୧୪ ପରେ ବିମାନ ସେବା ଆରମ୍ଭ ହେବ?

ଓଡ଼ିଶାଲାଇଭ୍‌ ବ୍ୟୁରୋ ଏପ୍ରିଲ ୧୪ ତାରିଖ ପରେ ଦେଶରେ ଘରୋଇ ବିମାନ ସେବା ଆରମ୍ଭ ହୋଇପାରେ। ଏହି ସୂଚନା ଦେଇଛନ୍ତି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରାଦୀପ ପୁରୀ। ସେ କହିଛନ୍ତି ଯେ,...

ଏପ୍ରିଲ ୧୪ ପରେ ସୀମିତ ଲକଡାଉନ?

ଓଡ଼ିଶାଲାଇଭ୍‌ ବ୍ୟୁରୋ କରୋନା ଭାଇରସ ସଂକ୍ରମଣର ଆଶଙ୍କା କରି କେନ୍ଦ୍ର ସରକାରଙ୍କ ପକ୍ଷରୁ ଯେଉଁ ଲକ୍‌ଡାଉନ ଘୋଷଣା କରାଯାଇଛି ତାହା ଆଜି ଦଶମ ଦିନରେ ପହଞ୍ଚିଛି। ଏହି ସମୟ ମଧ୍ୟରେ ଲୋକଙ୍କ ଦୁର୍ଦ୍ଦଶା ବଢ଼ିଥିବା...

କରୋନା ଯୁଦ୍ଧ: ରାଜସ୍ଥାନ ସୀମାରେ ଡାକ୍ତର ରାଜବୀରଙ୍କ ଲଢ଼େଇ

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ କରୋନା ମୁକାବିଲା ପାଇଁ ଦିନରାତି ଲୋକଙ୍କ ସେବାରେ ଡାକ୍ତର ରାଜବୀର ସିଂହ। କରୋନା ଭାଇରସର ଲଢ଼େଇରେ ବିଶ୍ୱର ଶକ୍ତିଶାଳୀ ଦେଶଗୁଡ଼ିକ ବି ଆଣ୍ଠୁମାଡ଼ି ବସିଛନ୍ତି। କିଏ ଏହାକୁ ମୂଳପୋଛ କରିବା ପାଇଁ...

କଟକରେ ଚିହ୍ନଟ ହେଲେ କରୋନା ଆକ୍ରାନ୍ତ – ୪୮ ଘଣ୍ଟା ପାଇଁ ସଟଡାଉନ୍ ହେବ ସହର

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ କଟକରେ ରାଜ୍ୟର ଷଷ୍ଠ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସହରକୁ ୪୮ ଘଣ୍ଟା ପାଇଁ ଲକଡାଉନ୍ ରଖିବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି। ଭୁବନେଶ୍ୱର ଓ ଭଦ୍ରକ ସହର...

ରାଜ୍ୟରେ ଚିହ୍ନଟ ହେଲେ ଷଷ୍ଠ କରୋନା ଆକ୍ରାନ୍ତ

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ ଓଡ଼ିଶାରେ ଚିହ୍ନଟ ହେଲେ ଆଉ ଜଣେ କରୋନା ଆକ୍ରାନ୍ତ। ତାଙ୍କ ଘର କଟକରେ। ସେ ନିକଟରେ ଦିଲ୍ଲୀରୁ ଫେରିଥିଲେ। ତାଙ୍କ ରକ୍ତ ନମୁନା ଏବଂ ସ୍ୱାବ୍‌ ରିପୋର୍ଟ ପଜିଟିଭ୍‌ ଆସିଛି।...

କରୋନା ଦୁଃଖ: ବାପାଙ୍କ ଶେଷ ଦର୍ଶନ କରିପାରିଲେନି ଅଭିନେତ୍ରୀ ସନା

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ କରୋନା ପାଇଁ ବାପାଙ୍କୁ ଶେର୍ଷ ଦର୍ଶନ କରିପାରିଲେନି ବଲିଉଡ ଅଭିନେତ୍ରୀ ସନା ସଇଦ। କରୋନା ଯୋଗୁଁ ସନା ଏବେ ଆମେରିକାରେ ଫସି ରହିଥବାରୁ ସେ ତାଙ୍କ ବାପା ଅନ୍ତିମ ସଂସ୍କାରରେ...

ଲକଡାଉନ – ଗରିବ ଫଳ ବେପାରୀ ଚିହ୍ନିଲେ ଭୋକିଲା ପେଟ

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ଲକ୍‌ଡାଉନ ବେଳେ ଅସହାୟମାନଙ୍କ ପାଇଁ ସାହାରା ପାଲଟିଛନ୍ତି ଉତ୍ତରପ୍ରଦେଶର ଶକିଳ ଅହମ୍ମଦ। ବିଜନୋର ଜିଲ୍ଲାରେ ଏକ ଠେଲା ଲଗାଇ ଫଳ ବିକନ୍ତି ଶକିଳ। ଲକ୍‌ଡାଉନ ବେଳେ ବାହାର ରାଜ୍ୟରୁ ଆସି...

ଇତିହାସରେ ପ୍ରଥମ ଥର – ରାମନବମୀରେ ଜନଶୂନ୍ୟ ରହିଲା ରାମନଗରୀ ଅଯୋଧ୍ୟା

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ ପ୍ରାଣଘାତୀ କରୋନା ଭାଇରସ ପାଇଁ ସବୁଠି ଏବେ ଶୂନଶାନ। ଅନେକ ଧାର୍ମିକ ଉତ୍ସବ ମଧ୍ୟ ବନ୍ଦ। ଏମିତିକି ରାମନବମୀ ଭଳି ପର୍ବରେ ଜନଶୂନ୍ୟ ଥିଲା ରାମନାଗରୀ ଅଯୋଧ୍ୟା। ଇତିହାସରେ ଏଭଳି...

ଭୁବନେଶ୍ୱର, ଭଦ୍ରକ ଟାଉନ୍ ୪୮ ଘଣ୍ଟା ‘ସଟଡାଉନ୍’

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ପୁଣି ଏକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟର ରାଜଧାନୀ ଭୁବନେଶ୍ୱର ସହିତ ଭଦ୍ରକ ଟାଉନକୁ ୪୮ ଘଣ୍ଟା ପାଇଁ ସମ୍ପୂର୍ଣ୍ଣ ସଟଡାଉନ୍ ଘୋଷଣା...

ଗର୍ଭସ୍ଥ ଶିଶୁ ପାଇଁ କରୋନା ସହ ଲଢ଼ୁଛନ୍ତି କରେନ୍‌

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ ଚୀନ୍‌ର ଉହାନ ସହରରୁ ସୃଷ୍ଟି ହୋଇଥିବା କରୋନା ଭୂତାଣୁ ସମଗ୍ର ବିଶ୍ୱରେ କାୟା ମେଲାଇଛି। ପ୍ରତିଦିନ ମୃତ୍ୟୁ ସଂଖ୍ୟା ଶହ ଶହକୁ ବୃଦ୍ଧି ପାଉଥିବା ବେଳେ ହଜାର ହଜାର ଲୋକ...