ିଶାରେ କରୋନା
ଜଗତସିଂହପୁରେ ଚିହ୍ନଟ ହେଲେ...
ଦେବୋଲିନାଙ୍କ ସୋସାଇଟିରେ କରୋନା ପଜିଟିଭି – ହୋମ୍ କ୍ୱାରେଣ୍ଟାଇନ୍ରେ ରହିଲେ ଅଭିନେତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ହିନ୍ଦୀର ସିରିଏଲ ଅଭିନେତ୍ରୀ ଦେବୋଲିନା ଭଟ୍ଟାଚାର୍ଜୀଙ୍କ ସୋସାଇଟରେ ଜଣେ ଜଣେ କରୋନା ପଜିଟିଭ୍ ମିଳିଛନ୍ତି। ଏହା ଜାଣିବା ପରେ ଦେବୋଲିନା ନିଜକୁ ହୋମ କ୍ୱାରେଣ୍ଟାଇନ୍ କରିଛନ୍ତି। ରିପୋର୍ଟ ଅନୁସାରେ ଯେଉଁ ବ୍ୟକ୍ତି...
ଭୁବନେଶ୍ୱରରେ ସନ୍ଧ୍ୟା ୭ଟା ପରେ କାହାକୁ ଛାଡ଼ିବ ପୋଲିସ?
ଓଡ଼ିଶାଲାଇଭ୍ ବ୍ୟୁରୋ
ତୃତୀୟ ପର୍ଯ୍ୟାୟ ଲକ୍ଡାଉନ୍ରେ ଖୋର୍ଦ୍ଧା ଜିଲ୍ଲାରେ ୧୨ ଘଣ୍ଟିଆ କର୍ଫ୍ୟୁ ଲାଗୁ କରାଯାଇଛି। ସନ୍ଧ୍ୟା ୭ଟାରୁ ସକାଳ ୭ଟା ଯାଏଁ ଏହି କର୍ଫ୍ୟୁ ବଳବତ୍ତର ରହିବ। ତେବେ ଏହି ସମୟ ଭିତରେ...
କରୋନା ଯୋଗୁଁ ଦେଶରେ ଚାରି ଜଣରେ ଜଣେ ଚାକିରି ହରାଇଛନ୍ତି
ଓଡ଼ିଶାଲାଇଭ୍ ବ୍ୟୁରୋ
କରୋନା ସଂକ୍ରମଣ ଯୋଗୁଁ ଦେଶର ଚାକିରି କ୍ଷେତ୍ରରେ ଅଭୂତପୂର୍ବ ପରିସ୍ଥିତି ସୃଷ୍ଟି ହୋଇଛି। ମେ ୩ ତାରିଖ ସୁଦ୍ଧା ବେରୋଜଗାର ଖୁବ ଉଚ୍ଚ ସ୍ତରରେ ପହଞ୍ଚିଛି। ଏବେ ବେରୋଜଗାରଙ୍କ ସଂଖ୍ୟା ୨୭...
ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା – ନବୀନ ନେଲେନି ରିସ୍କ, ଏବେ ମୋଦୀ ହଁ କହିବେ କି ନା?
ଓଡ଼ିଶାଲାଇଭ୍ ବ୍ୟୁରୋ
ଅନିଶ୍ଚିତତାରେ ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରା। କେନ୍ଦ୍ର ସରକାରଙ୍କ କୋର୍ଟକୁ ବଲ୍ ଫିଙ୍ଗିଲେ ରାଜ୍ୟ ସରକାର।
ପୁରୀ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଏଥର ହେବ କି ନାହିଁ? ଏହି ପ୍ରସଙ୍ଗକୁ ନେଇ ଏବେ ସବୁଠି...
ଯାଜପୁରରେ ପୁଣି ଜଣେ ପଜିଟିଭ୍, ଜିଲ୍ଲାରେ ୫୪ ଛୁଇଁଲା ଆକ୍ରାନ୍ତ ସଂଖ୍ୟା
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ଯାଜପର ଜିଲ୍ଲାରେ ଚିହ୍ନଟ ହେଲେ ପୁଣି ଜଣେ କରୋନା ପଜିଟିଭ୍। ଏଥିସହ ରାଜ୍ୟରେ ପଜିଟିଭ୍ ସଂଖ୍ୟା ୧୭୯କୁ ବୃଦ୍ଧି ପାଇଛି।
ଯାଜପୁର ଜିଲ୍ଲାରେ ଏହି ନୂଆ ଆକ୍ରାନ୍ତ ଚିହ୍ନଟ ହେବାପରେ ଏବେ...
ବାଲେଶ୍ୱରରେ ପୁଣି ଜଣେ ପଜିଟିଭ୍, ୧୭୮ରେ ପହଞ୍ଚିଲା ଆକ୍ରାନ୍ତ ସଂଖ୍ୟା
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ବାଲେଶ୍ୱର ଜିଲ୍ଲାରେ ଚିହ୍ନଟ ହେଲେ ପୁଣି ଜଣେ କରୋନା ପଜିଟିଭ୍। ଏଥିସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୭୮କୁ ବୃଦ୍ଧି ପାଇଛି।
ଅନ୍ୟପଟେ ନୂଆ ଆକ୍ରାନ୍ତଜଣକୁ ମିଶାଇ ଏବେ କେବଳ ବାଲେଶ୍ୱରରେ...
କରୋନା ସ୍ଥିତି ଜଟିଳ – ଭାରତରେ ୧୬ଶହରୁ ଅଧକ ଲୋକଙ୍କ ମୃତ୍ୟୁ
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ଭାରତରେ ଦିନକୁ ଦିନ ଅଧିକ ମାରାତ୍ମକ ହେବାରେ ଲାଗିଛି କରୋନା ଭାଇରସ୍। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁସାରେ ୧୬ଶହରୁ ଅଧିକ ଲୋକ କରୋନାରେ ପ୍ରାଣ ହରାଇସାରିଲେଣି। ସେହିପରି ପାଖାପାଖି...
ଗଞ୍ଜାମରେ ପୁଣି ଜଣେ କରୋନା ପଜିଟିଭ୍, ସୁରତରୁ ଫେରିଥିଲେ
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ଗଞ୍ଜାମରେ ପୁଣି ଜଣେ ସୁରତ ଫେରନ୍ତା ଯୁବକ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଫଳରେ ଏବେ ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୪କୁ ବୃଦ୍ଧି ପାଇଛି। ଅନ୍ୟପଟେ ଏହି ଆକ୍ରାନ୍ତ...
ରାଜ୍ୟରେ କରୋନା ନେଲା ଦ୍ୱିତୀୟ ଜୀବନ
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ରାଜ୍ୟରେ ଦ୍ୱିତୀୟ ଜୀବନ ନେଲା କରୋନା ଭାଇରସ୍। ମଙ୍ଗଳବାର ଭୁବନେଶ୍ୱର କିମସ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଆଉ ଜଣେ କରୋନା ରୋଗୀ ନିଜର ପ୍ରାଣ ହରାଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ...





















