କରୋନା ପାଇଁ କଟକଣା – ପିପିଲି ଦାନଗହିରି-ଜୟପୁର ଶାସନ ୧୦ ଦିନ ପାଇଁ ସଟ୍ଡାଉନ୍
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ପୁରୀ ଜିଲ୍ଲା ପିପିଲି ଅଞ୍ଚଳରୁ ଶୁକ୍ରବାର ରାତିରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ପ୍ରଶାସନ କଡ଼ା ପଦକ୍ଷେପ ଗ୍ରହଣ କରିଛି। ପିପିଲି ଦାନଗହିରି ଏବଂ ଜୟପୁର ଶାସନରେ...
ପାନଚାଷୀ ମୁଣ୍ଡରେ କରୋନା ଚଡ଼କ – ବିକ୍ରି ହେଉନି, ପଚି ସଢ଼ି ଯାଉଛି ପାନ ପତ୍ର
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
(କୋଣାର୍କରୁ ଆଦିତ୍ୟ ବିଶ୍ଵାଳ): ଚିନ୍ତାରେ ପୁରୀ ଜିଲ୍ଲାର ପାନଚାଷୀ। ଲକଡାଉନ ପାଇଁ ନା ଆସୁଛନ୍ତି ବେପାରୀ ନା ବିକ୍ରି ହେଉଛି ପାନ ପତ୍ର। ଫଳରେ ପଚି ସଢ଼ି ଯାଉଛି ପାନ...
ରାଜ୍ୟ ସରକାରଙ୍କ ଅପିଲ୍ – ନିଜାମୁଦ୍ଦିନରୁ ଫେରିଥିଲେ ୧୦୪ରେ କରନ୍ତୁ ଯୋଗାଯୋଗ
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ନିଜାମୁଦ୍ଦିନ ସଭାରେ ଯୋଗ ଦେଇ ଫେରିଥିଲେ ସ୍ୱଇଚ୍ଛାରେ ଟୋଲ୍ ଫ୍ରି ନମ୍ବର ୧୦୪ ସହିତ ତୁରନ୍ତ ଯୋଗାଯୋଗ କରନ୍ତୁ। ନିଜାମୁଦ୍ଦିନ ଫେରନ୍ତାଙ୍କ ପାଇଁ ରାଜ୍ୟ ସରକାର ଏହି ନିବେଦନ କରିଛନ୍ତି।
‘‘୨୪...
କେମିତି କରୋନା ଆକ୍ରାନ୍ତ ହେଲେ ବମିଖାଲ ଅଞ୍ଚଳର ତିନି ଜଣ? ଖୋଳତାଡ଼ କରୁଛି ସ୍ଵାସ୍ଥ୍ୟ ବିଭାଗ
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ଭୁବନେଶ୍ୱର ବମିଖାଲ ଅଞ୍ଚଳର ତିନି ଜଣ ବ୍ୟକ୍ତି କରୋନା ଜାଲରେ ଫସିଛନ୍ତି। ଏକାସାଙ୍ଗରେ ଗୋଟିଏ ଅଞ୍ଚଳର ତିନି ଜଣ କେମିତି ସଂକ୍ରମିତ ହେଲେ ତାହା ଜାଣିବା ପାଇଁ ରାଜ୍ୟ ସ୍ୱାସ୍ଥ୍ୟ...
ନଡ୍ଡାଙ୍କ ଚେତାବନୀ – କରୋନାକୁ ସାମ୍ପ୍ରଦାୟିକ ରଙ୍ଗ ଦିଅନା
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଜେପି ସଭାପତି ଜେପି ନଡ୍ଡା ଦଳର ନେତାମାନଙ୍କୁ ତାଗିଦ କରିଛନ୍ତି। କରୋନା ସଂକ୍ରମଣକୁ ଅଯଥା ସାମ୍ପ୍ରଦାୟିକ ରଙ୍ଗ ନ ଦେବା ପାଇଁ ସେ ଦଳର ନେତାମାନଙ୍କୁ କହିଛନ୍ତି। ଏହି ମହାମାରୀକୁ ନେଇ...
