୨୨ରୁ ବଢ଼ିବ ତାପମାତ୍ରା
ଓଡ଼ିଶାଲାଇଭ୍ ବ୍ୟୁରୋ
ଆସନ୍ତା ୨୨ରୁ ପୁଣି ବଢ଼ିବ ତାତି। ଏପରିକି ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି।
ଆଉ ଦୁଇ ଦିନ ଅର୍ଥାତ ବୁଧବାର...
ଆହୁରି ୨୪ ଘଣ୍ଟା କାଳବୈଶାଖୀ, ୧୦ ଜିଲ୍ଲାରେ ଝଡ଼ବର୍ଷା ସମ୍ଭାବନା
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ୧୦ଟି ଜିଲ୍ଲାରେ କାଳବୈଶାଖୀ ବର୍ଷା ହୋଇପାରେ। ମଙ୍ଗଳବାର ସକାଳ ପର୍ଯ୍ୟନ୍ତ ଓଡ଼ିଶାରେ କାଳବୈଶାଖୀ ଆଶଙ୍କା ରହିଛି। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ପକ୍ଷରୁ ସୂଚନା ଦିଆଯାଇଛି।
ଆଞ୍ଚଳିକ ପାଣିପାଗ ପକ୍ଷରୁ ଆକଳନ...
ମାତ୍ର ୨ହଜାର ଟଙ୍କା ପାଇଁ ଟ୍ରେନ ଆଗକୁ ଡେଇଁ ପଡ଼ିଲେ ଯୁବତୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ମାତ୍ର ୨ହଜାର ଟଙ୍କା ପାଇଁ ଟ୍ରେନ୍ ଆଗକୁ ଡେଇଁ ପଡିଲେ ଯୁବତୀ। ଘଟଣାଟି ଘଟିଛି ଦିଲ୍ଲୀର ଦ୍ୱାରକାର ମୋଡ ମେଟ୍ରୋ ଷ୍ଟେସନରେ। ଯୁବତୀ ଜଣକ ହେଉଛନ୍ତି ୨୬ ବର୍ଷୀୟା ଚେତନା ମିଶ୍ର।
ଖବର...
ତାତିରୁ ମିଳିବ ନିସ୍ତାର, ୧୮ ଯାଏଁ ବର୍ଷା ସମ୍ଭାବନା
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜିଠୁ ୧୮ ଯାଏଁ ବର୍ଷା ସମ୍ଭାବନା।
ଆଜିଠୁ ବଦଳିବ ପାଗ। ସପ୍ତାହ ଯାଏଁ ଓଡ଼ିଶାରେ ବର୍ଷାର ପ୍ରଭାବ ରହିଥିବାରୁ ତାପମାତ୍ରା କମିବ। ଦିନର ତାପମାତ୍ରା ୪ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବ।...
ଆଜିଠୁ କାଳବୈଶାଖୀ, ୧୫ ଯାଏଁ ବର୍ଷା
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜିଠୁ କାଳବୈଶାଖୀ। ୧୩ରୁ ୧୫ ଯାଏଁ ବର୍ଷା ସମ୍ଭାବନା ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଆଜିଠୁ କାଳବୈଶାଖୀ ସହ କୁଆପଥର ମାଡ଼ ହେବାର ସମ୍ଭାବନା ରହିଛି। ୧୩ ଓ ୧୪...
ଆସନ୍ତା ୧୩, ୧୪ରେ ବର୍ଷା ସମ୍ଭାବନା
ଓଡ଼ିଶାଲାଇଭ୍ ବ୍ୟୁରୋ
ମାର୍ଚ୍ଚ ୧୩ ପର୍ଯ୍ୟନ୍ତ ରାଜ୍ୟରେ ଗ୍ରୀଷ୍ମର ପ୍ରକୋପ ବୃଦ୍ଧି ପାଇବ। ଗୋଟିଏ ଦୁଇଟି ସ୍ଥାନରେ ତାପମାତ୍ରା ୪୦ଡିଗ୍ରୀରୁ ଅଧିକ ହୋଇପାରେ। ଏହାପରେ ପାଗରେ ବରିବର୍ତ୍ତନ ଆସିବ। ମାର୍ଚ୍ଚ ୧୩ ଓ ୧୪ବେଳକୁ...
ରାଜ୍ୟର କାଳବୈଶାଖୀ ବର୍ଷା ଆରମ୍ଭ, ୪ ଜିଲ୍ଲା ପାଇଁ ସତର୍କ ସୂଚନା
ଓଡ଼ିଶାଲାଇଭ୍ ବ୍ୟୁରୋ
ବାଂଲାଦେଶ ଓ ଏହାର ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି। ଆଜି ଦିନ ୧୨ ପରଠୁ ଭୁବନେଶ୍ୱରରେ ପାଗ କୋହଲା ହେବା ସହ...
ବାୟୁ ପ୍ରଦୂଷଣ କାରଣରୁ ପ୍ରତିବର୍ଷ ବଢ଼ୁଛି ମୃତକଙ୍କ ସଂଖ୍ୟା
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜିକା ସମାଜରେ ବାୟୁ ପ୍ରଦୁଷଣ ଲକ୍ଷଲକ୍ଷ ଲୋକଙ୍କ ମୃତ୍ୟୁ କାରଣ ହେଉଛି। ବାୟୁ ପ୍ରଦୂଷଣ ପାଇଁ ପ୍ରତିବର୍ଷ ପାଖାପାଖି ୭୦ ଲକ୍ଷ ଲୋକଙ୍କ ମୃତ୍ୟୁ ହେଉଥିବା ଏକ ରିସର୍ଚ୍ଚରୁ ଜଣାପଡ଼ିଛି।
ମୃତ୍ୟୁବରଣ କରୁଥିବା...
୧୩ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ରାଜ୍ୟର ୧୩ଟି ଜିଲ୍ଲାରେ ବର୍ଷା ସମ୍ଭାବନା। କାଳବୈଶାଖୀ ପ୍ରଭାବରେ ଘଡ଼ଘଡ଼ି ସହ ବଜ୍ରପାତର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ସତର୍କ ରହିବାକୁ କୁହାଯାଇଛି।
ବାଂଲାଦେଶର ପାଖାପାଖି ଅଞ୍ଚଳରେ ସୃଷ୍ଟି...
ଆସୁଛି କାଳବୈଶାଖୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆସନ୍ତା ୪ ଓ ୫ରେ ଉତ୍ତର ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓଡ଼ିଶାରେ କାଳବୈଶାଖୀ ହେବ। କିଛିଟା ସ୍ଥାନରେ ବଜ୍ରପାତ ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି।...



















