ସେଲଫ୍‌ ବା ହୋମ୍‌ କ୍ୱାରେନ୍‌ଣ୍ଟାଇନ କ’ଣ ଓ ଏହା କାହାକୁ କରିବାକୁ ହେବ?

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ ସାମାଜିକ ଦୂରତାର ଏକ ଜରୁରୀ ଅବସ୍ଥା ହେଉଛି ସେଲଫ୍‌ ବା ହୋମ୍‌ କ୍ୱାରେନ୍‌ଣ୍ଟାଇନ। ସେଲଫ୍‌ ବା ହୋମ୍‌ କ୍ୱାରେନ୍‌ଣ୍ଟାଇନ ହେଉଛି ନିଜକୁ ଅନ୍ୟମାନଙ୍କ ସହ ସଂସର୍ଗ ବା ମିଳାମିଶାରୁ ଦୂରେଇ ରଖିବା।...

ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୦୦ ଟପିଲା, ଦିଲ୍ଲୀ ଏମ୍‌ସରେ ହେବ ସ୍ୱତନ୍ତ୍ର କେନ୍ଦ୍ର

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୦୮ ଶନିବାର ୪୭ଟି ନୂଆ ଘଟଣା ଆଜି କର୍ଣ୍ଣାଟକରେ କେବଳ ୧୦ ଜଣ ଆକ୍ରାନ୍ତ କରୋନା ମୃତ୍ୟୁ ସଂଖ୍ୟା ୨୧, କେରଳରେ ପ୍ରଥମ...

ରୋଜଗାର ପାଇଁ ଆସିଥିଲେ, ଏବେ ଜୀବନ ବଞ୍ଚାଇବା ପାଇଁ ଘରକୁ ଫେରୁଛନ୍ତି ଲୋକେ

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ ଲକ୍‌ଡାଉନ୍‌ ପରେ ପ୍ରତିଦିନ ଶହଶହ ଲୋକଙ୍କୁ ରାମପୁର ରାଜପଥରୁ ବରେଲି ଆଡ଼କୁ ଯାତ୍ରା କରୁଥିବା ଦେଖିବାକୁ ମିଳୁଛି। କାହାର ବୟସ ପ୍ରାୟ ୨୮ ତ କାହାର ୩୫। ହାତରେ ଗୋଟିଏ...

କରୋନା ଭାଇରସର ଚିକିତ୍ସା କରିବା କିପରି?

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ [youtube https://www.youtube.com/watch?v=Vyd5Kh_qD8c?list=PLKig8_kZBmDPalkk37V6EH1bdOi22kuZW]କରୋନା ଭାଇରସର ନିୟନ୍ତ୍ରଣ ଲାଗି ଏପର୍ଯ୍ୟନ୍ତ କୌଣସି ସିଧାସଳଖ ଚିକିତ୍ସା ସମ୍ଭବପର ହୋଇନାହିଁ। ବରିଷ୍ଠ କ୍ରିଟିକାଲ୍‌ କେୟାର ବିଶେଷଜ୍ଞ ଡାକ୍ତର ସମୀର ସାହୁଙ୍କ କହିବା ଅନୁଯାୟୀ ସାଧାରଣତଃ ରୋଗୀଙ୍କ ଲକ୍ଷଣ ଅନୁଯାୟୀ ଚିକିତ୍ସା କରାଯାଇଥାଏ। ରୋଗୀଙ୍କଠାରେ କାଶ, ସର୍ଦ୍ଦିଓ ସ୍ଥଳବିଶେଷରେ ନିମୋନିଆ ଭଳି ଲକ୍ଷଣ ଦେଖାଯାଏ। କରୋନାପ୍ରଭାବିତ ରୋଗୀଙ୍କ ଅବସ୍ଥା ଜଟିଳ ହେଲେ ଅକ୍ସିଜେନ୍‌ ଦେବାକୁ ପଡ଼ିପାରେ। ସେହିପରି ଜଟିଳ ଅବସ୍ଥା...

ସାରାଦେଶ ଲକଡାଉନ୍‌ – କେମିତି ସମୟ ବିତାଉଛନ୍ତି ଆଲିୟା?

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦେଶରେ ଲକଡାଉନ୍‌ ଘୋଷଣା ହୋଇଥବାରୁ ସାଧାରଣ ଜନତାଙ୍କ ସହ ବଲିଉଡର ସେଲିବ୍ରିଟିମାନେ ମଧ୍ୟ ନିଜ ଘରେ ଅଛନ୍ତି। କିଏ ପରିବାର ଲୋକଙ୍କ ସହ ସମୟ ବିତାଉଛନ୍ତି ତ କିଏ ଗୃହପାଳିତ ପଶୁମାନଙ୍କ...

