କେନ୍ଦ୍ରାପଡ଼ା ପ୍ରସିଦ୍ଧ ରସାବଳୀ ଉପରେ କରୋନା ମାଡ଼ – ବଜାରକୁ ଆସୁନି କ୍ଷୀର ଓ ଛେନା, ତିଆରି ହେଉନି...
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
(କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): କରୋନା ଭାଇରସ ସଂକ୍ରମଣ ଯୋଗୁଁ ସାରା ରାଜ୍ୟ ଲକ୍ଡାଉନ ରହିଛି। ଲକ୍ଡାଉନର ପ୍ରଭାବ ସମସ୍ତ ଛୋଟ ବଡ଼ ବ୍ୟବସାୟ ଉପରେ ପଡ଼ିଛି। ଦୋକାନ ବଜାର ବନ୍ଦ...
ସୁସ୍ଥ ହେଲେ କଳାହାଣ୍ଡିର କରୋନା ଆକ୍ରାନ୍ତ
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ରାଜ୍ୟରେ ସୁସ୍ଥ ହେଲେଣି ୧୩ କରୋନା ଆକ୍ରାନ୍ତ।
ରାଜ୍ୟରେ ସୁସ୍ଥ ହେଲେ ଆଉ ଜଣେ କରୋନା ଆକ୍ରାନ୍ତ। କଟକ ଅଶ୍ଵିନୀ ହସ୍ପିଟାଲର ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲରେ ଚିକିତ୍ସାଧୀନ କଳାହାଣ୍ଡିର କରୋନା ରୋଗୀ...
ଜାଣନ୍ତୁ ବୟସ୍କଙ୍କ ପାଇଁ କ’ଣ ରହିଛି କରୋନା ପରାମର୍ଶ?
ଓଡ଼ିଶାଲାଇଭ୍ କେରୋନା ବ୍ୟୁରୋ
https://www.youtube.com/watch?v=yL0gqehaXWw&feature=emb_logo
ସାରାବିଶ୍ୱରେ କରୋନା ଭାଇରସର ବାତାବରଣ ରହିଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ଏହି ଭାଇରସ ସଂକ୍ରମଣ ରୋକିବା ପାଇଁ ଏଯାଏଁ କିଛି ଉପାୟ ବାହାରିନି। କିନ୍ତୁ ହଁ ସଚେତନ ହେବା ଦ୍ୱାରା...
ଭାରତରେ ୩୦୦ ଟପିଲା କରୋନା ମୃତ୍ୟୁସଂଖ୍ୟା, ୯୧୫୧ ଆକ୍ରାନ୍ତ
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
[youtube https://www.youtube.com/watch?v=4rj599iWHrQ]ଭାରତରେ କରୋନାଜନିତ ମୃତ୍ୟୁସଂଖ୍ୟା ସୋମବାର ସୁଦ୍ଧା ୩ଶହ ଟପିଛି। ସ୍ୱାସ୍ଥ୍ୟ ମନ୍ତ୍ରାଳୟରୁ ମିଳିଥିବା ସୂଚନା ଅନୁସାରେ ବର୍ତ୍ତମାନ ସୁଦ୍ଧା କରୋନାରେ ମୋଟ ୩୦୮ ଜଣ ବ୍ୟକ୍ତି ପ୍ରାଣ ହରାଇସାରିଲେଣି।
ଭାରତରେ...
କଟକ ପଟ୍ଟାପୋଲ ଅଞ୍ଚଳରୁ ହଟିଲା କଣ୍ଟେନମେଣ୍ଟ୍ କଟକଣା
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ରବିବାର କଟକ ପଟ୍ଟାପୋଲ ଅଞ୍ଚଳରୁ କଣ୍ଟେନମେଣ୍ଟ୍ କଟକଣା ହଟାଯାଇଛି। ପଟ୍ଟାପୋଲ ଅଞ୍ଚଳରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଏହାକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଥିଲା କଟକ ମହାନଗର...
