WHO ଦେଲା ସଠିକ ତଥ୍ୟ – କରୋନାକୁ ନେଇ ବଢୁଛି ଗୁଜବ
ଓଡ଼ିଶାଲାଇଭ୍ ବ୍ୟୁରୋ
ଦିନକୁ ଦିନ କରୋନା ଭାଇରସ ଯେତିକି ଆତଙ୍କ ସୃଷ୍ଟି କରୁଛି ଏହାକୁ ନେଇ ଲୋକଙ୍କ ମଧ୍ୟରେ ସେତିକି ଭ୍ରାନ୍ତ ଧାରଣା ମଧ୍ୟ ସୃଷ୍ଟି ହେଉଛି। ଏହାକୁ ଦୃଷ୍ଟିରେ ରଖି ଲୋକଙ୍କ ମନରୁ ଏହି...
‘‘ତାପମାତ୍ରା ସହ କରୋନା ଭୂତାଣୁର କୌଣସି ସମ୍ପର୍କ ନାହିଁ’’
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ତାପମାତ୍ରା ବଢ଼ିବା ସହ କୋରୋନା ଭାଇରସର କୌଣସି ସମ୍ପର୍କ ନାହିଁ। ଏହା ଏକ ଗୁଜବ।
କରୋନା ଏବେ ସାରା ବିଶ୍ୱରେ ବ୍ୟାପିବାରେ ଲାଗିଲାଣି। କରୋନା ଯେମିତି ହୁ ହୁ ହୋଇ...
କରୋନା ଟିପ୍ସ: ଜାଣନ୍ତୁ, ମାସ୍କ ବାନ୍ଧିବାର ସଠିକ୍ ପ୍ରକ୍ରିୟା
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
କୋରୋନା ସଂକ୍ରମିତରୁ ରକ୍ଷା ପାଇବା ପାଇଁ କେତେବେଳେ ଓ ସଠିକ୍ ଭାବେ କେମିତି ବାନ୍ଧିବେ ମାସ୍କ?
[youtube https://www.youtube.com/watch?v=FIxq8Dc4zCU]
କୋରେନା ଭାଇରସ୍(Covid-19)କୁ ନେଇ ଭୟଭୀତ ହେବାଠୁ ଅଧିକ ସତର୍କତା ଅବଲମ୍ବନ କରିବା ନିହାତି...
ଲକ୍ଷଣରୁ ଜାଣନ୍ତୁ ଆପଣଙ୍କୁ ଆନେମିଆ ହୋଇଛି କି ନାହିଁ?
ଓଡ଼ିଶାଲାଇଭ୍ ବ୍ୟୁରୋ
ଶରୀରରେ ରକ୍ତର ଅଭାବ ଦେଖାଦେଲେ ଆନେମିଆ ହୋଇଥାଏ। ସାଧାରଣତଃ ରକ୍ତରେ ଆର୍ବିସି ବା ଲୌହ ରକ୍ତକଣିକା ଓ ହିମୋଗ୍ଲୋବିନ୍ର ଅଭାବ ଦେଖାଦେଲେ ଆନେମିଆ ହୋଇଥାଏ।
ଶରୀର ପାଇଁ ଆଇରନ୍ ବା ଲୌହ ଏକ...
ଛୋଟ ପିଲାଙ୍କୁ କରୋନାରୁ କେମିତି ରଖିବେ ସୁରକ୍ଷିତ?
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
କରୋନା ଭାଇରସ ଯେ କୌଣସି ବୟସର ଲୋକଙ୍କୁ ସଂକ୍ରମିତ କରିପାରେ। ଏହି ଭାଇରସ ଶିଶୁ ଓ ଗର୍ଭବତୀ ମହିଳାଙ୍କ ଉପରେ ବିଶେଷ ପ୍ରଭାବ ପକାଏ କି ନାହିଁ ସେ ସଂପର୍କରେ...
ଇନ୍ସୋମନିଆ କ’ଣ? ଏହାର କାରଣ ଓ ଲକ୍ଷଣ?
