କରୋନା ବିଷୟରେ ସୂଚନା ଦେବ ଆରୋଗ୍ୟ ସେତୁ ଆପ୍, ଜାଣନ୍ତୁ କେମିତି କରିବେ ଡାଉନଲୋଡ୍?
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ଚଳିତ ବର୍ଷ ଜାନୁଆରି ମାସରେ ଦେଶର ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏହାପରେ ଏହି ମହାମାରୀରୁ ବଞ୍ଚିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଆସୁଛନ୍ତି। ଏହା ମଧ୍ୟରେ...
ଲକ୍ଡାଉନ: ମାସ୍କ ପିନ୍ଧି ହେଲେ ବାହା – ବାହାଘରରେ ଦିଶିଲା ସାମାଜିକ ଦୂରତା
ଓଡ଼ିଶାଲାଇଭ୍ ବ୍ୟୁରୋ
ଲକ୍ଡାଉନ ଭିତରେ ମଧ୍ୟପ୍ରଦେଶରେ ଦେଖିବାକୁ ମିଳିଛି ନିଆରା ବାହଘର। ବର କନ୍ୟା ମାସ୍କ ପିନ୍ଧି ହୋଇଛନ୍ତି ବାହା।
ବିବାହରେ ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବା କଥାଟା ଅଡ଼ୁଆ ଲାଗୁ ଥାଇପାରେ।...
ପିଜା ଡେଲିଭରି ବଏ କରୋନା ପଜିଟିଭ୍, ୭୨ ଜଣ ହୋମ୍ କ୍ୱାରେଣ୍ଟାଇନରେ
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ଼
ପିଜା ଡେଲିଭରି ବଏ ହେଲେ କରୋନା ଆକ୍ରାନ୍ତ। ରାଜଧାନୀ ଦିଲ୍ଲୀରେ ଏଭଳି ଏକ ଘଟଣା ଏବେ ସମସ୍ତଙ୍କ ନିଦ ହଜାଇଦେଇଛି। ଏପରିକି ଏହି କାରଣରୁ ମୋଟ ୭୨ ଜଣ ଲୋକଙ୍କୁ...
କରୋନା ତାଣ୍ଡବ ଭିତରେ ଦେବେଗୌଡାଙ୍କ ନାତି ବାହା ହେବେ
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ଏଣେ କରୋନା ତାଣ୍ଡବ କିନ୍ତୁ ତେଣେ ବିବାହର ମାହୋଲ। ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡ଼ି ଦେବେଗୌଡା ତଥା କର୍ଣ୍ଣାଟକର ପୂର୍ବ ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀଙ୍କ ପୁଅ ନିଖିଳ କୁମାରସ୍ୱାମୀ ଇତିମଧ୍ୟରେ ଦୁଇ ହାତ...
ଜାଣନ୍ତୁ, କଣ୍ଟେନମେଣ୍ଟ ଓ ହଟ୍ସ୍ପଟ୍ ଅଞ୍ଚଳ ଭିତରେ ଥିବା ପାର୍ଥକ୍ୟ
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
କରୋନା ସଂକ୍ରମଣକୁ ରୋକିବା ପାଇଁ ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ସରକାରଙ୍କ ପର୍ଯ୍ୟନ୍ତ ସମସ୍ତେ ପ୍ରୟାସ ଜାରି ରଖିଛନ୍ତି। କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଦେଶରେ କିଛି ସ୍ଥାନକୁ...
ବିଦେଶରୁ ଫେରିଥିବା ବ୍ୟକ୍ତିଙ୍କ ପାଇଁ କରୋନା ସତର୍କତା
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
https://www.youtube.com/watch?v=fo3jcidkiVc&feature=emb_logo
ଯଦି କୌଣସି ବ୍ୟକ୍ତି ମାର୍ଚ୍ଚ ୪ ପରେ ବିଦେଶରୁ ଓଡ଼ିଶାକୁ ଫେରିଛନ୍ତି, ତେବେ ସଙ୍ଗେ ସଙ୍ଗେ ସ୍ୱାସ୍ଥ୍ୟ ସହାୟତା ନମ୍ବର ୧୦୪କୁ କଲ୍ କରି କିମ୍ବା www.covid19.odisha.gov.inକୁ ଯାଇ ନିଜ ନାମ ପଞ୍ଜୀକରଣ...
କରୋନା ଅପଡେଟ୍ – ଭାରତରେ ମୃତ୍ୟୁସଂଖ୍ୟା ୪ ଶହ ଟପିଲା, ୧୨ ହଜାରରୁ ଅଧିକ ଆକ୍ରାନ୍ତ
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
[youtube https://www.youtube.com/watch?v=fbYkoY8WDoE]ଦିନକୁ ଦିନ ଭାରତରେ ମୃତ୍ୟୁର ତାଣ୍ଡବ ରଚିବାରେ ଲାଗିଛି କରୋନା ଭାଇରସ୍। ଏହାରି ମଧ୍ୟରେ ଭାରତରେ କରୋନାଜନିତ ମୃତ୍ୟୁସଂଖ୍ୟା ୪ ଶହ ଟପିଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ୧୨...
ଏଥର ବନ୍ଦ ହେଇଯିବ କି ଆଇପିଏଲ-୨୦୨୦?
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ଚଳିତ ବର୍ଷ ଆଇପିଏଲ-୨୦୨୦କୁ ନେଇ ଆଶଙ୍କା ସୃଷ୍ଟି ହୋଇଛି। ଦେଶରେ କରୋନା ଯୋଗୁଁ ଲକ୍ଡାଉନ ଜାରି ରହିଛି। ଏଥିପାଇଁ ଆଇପିଏଲ୍ର ତାରିଖ ସ୍ଥିର ହୋଇପାରୁ ନାହିଁ। ବର୍ତ୍ତମାନ ମେ’ ୩...
କେଉଁ ଖାଦ୍ୟ ଖାଇଲେ ବଢ଼ିବ ରୋଗ ପ୍ରତିରୋଧକ ଶକ୍ତି?
ଓଡ଼ିଶାଲାଇଭ୍ ବ୍ୟୁରୋ
କରୋନା ଭୂତାଣୁଜନିତ ସଂକ୍ରମଣ ଯୋଗୁଁ ବିଶ୍ୱ ସ୍ୱାସ୍ଥ୍ୟ ସଂକଟ ସୃଷ୍ଟି ହୋଇଛି। ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଏପରି ସ୍ଥିତିରେ ସମସ୍ତେ ନିଜକୁ କରୋନା ପ୍ରଭବରୁ ସୁରକ୍ଷିତ ରଖିବାକୁ ଚାହୁଁଛନ୍ତି।
କରୋନା...
ଦେଶର ୪୦୦ ଜିଲ୍ଲାରେ କରୋନା ନାହିଁ – କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତର ୭୧୮ ଜିଲ୍ଲା ଭିତରୁ ୪୦୦ ଜିଲ୍ଲାରେ କରୋନା ପଶି ପାରିନାହିଁ। ଏହି ସବୁ ଜିଲ୍ଲାରେ କରୋନାର ନାଁ ଗନ୍ଧ ନାହିଁ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ କହିଛନ୍ତି। କେଉଁ...





















