କରୋନା ଭାଇରସ୍‌ର ପ୍ରଭାବ ଗର୍ଭବତୀ ମହିଳାଙ୍କ ପ୍ରସବ ଉପରେ ପଡ଼ିଥାଏ କି?

ଓଡ଼ିଶାଲାଇଭ୍‌ ବ୍ୟୁରୋ [youtube https://www.youtube.com/watch?v=cmc-2icrC6k] ପ୍ରସବ ସମୟରେ କରୋନା ଭାଇରସ୍‌ର କିଛି ପ୍ରଭାବ ପଡ଼ିଥାଏ କି? ଜାଣନ୍ତୁ, ଏନେଇ କ’ଣ କହୁଛନ୍ତି ସ୍ତ୍ରୀ ରୋଗ ଓ ପ୍ରସୂତି ବିଶେଷଜ୍ଞ ଡାକ୍ତର ସୁଜାତା କର। କରୋନା ଭାଇରସ (କୋଭିଡ୍‌-୧୯)କୁ ନେଇ...

ଲକଡାଉନ୍ ପରେ +୨  ପରୀକ୍ଷା!

ଓଡ଼ିଶାଲାଇଭ୍ ବ୍ୟୁରୋ ଲକଡାଉନ୍ ଖୋଲିବା ପରେ ହେବ ଯୁକ୍ତ ଦୁଇ ପରୀକ୍ଷା। ଏଥିପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରସ୍ତୁତ ରହିଛି। କେବଳ ସରକାରଙ୍କ ନିଷ୍ପତ୍ତିକୁ ଅପେକ୍ଷା ରହିଛି। ସରକାରଙ୍କଠାରୁ ଅନୁମତି ମିଳିବା ପରେ...

ଓଡ଼ିଶାର ତିନି ନୂଆ ଜିଲ୍ଲାକୁ ମାଡ଼ିଲା କରୋନା

ଓଡ଼ିଶାଲାଇଭ୍‌ ବ୍ୟୁରୋ କଳାହାଣ୍ଡି ଓ ସୁନ୍ଦରଗଡ଼ ପରେ ଝାରସୁଗୁଡ଼ା, କେନ୍ଦୁଝର, ଦେବଗଡ଼ରୁ ଚିହ୍ନଟ ହେଲେ ଜଣେ ଲେଖାଏଁ କରୋନା ଆକ୍ରାନ୍ତ। କରୋନା ଆଜି ଓଡ଼ିଶାର ତିନି ନୂଆ ଜିଲ୍ଲାକୁ ବ୍ୟାପିଛି। ଉପକୂଳ ଓଡ଼ିଶା ଡେଇଁ ପଶ୍ଚିମ...

ରାଜ୍ୟର ୧୪ ଜିଲ୍ଲାରେ ୧୨୨ କରୋନା ଆକ୍ରାନ୍ତ – ଜାଣନ୍ତୁ, କେଉଁ ଜିଲ୍ଲାରେ କେତେ?

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ରାଜ୍ୟର ୧୪ ଜିଲ୍ଲାକୁ ବ୍ୟାପିସାରିଛି କରୋନା ଭାଇରସ। ଏଥିସହ ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା ବୁଧବାର ସୁଦ୍ଧା ୧୨୨ରେ ପହଞ୍ଚିଛି। ନୂଆକରି ଦେବଗଡ଼, କେଉଁଝର ଓ ଝାରସୁଗୁଡ଼ା ଜିଲ୍ଲାରେ କରୋନା...

ଆଉ ୩ କରୋନା ଆକ୍ରାନ୍ତ – ଏଥର କେନ୍ଦୁଝର, ଦେବଗଡ଼, ଝାରସୁଗୁଡ଼ା ଜିଲ୍ଲାରୁ ଚିହ୍ନଟ

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜ୍ୟର ଆଉ ୩ ଜିଲ୍ଲାକୁ ଡେଇଁଲା କରୋନା। ଗତ ଦୁଇ ଦିନ ତଳେ କୋରାପୁଟ ଜିଲ୍ଲାରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି କେନ୍ଦୁଝର, ଦେବଗଡ଼ ଏବଂ ଝାରସୁଗୁଡ଼ାରୁ ଜଣେ...

