ରାଜ୍ୟର ସବୁଠୁ ଉତପ୍ତ ସହର ହେଲା ଭୁବନେଶ୍ୱର, ୪୧.୭ ଡିଗ୍ରୀ ତାପମାତ୍ରା

ଓଡ଼ିଶାଲାଇଭ୍‌ ବ୍ୟୁରୋ ପୁଣିଥରେ ଓଡ଼ିଶାର ରାଜଧାନୀ ଭୁବନେଶ୍ୱର ହେଲା ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର। ଅସମ୍ଭାଳ ତାତିରେ ରାଜଧାନୀବାସୀ ଅସ୍ତବ୍ୟସ୍ତ। ଗତକାଲି ରାଜଧାନୀ ସର୍ବୋଚ୍ଚ ତାପମାତ୍ରା ୪୩.୭ ଡିଗ୍ରୀ ଥିବାବେଳେ ଆଜି ପାରଦ ୪୧.୭...

ଅଂଶୁଘାତ! ରାଜ୍ୟରେ ୩ ଦିନରେ ଗଲାଣି ୨ ଜୀବନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଗତ କିଛି ଦିନ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ଅସହ୍ୟ ଗରମ ଅନୁଭୂତ ହୋଇଛି। ପାଖାପାଖି ୧୨ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି। ତେବେ ଖରା ଓ ତାତିରେ...

ଭାଜି ହେଉଛି ଓଡ଼ିଶା, ୧୨ ସହରରେ ୪୦ ଉପରେ ପାରଦ

ଓଡ଼ିଶାଲାଇଭ୍‌ ବ୍ୟୁରୋ ସାରା ଓଡ଼ିଶାରେ ପ୍ରବଳ ଗରମ ଅନୁଭୂତ ହେଉଛି। ଅସହ୍ୟ ତାତି ଓ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ହୋଇପଡ଼ିଲେଣି ରାଜ୍ୟବାସୀ। ସୋମବାର ରାଜ୍ୟର ୧୨ଟି ସହରରେ ତାପମତ୍ରା ୪୦ଡିଗ୍ରୀ ଉପରେ ରେକର୍ଡ କରାଯାଇଛି। ଓଡ଼ିଶାର...

୧୧ଟି ଜିଲ୍ଲାରେ ୪୦ ଟପିଲା ପାରଦ, ଟିଟଲାଗଡ଼ ତତଲାଗଡ଼

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜ୍ୟରେ ଦିନକୁ ଦିନକୁ ବଢ଼ିବାରେ ଲାଗିଛି ଅସହ୍ୟ ଖରା ଓ ପ୍ରଚଣ୍ଡ ତାତି। ରବିବାର ସନ୍ଧ୍ୟା ସୁଦ୍ଧା ରାଜ୍ୟର ୧୧ଟି ସହରରେ ୪୦ ଡିଗ୍ରୀ ଟପିଲା ପାରଦ। ଖରା ଓ ତାତିରେ...

୯ଟି ସହରରେ ୪୦ ଟପିଲା ପାରଦ, ତାଳଚେର ଉତ୍ତପ୍ତ ସହର

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜ୍ୟରେ ଗରମ ପ୍ରକୋପ ଦିନକୁ ଦିନ ବଢ଼ିବାରେ ଲାଗିଛି। ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଶନିବାର ସନ୍ଧ୍ୟା ସୁଦ୍ଧା ରାଜ୍ୟର ୯ଟି ସହରରେ ପାରଦ ୪୦ ଡିଗ୍ରୀ ଉପରେ ରହିଛି। ରାଜ୍ୟରେ ଆହୁରି...

ଅସହ୍ୟ ତାତି, ରାଜ୍ୟରେ ୪୩ ଟପିଲା ପାରଦ

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜ୍ୟରେ ବଢ଼ିବାରେ ଲାଗିଛି ଅସହ୍ୟ ଖରା ଓ ପ୍ରଚଣ୍ଡ ତାତି। ତାତିର ପ୍ରକୋପରେ ଓଡ଼ିଶା ଜଳୁଛି। ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଶନିବାର ସନ୍ଧ୍ୟା ସୁଦ୍ଧା ରାଜ୍ୟର ୯ଟି ସହରରେ ପାରଦ...

ଅଂଶୁଘାତରୁ କେମିତି ପାଇବେ ରକ୍ଷା

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜ୍ୟରେ ଦିନକୁ ଦିନ ତାତି ବଢ଼ିବାରେ ଲାଗିଛି। ଅସହ୍ୟ ଗରମ ଓ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ହୋଇପଡ଼ୁଛନ୍ତି ଜନସାଧାରଣ। ପାଣିପାଗ ବିଭାଗ ସୂଚନା ଅନୂଯାୟୀ ଶୁକ୍ରବାର ରାଜ୍ୟର ୯ଟି ସହରରେ ପାରଦ ୪୦ଡିଗ୍ରୀ...

୪୦ଡିଗ୍ରୀ ଟପିଲା ୯ଟି ସହରର ପାରଦ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଜଳୁଛି ଓଡ଼ିଶା। ରାଜ୍ୟରେ ଅଧିକାଂଶ ଅଞ୍ଚଳରେ ଅସହ୍ୟ ଖରା ଓ ପ୍ରଚଣ୍ଡ ତାତି। ଶୁକ୍ରବାର ରାଜ୍ୟରେ ୯ଟି ସହରରେ ପାରଦ ୪୦ ଡିଗ୍ରୀ ଉପରେ ରହିଛି। ସବୁଠାରୁ ଉତପ୍ତ ସହର ଭାବେ...

୫ଟି ଜିଲ୍ଲାରେ ପାରଦ ୪୦ ଡିଗ୍ରୀ ଉପରେ

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜ୍ୟରେ ଗରମ ଅସହ୍ୟ ହୋଇଗଲାଣି। ଖରା ଓ ତା’ ସହିତ ଗୁଳୁଗୁଳି, ଜନସାଧାରଣଙ୍କୁ ଅସ୍ତବ୍ୟସ୍ତ କରିଦେଉଛି। ବୁଧବାର ରାଜ୍ୟର ୫ଟି ଜିଲ୍ଲାରେ ପାରଦ ୪୦ ଡିଗ୍ରୀ ଉପରେ ରହିଛି। ପାଣିପାଗ ବିଭାଗ...

କାଳବୈଶାଖୀ ଲାଗି ୯ ଜିଲ୍ଲାକୁ ସତର୍କ ସୂଚନା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦୁଇ ଦିନ ହେବ କାଳବୈଶାଖୀ ପ୍ରଭାବରେ ରାଜ୍ୟର ଅଧିକାଂଶ ଅଞ୍ଚଳରେ ପାଗ କୋହଲା ରହିଛି। ମଙ୍ଗଳବାର ରାଜ୍ୟର କେତେକ ଜିଲ୍ଲାରେ ଘଡ଼ଘଡି ସହ ବର୍ଷା ହେବା ସମ୍ଭାବନା ଥିବା ପାଣିପାଗ ବିଭାଗ...