ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

ସେଲଫ୍‌ ଆଇସୋଲେସନ ହେଉଛି ସେଲଫ୍‌ କ୍ୱାରେଣ୍ଟାଇନର ପରବର୍ତ୍ତୀ ଅବସ୍ଥା। ଅର୍ଥାତ୍‌ ଏହି ଅବସ୍ଥାରେ ଆପଣ ନିଜକୁ ଗୋଟିଏ ରୁମ୍‌ ଭିତରେ ଏକ ପ୍ରକାର ଆବଦ୍ଧ ତଥା ଅନ୍ୟମାନଙ୍କଠାରୁ ବିଚ୍ଛିନ୍ନ କରି ରହିବାକୁ ହେବ।

କେଉଁ ପରିସ୍ଥିତିରେ ଆପଣ ସେଲ୍ଫ ଆଇସୋଲେସନ କରିବା ଆବଶ୍ୟକ?

  • ଯଦି ଆପଣଙ୍କଠାରେ କରୋନା ସଂକ୍ରମଣର କୌଣସି ଲକ୍ଷଣ ଦେଖାଯାଉଛି।
  • ଆପଣ କରୋନା ପରୀକ୍ଷା ପାଇଁ ନମୁନା ପଠାଇଛନ୍ତି ଏବଂ ଫଳାଫଳ ଜାଣିବା ପାଇଁ ଅପେକ୍ଷା କରିଛନ୍ତି।
  • ଆପଣଙ୍କଠାରେ କରୋନା ପଜିଟିଭ୍‌ ବାହାରିଛି।

Comment