ମା’କୁ କରୋନା ହୋଇଥିଲେ ନବଜାତ ଶିଶୁ ଉପରେ ପ୍ରଭାବ ପଡ଼ିବ କି? ଜାଣନ୍ତୁ ଡାକ୍ତରଙ୍କ ମତ

ଓଡ଼ିଶାଲାଇଭ୍‌ ବ୍ୟୁରୋ [youtube https://www.youtube.com/watch?v=cL__T6IRaQ0] ବିଭିନ୍ନ ବୟସ ବା ବର୍ଗର ବ୍ୟକ୍ତିଙ୍କୁ କରୋନା ସଂକ୍ରମଣ ହୋଇପାରେ। କିନ୍ତୁ, କରୋନା ସଂକ୍ରମିତ ମା’ଠାରୁ ନବଜାତ ଶିଶୁକୁ କରୋନା ସଂକ୍ରମିତ ହୁଏ କି ନାହିଁ ସେଭଳି କୌଣସି ପ୍ରମାଣ...
corona_Oldpeople

ଜାଣନ୍ତୁ ବୟସ୍କଙ୍କ ପାଇଁ କ’ଣ ରହିଛି କରୋନା ପରାମର୍ଶ?

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ https://www.youtube.com/watch?v=yL0gqehaXWw&feature=emb_logo ସାରାବିଶ୍ୱରେ କରୋନା ଭାଇରସର ବାତାବରଣ ରହିଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ଏହି ଭାଇରସ ସଂକ୍ରମଣ ରୋକିବା ପାଇଁ ଏଯାଏଁ କିଛି ଉପାୟ ବାହାରିନି। କିନ୍ତୁ ହଁ ସଚେତନ ହେବା ଦ୍ୱାରା...

ଭାରତରେ ମୃତ୍ୟୁସଂଖ୍ୟା ହଜାରେ ଟପିଲା, ୩୧ ହଜାରରୁ ଅଧିକ ଆକ୍ରାନ୍ତ

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ଦିନକୁ ଦିନ ଅଧିକ ମୁଣ୍ଡ ନେବାରେ ଲାଗିଛି କରୋନା ଭାଇରସ। ଏହାରି ମଧ୍ୟରେ ଭାରତରେ କରୋନା ମୃତ୍ୟୁସଂଖ୍ୟା ହଜାରେ ଟପିଛି। ସେହିଭଳି ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ୩୧ ହଜାର ପାର...
foreign returned

ବିଦେଶରୁ ଫେରିଥିବା ବ୍ୟକ୍ତିଙ୍କ ପାଇଁ କରୋନା ସତର୍କତା

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ https://www.youtube.com/watch?v=fo3jcidkiVc&feature=emb_logo ଯଦି କୌଣସି ବ୍ୟକ୍ତି ମାର୍ଚ୍ଚ ୪ ପରେ ବିଦେଶରୁ ଓଡ଼ିଶାକୁ ଫେରିଛନ୍ତି, ତେବେ ସଙ୍ଗେ ସଙ୍ଗେ ସ୍ୱାସ୍ଥ୍ୟ ସହାୟତା ନମ୍ବର ୧୦୪କୁ କଲ୍‌ କରି କିମ୍ବା www.covid19.odisha.gov.inକୁ ଯାଇ ନିଜ ନାମ ପଞ୍ଜୀକରଣ...

ଭୁବନେଶ୍ୱରକୁ ଫେରିଲା କରୋନା, ଆଉ ଜଣେ ପଜିଟିଭ୍ ଚିହ୍ନଟ

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ଦୀର୍ଘଦିନର ବ୍ୟବଧାନ ପରେ ପୁଣି ରାଜଧାନୀ ଭୁବନେଶ୍ୱରକୁ ଫେରିଛି କରୋନା। ବୁଧବାର ଭୁବନେଶ୍ୱର ମଧୁସୂଦନ ନଗର ଅଞ୍ଚଳରୁ ପୁଣି ଜଣେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିସହ ରାଜ୍ୟରେ କରୋନା...