ଲକ୍‌ଡାଉନ୍‌ ଯୋଗୁଁ ଆସିପାରିଲେନି ସଂପର୍କୀୟ, ହିନ୍ଦୁ ମହିଳାଙ୍କ ଶବକୁ କାନ୍ଧ ଦେଲେ ପଡ଼ୋଶୀ ମୁସଲିମ ସମୁଦାୟ

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ କରୋନା ସଙ୍କଟ ଯୋଗୁଁ ସାରା ଦେଶରେ ଏବେ ଲକ୍‌ଡାଉନ୍‌ ଚାଲିଛି। ଅନେକ ଲୋକ ଲକ୍‌ଡାଉନ୍‌ କାରଣରୁ ନିଜ ନିଜ ଘରକୁ ମଧ୍ୟ ଫେରି ପାରୁନାହାନ୍ତି। ଏହି ସମୟରେ ଗୁଜୁରାଟର ଭବନ...
corona test

କରୋନା ଭାଇରସର ଲକ୍ଷଣ କ’ଣ, ଜାଣନ୍ତୁ କେମିତି ହୁଏ ପରୀକ୍ଷା?

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ https://www.youtube.com/watch?v=fbYkoY8WDoE&feature=emb_logo କରୋନା ଭୂତାଣୁର ଲକ୍ଷଣ ଓ ଏହାର ପରୀକ୍ଷା କେମିତି ହୁଏ? ଜାଣନ୍ତୁ କ’ଣ କହୁଛନ୍ତି ବରିଷ୍ଠ ପଲ୍‌ମନୋଲୋଜିଷ୍ଟ ଡାକ୍ତର ସମୀର ସାହୁ। କରୋନା ଭାଇରସ ସଂକ୍ରମିତ ବ୍ୟକ୍ତିଙ୍କଠାରେ କାଶ, ସର୍ଦ୍ଦି ତଥା ନାକରୁ ପାଣିଗଡ଼ିବା ଭଳି...

କୋଭିଡ-୧୯ର ମୁକାବିଲା ପାଇଁ ଆଗେଇ ଆସିଲା ବେଦାନ୍ତ ଆଲୁମିନା

ଓଡ଼ିଶାଲାଇଭ୍‌ ବ୍ୟୁରୋ କରୋନା ଭାଇରସ୍‌ ମୁକାବିଲା ପାଇଁ ରାଜ୍ୟ ସରକାର ବ୍ୟାପକ ପଦକ୍ଷେପ ନେଇଛନ୍ତି। ଲାଞ୍ଜିଗଡସ୍ଥିତ ରବଦାନ୍ତ ଆଲୁମିନା ରିଫାଇନାରୀ ଏହାର ମୁକାବିଲା ପାଇଁ ସରକାର ତଥା ଜିଲ୍ଲା ପ୍ରଶାସନଙ୍କ ସହାୟତା ପାଇଁ ଆଗେଇ...

ଭୋକିଲା ପେଟକୁ ଖାଦ୍ୟ ଯୋଗାଉଛନ୍ତି ବସ୍ତି ଯୁବକ

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ଭୋକିଲା ପେଟକୁ ଖାଦ୍ୟ ଯୋଗାଉଛନ୍ତି ବସ୍ତି ଯୁବକ। ଲକଡାଉନ୍ ପାଇଁ ଏବେ କାମ ନପାଇ ଦିନ ମଜୁରିଆମାନେ ଖାଇବା ପାଇଁ ଡହଳ ବିକଳ ହେଉଛନ୍ତି। ଏଭଳି ସମୟରେ ତାଙ୍କ ପାଇଁ...
corona stop

କେମିତି ବ୍ୟାପୁଛି କରୋନା ଭାଇରସ, ଜାଣନ୍ତୁ ଏହାକୁ କେମିତି ରୋକିବା

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ କରୋନା ଭୂତାଣୁ କେମିତି ବ୍ୟାପୁଛି ଓ ଏହାକୁ ଆମେ କିପରି ରୋକିପାରିବା? ଆସନ୍ତୁ ଜାଣିବା ଏନେଇ କ’ଣ କହୁଛନ୍ତି ବରିଷ୍ଠ ପଲ୍‌ମନୋଲୋଜିଷ୍ଟ ଡାକ୍ତର ସମୀର ସାହୁ। ଥଣ୍ଡା, ସର୍ଦ୍ଦି ଭଳି ଯେମିତି...