ତବଲିଗୀ ଜମାତର ବିପଦ ବଢ଼ିଲା, କେଉଁଠୁ ଆସିଲା ଫଣ୍ଡିଙ୍ଗ୍ ଜଣାଇବ
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ତବଲିଗୀ ଜମାତ ଉପରେ ଚଢ଼ାଉ ଆରମ୍ଭ ହୋଇଛି। ଅର୍ଥ କେଉଁଠୁ ଆସିଲା ଓ ବିଦେଶୀଙ୍କ ସମ୍ପର୍କ ବିଷୟରେ ଏବେ ଏହି ସଂସ୍ଥାକୁ ଜଣାଇବାକୁ ପଡ଼ିବ। ଗତ ତିନି ବର୍ଷ ମଧ୍ୟରେ...
ନିଜାମୁଦ୍ଦିନରୁ ଦେଶର ୨୫ ପ୍ରତିଶତ କରୋନା ଆକ୍ରାନ୍ତ
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ଗତ ତିନି ଦିନ ମଧ୍ୟରେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦୁଇ ଗୁଣ ହୋଇଛି। ମାର୍ଚ୍ଚ ୩୧ରେ ଏହା ୧୨୫୧ ଥିବା ବେଳେ ଏପ୍ରିଲ ୩ରେ ୨୫୪୭ରେ ପହଞ୍ଚିଛି। ଏହି...
ଜୀବନକୁ ବାଜି ଲଗାଇ କରୋନା ସ୍କ୍ରିନିଂ କରୁଛନ୍ତି ରାଜସ୍ଥାନ ଡାକ୍ତର ସିଦ୍ଧାର୍ଥ ଗୋୟଲ
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
[youtube https://www.youtube.com/watch?v=4rj599iWHrQ?list=PLI0zWE2pkn8BdYXmTpXdiiOyud0GAGNXL]
ଭାରତରେ ହୁ ହୁ ହୋଇ କରୋନା ଭାଇରସ ବଢିବାରେ ଲାଗିଛି। ପ୍ରତିଦିନ ଶହଶହ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। କରୋନା ଭାଇରସକୁ ରୋକିବା ପାଇଁ ଦେଶରେ ପଞ୍ଚାୟତସ୍ତରରୁ ଡାକ୍ତରମାନେ ପ୍ରୟାସ...
ସୋନମଙ୍କୁ ଫିଟ୍ନେସ ଚିନ୍ତା – ଘରେ କଲେ ଓ୍ୱାର୍କଆଉଟ୍
ଓଡ଼ିଶାଲାଇଭ କରୋନା ବ୍ୟୁରୋ
କରୋନା ଯୋଗୁଁ ସାରାଦେଶରେ ଲକଡାଉନ୍ ଚାଲିଛି। ଏହି ଲକଡାଉନ୍ର ପ୍ରଭାବ ବଲିଉଡ ତାରକାମାନଙ୍କ ଉପରେ ମଧ୍ୟ ଦେଖାଯାଉଛି। ସମସ୍ତେ ନିଜ ନିଜ ଘରେ ସମୟ ବିତାଉଛନ୍ତି। ବଲିଉଡ ଅଭିନେତ୍ରୀ ସୋନମ...
୨୦ ଛୁଇଁଲା ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା – ଯାଜପୁର, ପୁରୀରୁ ଜଣେ ଲେଖାଏଁ ଚିହ୍ନଟ
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ଗୋଟିଏ ଦିନରେ ଓଡ଼ିଶାରେ୧୫ କରୋନା ରିପୋର୍ଟ ପଜିଟିଭ୍।
ଓଡ଼ିଶାରେ ୨୦ ଛୁଇଁଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ।
15 COVID Positive...





















