କରୋନାକୁ ଜିଣିଲେ: ବିଶ୍ୱରେ ୧ ଲକ୍ଷ କରୋନା ଆକ୍ରାନ୍ତ ହେଲେ ସୁସ୍ଥ

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ ସମଗ୍ର ବିଶ୍ୱରେ ୧ ଲକ୍ଷ କରୋନା ସଂକ୍ରମିତ ବ୍ୟକ୍ତି ସୁସ୍ଥ ହୋଇଥିବା ଜଣାପଡ଼ିଛି। ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ତଥ୍ୟ ଅନୁଯାୟୀ, କରୋନା ଭୂତାଣୁ ମୋଟ୍‌ ୧୯୦ଟି ଦେଶରେ ବ୍ୟାପି ସାରିଛି।...

ଥର୍ମାଲ ଗନ୍‌ କ’ଣ?

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ କରୋନାର ସଂକ୍ରମଣ ବିଷୟରେ ଅନୁମାନ କରିବା ପାଇଁ ଏବେ ଥର୍ମାଲ ଗନ୍‌ର ପ୍ରାୟାଗ କରାଯାଉଛି। ବିଭିନ୍ନ ଏୟାରପୋର୍ଟ ଓ ସର୍ବ ସାଧାରଣ ସ୍ଥାନରେ ଏହା ବ୍ୟବହୃତ ହେଉଛି। ଥର୍ମାଲ ଗନ୍‌...

ସେଲଫ୍‌ ଆଇସୋଲେସନ କ’ଣ?

 ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ ସେଲଫ୍‌ ଆଇସୋଲେସନ ହେଉଛି ସେଲଫ୍‌ କ୍ୱାରେଣ୍ଟାଇନର ପରବର୍ତ୍ତୀ ଅବସ୍ଥା। ଅର୍ଥାତ୍‌ ଏହି ଅବସ୍ଥାରେ ଆପଣ ନିଜକୁ ଗୋଟିଏ ରୁମ୍‌ ଭିତରେ ଏକ ପ୍ରକାର ଆବଦ୍ଧ ତଥା ଅନ୍ୟମାନଙ୍କଠାରୁ ବିଚ୍ଛିନ୍ନ କରି...

କରୋନାକୁ ନେଇ ଦେଶବାସୀଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ କରୋନାକୁ ନେଇ ଦେଶବାସୀଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଆଜି ରାତି ୮ଟା ବେଳେ କରୋନାକୁ ନେଇ ଦେଶବାସୀଙ୍କୁ କେତେକ ଗୁରୁତ୍ଵପୂର୍ଣ୍ଣ ତଥ୍ୟ ପ୍ରଦାନ କରିବେ। ଏନେଇ ପ୍ରଧାନମନ୍ତ୍ରୀ...
Quarantine

ସେଲଫ୍‌ କ୍ୱାରେଣ୍ଟାଇନ କ’ଣ?

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ସେଲଫ୍‌ କ୍ୱାରେଣ୍ଟାଇନ ହେଉଛି ନିଜକୁ ଅନ୍ୟମାନଙ୍କ ସହ ସଂସର୍ଗରୁ ଦୂରେଇ ରଖିବା। ଅର୍ଥାତ୍‌ ପରିବାର ବା ସୋସାଇଟିର ଅନ୍ୟ କୌଣସି ସଦସ୍ୟଙ୍କ ସହ ମିଳାମିଶା ନକରିବା। ଯଦି ଆପଣ କୌଣସି...

ଓଡ଼ିଶା ଲକ୍‌ଡାଉନ – ଏସ୍‌ସି ଓ ଏସ୍‌ଟି ହଷ୍ଟେଲ ଛାତ୍ରଛାତ୍ରୀଙ୍କୁ ଅବିଭାବକଙ୍କ ନିକଟକୁ ପଠାଯିବ

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ରାଜ୍ୟରେ ଲକ୍‌ଡାଉନ ପୂର୍ବରୁ ଏସ୍‌ସି ଓ ଏସ୍‌ଟି ହଷ୍ଟେଲରେ ରହୁଥିବା ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ଅଭିଭାବକମାନଙ୍କ ନିକଟକୁ ପଠାଯିବ। ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ରାଜ୍ୟ ସରକାରଙ୍କ କରୋନା ମୁଖ୍ୟ ମୁଖପାତ୍ର ସୁବ୍ରତ...

ସାମାଜିକ ଦୂରତା ରକ୍ଷା ପାଇଁ ଜଣେ ବ୍ୟକ୍ତି କ’ଣ କରିପାରିବେ?

ଓଡ଼ିଶାଲାଇଭ୍‌ କରୋନା ବ୍ୟରୋ କରୋନା, କରୋନା, କରୋନା – ଏବେ ସମସ୍ତଙ୍କ ମୁହଁରେ କେବଳ ଗୋଟିଏ ଶବ୍ଦ-କରୋନା। କରୋନା ଭୂତାଣୁଜନିତ ସଂକ୍ରମଣର କୌଣସି ସଫଳ ଚିକିତ୍ସା ଉପଲବ୍ଧ ନଥିବା ବେଳେ ଏହାର ପ୍ରଭାବକୁ ରୋକିବା...

ପୂରା ରାଜ୍ୟ ଲକ୍‌ଡାଉନ – ଜାଣନ୍ତୁ, କ’ଣ ଖୋଲା ରହିବ?

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ କରୋନାକୁ ନେଇ ସମ୍ପୂର୍ଣ୍ଣ ଓଡ଼ିଶାକୁ ଲକ୍‌ଡାଉନ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏନେଇ ରାଜ୍ୟ ସରକାରଙ୍କ କରୋନା ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍‌ଚି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ମଙ୍ଗଳବାର...

ଲକ୍‌ଡାଉନ୍‌ର ତୃତୀୟ ଦିନ: ରାଜଧାନୀରେ ଚେକିଂ ଜୋରଦାର

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ କରୋନାର ମୁକାବିଲା ପାଇଁ ଲାଗି ପଡ଼ିଛନ୍ତି ରାଜ୍ୟ ସରକାର। ଯେଉଁ ଜିଲ୍ଲା ଓ ସହରଗୁଡ଼ିକରେ ଲକ୍‌ ଡାଉନ୍‌ ଘୋଷଣା କରାଯାଇଛି ସେଠି ଜୋରଦାର ଚେକିଂ କରୁଛି ପୋଲିସ। ଆଜି ଲକ୍‌ଡାଉନ୍‌ର...

କରୋନା ଲାଗି ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି: ପୂରା ଓଡ଼ିଶା ଲକ୍‌ଡାଉନ୍‌

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ କରୋନା ମୁକାବିଲା ପାଇଁ ବଡ଼ ନିଷ୍ପତ୍ତି ନେଲେ ରାଜ୍ୟ ସରକାର। ଆଜି ମଧ୍ୟରାତିରୁ ସାରା ଓଡ଼ିଶାକୁ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି ରାଜ୍ୟ ସରକାର। ମାର୍ଚ୍ଚ ୨୯ ତାରିଖ ୧୨ଟା ଯାଏଁ...