ଓଡ଼ିଶାଲାଇଭ୍ ବ୍ୟୁରୋ
ଇନସୋମ୍ନିଆ ବା ଅନିଦ୍ରା ବା ନିଦ୍ରାହୀନତା ଏମିତି ଏକ ରୋଗ, ଯାହା ବିଭିନ୍ନ ଜଟିଳ ସ୍ୱାସ୍ଥ୍ୟ ସମସ୍ୟାକୁ ଡାକି ଆଣେ। ଯଦି ଏହି ସମସ୍ୟା ଅଧିକ ଦିନ ଧରି ରହେ ତେବେ...
କାୟା ବିସ୍ତାର କରୁଛି କୋରୋନା: ଭାରତରେ ସଂକ୍ରମିତଙ୍କ ସଂଖ୍ୟା ୭୫କୁ ବୃଦ୍ଧି
ଓଡ଼ିଶାଲାଇଭ୍ ବ୍ୟୁରୋ
ହୁ ହୁ ହୋଇ ବ୍ୟାପୁଛି କୋରୋନା। ଭାରତରେ କୋରୋନା ରୋଗୀଙ୍କ ସଂଖ୍ୟା ୭୫ରେ ପହଞ୍ଚିଛି। ଉତ୍ତର ପ୍ରଦେଶ ଓ ଆନ୍ଧ୍ରପ୍ରଦେଶରୁ ଦୁଇଜଣ କୋରୋନା ରୋଗୀ ଚିହ୍ନଟ ହୋଇଛନ୍ତି।
ବିଗତ ୨୪ଘଣ୍ଟା ମଧ୍ୟରେ ୭ଟି...
କୋରୋନା ରୋଗୀଙ୍କ ପରିଚୟ ଭାଇରାଲ କରି ଜଣେ ଗିରଫ, ଜଣେ ନିଲମ୍ବିତ
ଓଡ଼ିଶାଲାଇଭ୍ ବ୍ୟୁରୋ
କୋରୋନା ରୋଗୀଙ୍କ ପରିଚୟ ପ୍ରଘଟ କଲେ ହେବ କାର୍ଯ୍ୟାନୁଷ୍ଠାନ। କର୍ଣ୍ଣାଟକରେ ଜଣେ ସ୍ୱାସ୍ଥ୍ୟକର୍ମୀ ଜଣେ କୋରୋନା ରୋଗୀଙ୍କ ପରିଚୟ ପ୍ରଘଟ କରିବା ପରେ ତାଙ୍କୁ ନିଲମ୍ବିତ କରାଯାଇଛି। ସେହିଭଳି ପୁଣେରେ ମଧ୍ୟ...
ରାତିରେ ଖାଲି ପେଟରେ ଶୋଉଛନ୍ତି କି? ହୋଇପାରେ ଏହି ସମସ୍ୟା
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଜନ କମାଇବା ନିଶାରେ ବା ଶୀଘ୍ର ପତଳା ହେବା ନିଶାରେ ଅଧିକାଂଶ ଲୋକେ ଖାଦ୍ୟ ଖାଇବା କମ୍ କରି ଦେଇଥାନ୍ତି। ଅଧିକାଂଶ ଲୋକେ ଅନେକ ଲୋକ ରାତିରେ ଖାଇବାକୁ ସ୍କିପ୍ କରି...
କୋରୋନାକୁ ନେଇ ସଚେତନତା, ଜାରି ହେଲା ଟ୍ରାଭେଲ୍ ଆଡଭାଇଜରି
ଓଡ଼ିଶାଲାଇଭ୍ ବ୍ୟୁରୋ
ସାରା ବିଶ୍ୱରେ କୋରୋନା ଭାଇରସ କାୟା ବିସ୍ତାର କରିବାକୁ ଲାଗିଛି। ଏପର୍ଯ୍ୟନ୍ତ ବିଶ୍ୱର ୧୧୦ଟି ଦେଶକୁ କୋରୋନା ବ୍ୟାପି ସାରିଲାଣି। ଏଥିପାଇଁ ଭାରତ ସରକାରଙ୍କ ପକ୍ଷରୁ ବିଭିନ୍ନ ସଚେତନମୂଳକ ପଦକ୍ଷେପ ନିଆଯାଉଛି।...




