ଦୂରଦର୍ଶନରେ ପାଠ ପଢ଼ିବେ ଦଶମ ପିଲା

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ଦୂରଦର୍ଶନ ସାହାଯ୍ୟରେ ପାଠ ପଢ଼ିବେ ଦଶମ ଶ୍ରେଣୀ ପିଲା। ଏପ୍ରିଲ ୨୦ ତାରିଖରୁ ପିଲାଙ୍କୁ ସାହାଯ୍ୟ ହେଲାଭଳି ଏକ କାର୍ଯ୍ୟକ୍ରମ ଦୂରଦର୍ଶନରେ ପ୍ରସାରିତ ହେବାକୁ ଯାଉଛି। ଏପ୍ରିଲ୍ ୨୦ ତାରିଖରୁ ମେ...

ଓଡ଼ିଶାରେ କରୋନା ମୁକାବିଲା – ଏମ୍‌ସିଏଲ୍‌ ବଢ଼ାଇଲା ସହାୟତାର ହାତ

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ କରେନା ପାଇଁ ଏମ୍‌ସିଏଲ୍‌ର ବ୍ୟାପକ ପଦକ୍ଷେପ ଅନୁଗୁଳ, ସୁନ୍ଦରଗଡ଼ ଓ ଝାରସୁଗୁଡ଼ାରେ ସହାୟତା ହାତ ବଢ଼ାଇଲା ଏମ୍‌ସିଏଲ୍‌ ଆବାସିକ କଲୋନୀ ଓ କୋଇଲା ଖଣି ଅଞ୍ଚଳକୁ କରାଗଲା ବିଶୋଧନ ...

ମହାରାଷ୍ଟ୍ରରେ ଖାଇବାକୁ ପାଉନଥିଲେ ଓଡ଼ିଆ ପରିବାର, ସାଂସଦଙ୍କ ଟୁଇଟ ପରେ ମିଳିଲା ସହାୟତା

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ (ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): କୋରାପୁଟ ସାଂସଦ ସପ୍ତଗିରି ଉଲାକାଙ୍କ ଟୁଇଟ୍ ପରେ ମହାରାଷ୍ଟ୍ରରେ ଫସିଥିବା ଓଡ଼ିଆ ପରିବାରଙ୍କୁ ମିଳିଲା ସହାୟତା। ମହାରାଷ୍ଟ୍ରର ଥାନେରେ ଫସିରହିଥିବା ଏହି ପରିବାରକୁ ମହାରାଷ୍ଟ୍ର...

ବ୍ରିଟେନ ବୈଜ୍ଞାନିକଙ୍କ ଦାବି – ସେପ୍ଟେମ୍ଵରରେ ଆସିଯିବ କରୋନା ପ୍ରତିଷେଧକ ଟିକା

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ ବିଶ୍ଵର ପ୍ରାୟ ସମସ୍ତ ଦେଶକୁ କରୋନା ସଂକ୍ରମଣ କରି ସାରିଛି। ଏଥିରେ ୨୨ ଲକ୍ଷରୁ ଅଧିକ ଲୋକ ଆକ୍ରାନ୍ତ ହୋଇ ସାରିଛନ୍ତି। ଏହାସହ ଦେଢ଼ ଲକ୍ଷରୁ ଅଧିକ ଲୋକଙ୍କ ମୃତ୍ୟୁ...

ବିନା ଲକ୍ଷଣରେ କରୋନା, ଅଡୁଆରେ ବିଶେଷଜ୍ଞ

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ କୌଣସି ଆଗୁଆ ଲକ୍ଷଣ ନଥାଇ କରୋନା ରୋଗୀମାନେ ଜଣକ ପରେ ଜଣେ ସାମ୍ନାକୁ ଆସୁଥିବାରୁ ରାଜ୍ୟର ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଏଥିରେ ଅଡୁଆରେ ପଡିଛନ୍ତି। ୧୪ ଦିନ ପର୍ଯ୍ୟନ୍ତ କ୍ୱାରେଣ୍ଟାଇନ ବା...