ବିଦେଶରୁ ଫେରିଥିବା ବ୍ୟକ୍ତିଙ୍କ ପାଇଁ କରୋନା ସତର୍କତା
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
https://www.youtube.com/watch?v=fo3jcidkiVc&feature=emb_logo
ଯଦି କୌଣସି ବ୍ୟକ୍ତି ମାର୍ଚ୍ଚ ୪ ପରେ ବିଦେଶରୁ ଓଡ଼ିଶାକୁ ଫେରିଛନ୍ତି, ତେବେ ସଙ୍ଗେ ସଙ୍ଗେ ସ୍ୱାସ୍ଥ୍ୟ ସହାୟତା ନମ୍ବର ୧୦୪କୁ କଲ୍ କରି କିମ୍ବା www.covid19.odisha.gov.inକୁ ଯାଇ ନିଜ ନାମ ପଞ୍ଜୀକରଣ...
କରୋନା ଭାଇରସ୍ ମହାମାରୀ ରୂପ ନେଉଥିବାରୁ ଲୋକେ ଭୟଭୀତ, କ’ଣ କଲେ ସେମାନଙ୍କର ମନ ଶାନ୍ତ ରହିବ?
ଗୀତା ଦାସ
ଗୀତା ଦାସ ଜଣେ ଜଣାଶୁଣା ମନୋବିଜ୍ଞାନୀ ଓ ଦୀର୍ଘବର୍ଷରୁ କାନାଡାରେ ରହିଆସୁଛନ୍ତି। କରୋନା ଭାଇରସ୍ ସଂକ୍ରମଣ ସମୟରେ ଲୋକଙ୍କ ମନରେ ସୃଷ୍ଟି ହେଉଥିବା ନାନା ପ୍ରଶ୍ନ ଓ ବିଭିନ୍ନ ମାନସିକ ସମସ୍ୟାର...
କରୋନା ରିପୋର୍ଟ ନେଗେଟିଭ୍ – କଟକ ପଟ୍ଟାପୋଲ ଅଞ୍ଚଳରୁ ହଟିଲା କଣ୍ଟେନମେଣ୍ଟ କଟକଣା
ଓଡ଼ିଶାଲାଇଭ୍ ବ୍ୟୁରୋ
କଟକ ପଟ୍ଟାପୋଲ ଅଞ୍ଚଳରୁ ହଟିଲା କଣ୍ଟେନମେଣ୍ଟ କଟକଣା। ଏହି ଅଞ୍ଚଳର ସମସ୍ତ ରିପୋର୍ଟ ନେଗେଟିଭ ଆସିବା ପରେ କଣ୍ଟେନମେଣ୍ଟ ଉଠାଇବାକୁ କଟକ ମହାନଗର ନିଗମ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଥିଲେ।
କଟକ ପଟ୍ଟାପୋଲ ଅଞ୍ଚଳରୁ...
ଆନ୍ଧ୍ରର ଚିଙ୍ଗୁଡି ଫାର୍ମରେ ଓଡ଼ିଆ ଶ୍ରମିକଙ୍କୁ ନିର୍ଯାତନା ଅଭିଯୋଗ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆନ୍ଧ୍ର ପ୍ରଦେଶର ଏକ ଚିଙ୍ଗୁଡ଼ି ଫାର୍ମରେ ଓଡ଼ିଆ ଶ୍ରମିକଙ୍କୁ ଅଭିଯୋଗ ଦିଆଯାଉଥିବା ଅଭିଯୋଗ ହୋଇଛି। ଏହି ଶ୍ରମିକମାନେ କୋରାପୁଟ ଜିଲ୍ଲା ଜୟପୁର ନିକଟସ୍ଥ ଫାମ୍ପୁଣୀ ଗ୍ରାମର ବୋଲି ଜଣା ପଡିଛି। କରୋନା...
କରୋନା ପ୍ରକୋପ – ବାପା, ମା’ଙ୍କ ପାଇଁ କିଛି ଜାଣିବା କଥା?
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
କରୋନା ଭାଇରସ ସମସ୍ତଙ୍କ ଚିନ୍ତା ବଢ଼ାଇଛି। କରୋନା ସଂକ୍ରମଣ ପାଇଁ ଦେଶର ପ୍ରାୟ ଅଧିକାଂଶ ରାଜ୍ୟରେ ଏବେ ସ୍କୁଲ, କଲେଜ, କୋଚିଂ ସେଣ୍ଟର ବନ୍ଦ ରହିଛି। ଫଳରେ ପିଲାମାନେ ଘରେ ବାପା,...





















