ଓଡ଼ିଶାର ତିନି ନୂଆ ଜିଲ୍ଲାକୁ ମାଡ଼ିଲା କରୋନା

ଓଡ଼ିଶାଲାଇଭ୍‌ ବ୍ୟୁରୋ କଳାହାଣ୍ଡି ଓ ସୁନ୍ଦରଗଡ଼ ପରେ ଝାରସୁଗୁଡ଼ା, କେନ୍ଦୁଝର, ଦେବଗଡ଼ରୁ ଚିହ୍ନଟ ହେଲେ ଜଣେ ଲେଖାଏଁ କରୋନା ଆକ୍ରାନ୍ତ। କରୋନା ଆଜି ଓଡ଼ିଶାର ତିନି ନୂଆ ଜିଲ୍ଲାକୁ ବ୍ୟାପିଛି। ଉପକୂଳ ଓଡ଼ିଶା ଡେଇଁ ପଶ୍ଚିମ...

ଆଉ ