ଶରୀରରେ ମିନେରାଲ୍ସ ଅଭାବ ଦେଖାଦେଲେ ହୋଇପାରେ ଏହି ସମସ୍ୟା

ଓଡ଼ିଶାଲାଇଭ୍ ବ୍ୟୁରୋ ଶରୀର ପାଇଁ ମିନେରାଲ୍ସ ବା ଖଣିଜ ଲବଣ ଖୁବ୍ ଜରୁରୀ। ଏହା ଶରୀରକୁ ସଠିକ୍ ଭାବେ ସଞ୍ଚାଳନ କରିବାରେ ସାହାଯ୍ୟ କରେ। ଶରୀରରେ ମିନେରାଲ୍ ଅଭାବ ଦେଖା ଦେଲେ ହାଲିଆ ଲାଗିବା,...

ରକ୍ତହୀନତା ଦୂର କରେ ଆତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବାଡ଼ି ବଗିଚାରେ ମିଳୁଥିବା ଆତ ଫଳ ଖାଇବାକୁ ବହୁତ ସ୍ୱାଦିଷ୍ଟ ଲାଗେ। ଆତ ଖାଇବା ଦ୍ୱାରା ଅନେକ ରୋଗରୁ ଉପଶମ ମଧ୍ୟ ମିଳିଥାଏ। ଆତରେ କ୍ୟାଲସିୟମ ଓ ମ୍ୟାଗ୍ନେସିୟମ ଭରପୁର ମାତ୍ରାରେ ରହିଥାଏ।...

ମାସିକ ୠତୁସ୍ରାବରେ ଅତ୍ୟଧିକ ରକ୍ତସ୍ରାବକୁ କମ୍‌ କରିଥାଏ ଦୁବ ରସ

ଓଡ଼ିଶାଲାଇଭ୍ ବ୍ୟୁରୋ ବିଭିନ୍ନ ପୂଜା ବା ଶୁଭକାର୍ଯ୍ୟରେ ବ୍ୟବହାର କରାଯାଏ ଦୁବ। ଏହା ଏକ ପ୍ରାକୃତିକ ମହୋଷଧି। ଦୁବରେ ଫାଇବର୍, ପ୍ରୋଟିନ୍, ଫସଫରସ୍, ପୋଟାସିୟମ୍, କ୍ୟାଲସିୟମ୍ ଆଦି ପୋଷକ ତତ୍ୱ ଭରି ରହିଛି। ସୌନ୍ଦର୍ଯ୍ୟ...

ଚିକେନ୍‌ ସହ କ’ଣ ଖାଇବେ ନାହିଁ?

ଓଡ଼ିଶାଲାଇଭ୍ ବ୍ୟୁରୋ ଚିକେନ୍‌ ଖାଇବାକୁ ସମସ୍ତେ ପସନ୍ଦ କରିଥା’ନ୍ତି। କିନ୍ତୁ କେହି କେହି ଜାଣି ନଥିବେ ଚିକେନ୍‌କୁ କେତେବେଳେ ଓ କାହା ସହ ଖାଇବା ଅନୁଚିତ୍‌। ଜାଣନ୍ତୁ ଚିକେନ୍‌ ସହ କ’ଣ ନ ଖାଇବା...

ଆଣ୍ଠୁଗଣ୍ଠି ବ୍ୟଥା ଦୂର କରିବ କଫି

ଓଡ଼ିଶାଲାଇଭ୍ ବ୍ୟୁରୋ ସାଧାରଣତଃ ଓଜନ ବୃଦ୍ଧି ବା ଆଣ୍ଠୁରେ ମାଡ଼ ହେବା ଯୋଗୁଁ ଆଣ୍ଠୁଗଣ୍ଠି ବ୍ୟଥା ଭଳି ସମସ୍ୟା ଦେଖାଦେଇଥାଏ। ଏମିତିରେ ଆଣ୍ଠୁରେ ଆଣ୍ଟି ଇନ୍ ଫ୍ଲାମେଟୋରି ତତ୍ୱର ଅଭାବ ହୋଇଯାଏ। ଏଥିପାଇଁ ଆମେ...

ମୁଖ କର୍କଟ କ’ଣ? ଜାଣନ୍ତୁ ଏହାର ଲକ୍ଷଣ ଓ ଉପଚାର

ଓଡ଼ିଶାଲାଇଭ୍ ବ୍ୟୁରୋ ପାଟି ଭିତରେ ଯେଉଁ କ୍ୟାନ୍ସର୍ ବା କର୍କଟ ହୁଏ ତାହାକୁ ମୁଖ କର୍କଟ ବା ଓରାଲ୍ କେଭିଟି କ୍ୟାନ୍ସର୍ କୁହାଯାଏ। ଏହି ମୁଖ କର୍କଟ ବିଷୟରେ ‘ଓଡ଼ିଶାଲାଇଭ୍‌’କୁ ସ୍ୱତନ୍ତ୍ର ସାକ୍ଷାତକାର ଦେଇଛନ୍ତି...

ପ୍ରସବ ପରେ ତ୍ଵଚାର ଯତ୍ନ

ଓଡ଼ିଶାଲାଇଭ୍ ବ୍ୟୁରୋ ପ୍ରସବ ପରେ ମା’ମାନେ ଛୁଆର ଯତ୍ନ ନେବାରେ ହିଁ ଅଧିକ ସମୟ ନେଇଥା’ନ୍ତି।। ତ୍ୱଚାର ଯତ୍ନ ନେବାକୁ ଯଥେଷ୍ଟ ସମୟ ମିଳି ନଥାଏ। ଏମିତିରେ ତ୍ୱଚା ଶୁଷ୍କ ଓ ରୁକ୍ଷ ହୋଇଯାଏ।...

ଓଭାରି କ୍ୟାନ୍ସରର କାରଣ ଓ ଲକ୍ଷଣ? ଜାଣନ୍ତୁ କ’ଣ କହୁଛନ୍ତି ଡାକ୍ତର ସରୋଜ ଦାସ

ଓଡ଼ିଶାଲାଇଭ୍ ବ୍ୟୁରୋ ସାଧାରଣତଃ ମହିଳାମାନେ ଗର୍ଭାଶୟ, ଅଣ୍ଡାଶୟ ଏବଂ ସ୍ତନ କର୍କଟର ଅଧିକ ଶିକାର ହୋଇଥାଆନ୍ତି। ଅବହେଳା ଏବଂ ସଚେତନତାର ଅଭାବରୁ ମହିଳାମାନଙ୍କୁ କ୍ୟାନସର ହୋଇଥାଏ। ଏହି ଓଭାରି କ୍ୟାନ୍‌ସର ବିଷୟରେ ‘ଓଡ଼ିଶାଲାଇଭ୍‌’କୁ ସ୍ୱତନ୍ତ୍ର...

ସ୍ୱାସ୍ଥ୍ୟରୁ ସୌନ୍ଦର୍ଯ୍ୟ ପର୍ଯ୍ୟନ୍ତ ଲେମ୍ବୁ ଦିଏ ଏମିତି ଫାଇଦା

ଓଡ଼ିଶାଲାଇଭ୍‌ ବ୍ୟୁରୋ ସ୍ୱାସ୍ଥ୍ୟଠୁ ଆରମ୍ଭ କରି ସୌନ୍ଦର୍ଯ୍ୟ ପର୍ଯ୍ୟନ୍ତ ଲେମ୍ବୁ ସବୁଆଡ଼ୁ ଉପକାରୀ। ଓଜନ ହ୍ରାସ କରିବା, ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା, ଚେହେରାକୁ ଉଜ୍ଜ୍ୱଳ କରିବା ସବୁଥିରେ ଲେମ୍ବୁର ଭୂମିକା ଗୁରୁତ୍ୱପୂର୍ଣ୍ଣ।...

ନବରାତ୍ରି ବ୍ରତ ରଖୁଛନ୍ତି କି, ଜାଣନ୍ତୁ ବ୍ରତ ଖୋଲିବା ପରେ କ’ଣ ଖାଇବେ?

ଓଡ଼ିଶାଲାଇଭ୍‌ ବ୍ୟୁରୋ କିଛିଦିନ ପରେ ଆରମ୍ଭ ହେବ ମା’ ଜଗଦମ୍ବେଙ୍କ ନବରାତ୍ରି ଉତ୍ସବ। ଏହି ଅବସରରେ ଭକ୍ତଗଣ ନବରାତ୍ରି ପାଳନ କରି ମା’ଙ୍କୁ ପ୍ରସନ୍ନ କରିଥାନ୍ତି। କେହି କେହି ନବରାତ୍ରିର ନଅଦିନ ଉପବାସ ରହିଥାନ୍ତି...