ରାଜ୍ୟ ସରକାରଙ୍କ ‘ଲକ୍‌ଡାଉନ୍‌’ ପ୍ୟାକେଜ – ଗରିବଙ୍କୁ ମିଳିବ ରନ୍ଧା ଖାଦ୍ୟ, ଉଠା ଦୋକାନୀଙ୍କୁ ଆର୍ଥିକ ସହାୟତା

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ ଲକ୍‌ଡାଉନ୍‌ ପ୍ୟାକେଜ ଘୋଷଣା କଲେ ସରକାର ଗରିବ ଓ ନିରାଶ୍ରୟଙ୍କୁ ମିଳିବ ରନ୍ଧା ଖାଦ୍ୟ ପ୍ରତି ପଞ୍ଚାୟତରେ ମିଳିବ ରନ୍ଧା ଖାଦ୍ୟ ୧୦ ଲକ୍ଷ ଗରିବ ଓ ନିରାଶ୍ରୟ...

କରୋନା ସମୟରେ ପିଲାମାନେ ଘରେ ରହି ପାଠ ପଢ଼ନ୍ତୁ – ସମୀର ରଞ୍ଜନ ଦାସ

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ଲକଡାଉନ୍ ସମୟରେ ପିଲାମାନେ ଘରେ ରହି ପାଠ ପଢ଼ନ୍ତୁ।  ସେମାନଙ୍କର ଆଗାମୀ ଶିକ୍ଷାବର୍ଷ ଆରମ୍ଭ ହେବା ପୂର୍ବରୁ ସେମାନଙ୍କର ପାଠ ପଢ଼ା ବହି ସେମାନଙ୍କର ପାଖରେ ପହଞ୍ଚିଯିବ। ଏଥିପାଇଁ ପିଲମାନେ...
Corona know the reason

କରୋନା ଭାଇରସର ଲକ୍ଷଣ, ସଂକ୍ରମଣ ଓ ଚିକିତ୍ସା – ନିଜେ ଜାଣନ୍ତୁ, ଅନ୍ୟମାନଙ୍କୁ ବି ଜଣାନ୍ତୁ 

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ [youtube https://www.youtube.com/watch?v=videoseries?list=PLI0zWE2pkn8BdYXmTpXdiiOyud0GAGNXL] କରୋନାର ମୁକାବିଲା ଲାଗି ଏକ ମାତ୍ର ନିଶ୍ଚିତ ଔଷଧ ହେଉଛି ସଚେତନତା ଓ କରୋନାଠୁ ଦୂରତା। କରୋନା ଭାଇରସର ଲକ୍ଷଣ କ’ଣ? କରୋନା ଭାଇରସ ସଂକ୍ରମିତ ବ୍ୟକ୍ତିଙ୍କଠାରେ ପ୍ରଥମେ ସାଧାରଣ ଥଣ୍ଡା...

ରାଜ୍ୟ ବାହାରେ ଫସିଥିବା ଓଡ଼ିଆଙ୍କୁ ସହଯୋଗ କରିବା ପାଇଁ ରାଜ୍ୟ ସରକାରଙ୍କ ଅପିଲ୍

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ ଲକ୍‌ଡାଉନ୍‌ ବେଳେ ରାଜ୍ୟ ବାହାରେ ଫସିଥିବା ଓଡ଼ିଆଙ୍କୁ ସହଯୋଗ କରିବା ପାଇଁ ରାଜ୍ୟ ସରକାର ନିବେଦନ କରିଛନ୍ତି। ରାଜ୍ୟ ବାହାରେ ଥିବା ଓଡ଼ିଆ ସଙ୍ଗଠନମାନେ ଆଗେଇ ଆସିବାକୁ ଆହ୍ୱାନ ଦେଇଛନ୍ତି...

କରୋନା ମୁକାବିଲା: ମାଇକ୍ରୋବାୟୋଲୋଜିଷ୍ଟ ପଦରେ ନିଯୁକ୍ତି ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ବିଜ୍ଞପ୍ତି

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ ଡାକ୍ତରୀ (ମେଡିକୋ), ଅଣଡାକ୍ତରୀ (ନନ୍‌ମେଡିକୋ) ପଦ ପାଇଁ ବିଜ୍ଞପ୍ତି ଡାକ୍ତରୀ ପଦ ପାଇଁ ଦିନକୁ ୫୦୦୦ ଟଙ୍କା ଅଣଡାକ୍ତରୀ ପଦ ପାଇଁ ଦିନକୁ ୨୫୦୦ ଟଙ୍କା ୱାକ୍‌ ଇନ୍‌...