ରାଜ୍ୟରେ ହାଡ଼ଭଙ୍ଗା ଶୀତ – ୧୦ ଡିଗ୍ରୀ ତଳେ ୧୫ଟି ସହର
ଓଡ଼ିଶାଲାଇଭ୍ ବ୍ୟୁରୋ
୩.୪ ଡିଗ୍ରୀ ସହ ସୋନପୁର ରାଜ୍ୟର ସବୁଠୁ ଥଣ୍ଡା ସହର।
ପ୍ରଚଣ୍ଡ ଶୀତରେ ଥରୁଛି ସାରା ରାଜ୍ୟ। ଜାଡ଼ ପ୍ରଭାବରୁ ଘରୁ ବାହାରକୁ ବାହାରିବା କଷ୍ଟକର ହୋଇପଡ଼ିଲାଣି। ଥଣ୍ଡା ଆଉ ତା' ସାଙ୍ଗକୁ...
ରାଜ୍ୟରେ ପ୍ରବଳ ଥଣ୍ଡା – ୧୮ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କଲା ପାଣିପାଗ କେନ୍ଦ୍ର
ଓଡ଼ିଶାଲାଇଭ୍ ବ୍ୟୁରୋ
ଗତ କିଛିଦିନ ଧରି ରାଜ୍ୟରେ ପ୍ରବଳ ଶୀତଲହରୀ ପ୍ରବାହିତ ହେଉଛି। ତେବେ ଆହୁରି ୨ରୁ ୩ ଦିନ ଭୀଷଣ ଜାଡ଼ ଜାରି ରହିବ। ଏନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ୧୮ଟି ଜିଲ୍ଲାକୁ...
‘ବୁଲ୍ବୁଲ୍ ଅପଡେଟ୍’ @5PM
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/watch?v=uwE1EVdTkuI
ବାତ୍ୟା ‘ବୁଲ୍ବୁଲ୍’ ପଶ୍ଚିମବଙ୍ଗ ଓ ବାଂଲାଦେଶ ମୁହାଁ ହୋଇଛି। ତେବେ ଓଡ଼ିଶାରେ ଏହାର କ’ଣ ପ୍ରଭାବ ରହିବ ତାକୁ ନେଇ ଓଡ଼ିଶାଲାଇଭ୍ରେ ପଢ଼ନ୍ତୁ ବାତ୍ୟା ସମ୍ପର୍କରେ ତାଜା ଖବର।
ଧାମରା ଉପକୂଳ ଦେଇ...
ପଶ୍ଚିମବଙ୍ଗ-ବାଂଲାଦେଶ ଆଡ଼କୁ ମୁହାଁଇଲା ବାତ୍ୟା ‘ବୁଲବୁଲ’ – ଓଡ଼ିଶାକୁ ବିପଦ ନାହିଁ
ଓଡ଼ିଶାଲାଇଭ୍ ବ୍ୟୁରୋ
ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ ଫଳରେ ଓଡ଼ିଶା ଉପରୁ ଆଉ ଏକ ବାତ୍ୟା 'ବୁଲବୁଲ'କୁ ଆତଙ୍କିତ ଅବସ୍ଥାରେ ଥିଲେ ରାଜ୍ୟବାସୀ। ତେବେ ବାତ୍ୟା ନିଜର ଗତିପଥ ବଦଳାଇ ପଶ୍ଚିମବଙ୍ଗ-ବାଂଲାଦେଶ ଆଡ଼କୁ...
ସମ୍ଭାବ୍ୟ ବାତ୍ୟାକୁ ନେଇ ଭୟଭୀତ ହୁଅନ୍ତୁ ନାହିଁ – ଶରତ ସାହୁ
ଓଡ଼ିଶାଲାଇଭ୍ ବ୍ୟୁରୋ
ପୂର୍ବ ଭଳି ବାତ୍ୟାର ଭୟବହତା ଅଧିକ ନାହିଁ। ସମ୍ଭାବ୍ୟ ବାତ୍ୟାକୁ ନେଇ ଭୟଭୀତ ନହେବାକୁ ପରାମର୍ଶ ଦେଲେ ପାଣିପାଗ ବିଜ୍ଞାନୀ ଶରତ ସାହୁ।
ବାତ୍ୟା ସମ୍ପର୍କରେ ୬ ତାରିଖ ସୁଦ୍ଧା ସ୍ପଷ୍ଟ...
ଉତ୍ତର ଆଣ୍ଡାମାନ୍ ସାଗରରେ ଲଘୁଚାପ ସମ୍ଭାବନା, ପୂର୍ବ ଉପକୂଳ ଆଡ଼କୁ ମୁହାଁଇବ
ଓଡ଼ିଶାଲାଇଭ୍ ବ୍ୟୁରୋ
ଉତ୍ତର ଆଣ୍ଡାମାନ ସାଗରରେ ରବିବାର ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ଘୂର୍ଣ୍ଣିଝଡ଼ରେ ଘନୀଭୂତ ହୋଇପାରେ ବୋଲି ଶିକ୍ଷା ଓ ଅନୁସନ୍ଧାନର ପରିବେଶ ଏବଂ ଜଳବାୟୁ କେନ୍ଦ୍ର ପକ୍ଷରୁ...
ରାଜ୍ୟରେ ପ୍ରବଳ ବର୍ଷା ନେଇ ୫ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ
ଓଡ଼ିଶାଲାଇଭ୍ ବ୍ୟୁରୋ
ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଯୋଗୁଁ ରାଜ୍ୟରେ ଜାରି ରହିଛି ଲଗାଣ ବର୍ଷା। ଫଳରେ ରାଜ୍ୟର ବିଭିନ୍ନ ସ୍ଥାନରେ କୃତ୍ରିମ ବନ୍ୟା ସୃଷ୍ଟି ହେବା ସହ ଘରେ ପାଣି ପସିଥିବା...
ରାଜ୍ୟରେ ଲଗାଣ ବର୍ଷା – ୮ଟି ଜିଲ୍ଲାରେ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ର ଛୁଟି
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ ସ୍ଥିତି ବେହାଲ ହେବାରେ ଲାଗିଛି। ଅନେକ ସ୍ଥାନ ପାଣି ଜମି ରହିଥିବା ବେଳେ ବିଭିନ୍ନ ସ୍ଥାନରେ ଘରେ ପାଣି ପସିଥିବା ଖବର ଆସିଛି। ଏହାକୁ ଦୃଷ୍ଟିରେ...
ରାଜ୍ୟରେ ଲଗାଣ ବର୍ଷା, ହେଲେ ବନ୍ୟା ପରିସ୍ଥିତି ନାହିଁ – ଏସ୍ଆରସି
ଓଡ଼ିଶାଲାଇଭ୍ ବ୍ୟୁରୋ
ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଯୋଗୁଁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେଉଛି। ଲଗାଣ ବର୍ଷା ଯୋଗୁଁ ଅନେକ ସ୍ଥାନ ପାଣି ଜମି ରହିଥିବା ବେଳେ ବିଭିନ୍ନ ସ୍ଥାନରେ...
ଆସନ୍ତାକାଲିଠୁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା, ୨୫ ଯାଏଁ ୱାର୍ଣ୍ଣିଂ ଜାରି
ଓଡ଼ିଶାଲାଇଭ୍ ବ୍ୟୁରୋ
ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।
ସୂଚନା ଅନୁଯାୟୀ, ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ...





















