୫ ଦିନ ଧରି ଲାଗି ରହିବ କାଳବୈଶାଖୀ, ୧୦ ଜିଲ୍ଲାକୁ ସତର୍କ ସୂଚନା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆସନ୍ତା ୫ ଦିନ ଧରି କାଳବୈଶାଖୀ ଲାଗି ରହିବ। ଏନେଇ ଆଞ୍ଚଳିକ ପାଣିପାଗ ସତର୍କ ସୂଚନା ଜାରି କରିଛି। ଘଡ଼ଘଡ଼ି ସହ ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା...

ବଢ଼ୁଛି ତାତି – ୪୦ ଡିଗ୍ରୀ ଟପିଲା ମାଲକାନଗିରି ତାପମାତ୍ରା

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜ୍ୟରେ ବଢ଼ୁଛି ତାତି। ଦିନର ସର୍ବୋଚ୍ଚ ତାପମାତ୍ରା ୩୬ ଡିଗ୍ରୀ ଉପରକୁ ଟପିଛି। ଆଜି କିଛିଟା ଜିଲ୍ଲାରେ ତାପମାତ୍ରା ୩୫ ଡିଗ୍ରୀ ଉପରେ ରହିଛି। ମାଲକାନଗିରି ତାପମାତ୍ରା ୪୧ ଡିଗ୍ରୀ ଛୁଇଁଛି।...

ରାଜ୍ୟର ବିଭିନ୍ନ ସ୍ଥାନରେ କୁଆପଥର ସହ ଝଡ଼ବର୍ଷା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଜି ଯାଜପୁର ସମେତ ଏହାର ଆଖପାଖ ଅଞ୍ଚଳରେ କୁଆପଥର ବର୍ଷା ହୋଇଛି। ବିଭିନ୍ନ ସ୍ଥାନରେ ଝଡ଼ବର୍ଷା ହେବା ସହ କୁଆପଥର ମାଡ଼ ହୋଇଛି। ଯାଜପୁରସ୍ଥିତ ମଙ୍ଗଳପୁର, ବିଞ୍ଝାରପୁର, ଯାଜପୁର ଟାଉନ୍‌ ସମେତ...

୨୨ରୁ ବଢ଼ିବ ତାପମାତ୍ରା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆସନ୍ତା ୨୨ରୁ ପୁଣି ବଢ଼ିବ ତାତି। ଏପରିକି ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଆଉ ଦୁଇ ଦିନ ଅର୍ଥାତ ବୁଧବାର...

ଆହୁରି ୨୪ ଘଣ୍ଟା କାଳବୈଶାଖୀ, ୧୦ ଜିଲ୍ଲାରେ ଝଡ଼ବର୍ଷା ସମ୍ଭାବନା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଜି ୧୦ଟି ଜିଲ୍ଲାରେ କାଳବୈଶାଖୀ ବର୍ଷା ହୋଇପାରେ। ମଙ୍ଗଳବାର ସକାଳ ପର୍ଯ୍ୟନ୍ତ ଓଡ଼ିଶାରେ କାଳବୈଶାଖୀ ଆଶଙ୍କା ରହିଛି। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଞ୍ଚଳିକ ପାଣିପାଗ ପକ୍ଷରୁ ଆକଳନ...

ମାତ୍ର ୨ହଜାର ଟଙ୍କା ପାଇଁ ଟ୍ରେନ ଆଗକୁ ଡେଇଁ ପଡ଼ିଲେ ଯୁବତୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ମାତ୍ର ୨ହଜାର ଟଙ୍କା ପାଇଁ ଟ୍ରେନ୍ ଆଗକୁ ଡେଇଁ ପଡିଲେ ଯୁବତୀ। ଘଟଣାଟି ଘଟିଛି ଦିଲ୍ଲୀର ଦ୍ୱାରକାର ମୋଡ ମେଟ୍ରୋ ଷ୍ଟେସନରେ। ଯୁବତୀ ଜଣକ ହେଉଛନ୍ତି ୨୬ ବର୍ଷୀୟା ଚେତନା ମିଶ୍ର। ଖବର...

ତାତିରୁ ମିଳିବ ନିସ୍ତାର, ୧୮ ଯାଏଁ ବର୍ଷା ସମ୍ଭାବନା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଜିଠୁ ୧୮ ଯାଏଁ ବର୍ଷା ସମ୍ଭାବନା। ଆଜିଠୁ ବଦଳିବ ପାଗ। ସପ୍ତାହ ଯାଏଁ ଓଡ଼ିଶାରେ ବର୍ଷାର ପ୍ରଭାବ ରହିଥିବାରୁ ତାପମାତ୍ରା କମିବ। ଦିନର ତାପମାତ୍ରା ୪ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବ।...

ଆଜିଠୁ କାଳବୈଶାଖୀ, ୧୫ ଯାଏଁ ବର୍ଷା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଜିଠୁ କାଳବୈଶାଖୀ। ୧୩ରୁ ୧୫ ଯାଏଁ ବର୍ଷା ସମ୍ଭାବନା ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଆଜିଠୁ କାଳବୈଶାଖୀ ସହ କୁଆପଥର ମାଡ଼ ହେବାର ସମ୍ଭାବନା ରହିଛି। ୧୩ ଓ ୧୪...

ଆସନ୍ତା ୧୩, ୧୪ରେ ବର୍ଷା ସମ୍ଭାବନା

ଓଡ଼ିଶାଲାଇଭ୍‌ ବ୍ୟୁରୋ ମାର୍ଚ୍ଚ ୧୩ ପର୍ଯ୍ୟନ୍ତ ରାଜ୍ୟରେ ଗ୍ରୀଷ୍ମର ପ୍ରକୋପ ବୃଦ୍ଧି ପାଇବ। ଗୋଟିଏ ଦୁଇଟି ସ୍ଥାନରେ ତାପମାତ୍ରା ୪୦ଡିଗ୍ରୀରୁ ଅଧିକ ହୋଇପାରେ। ଏହାପରେ ପାଗରେ ବରିବର୍ତ୍ତନ ଆସିବ। ମାର୍ଚ୍ଚ ୧୩ ଓ ୧୪ବେଳକୁ...

ରାଜ୍ୟର କାଳବୈଶାଖୀ ବର୍ଷା ଆରମ୍ଭ, ୪ ଜିଲ୍ଲା ପାଇଁ ସତର୍କ ସୂଚନା

ଓଡ଼ିଶାଲାଇଭ୍‌ ବ୍ୟୁରୋ ବାଂଲାଦେଶ ଓ ଏହାର ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି। ଆଜି ଦିନ ୧୨ ପରଠୁ ଭୁବନେଶ୍ୱରରେ ପାଗ କୋହଲା ହେବା ସହ...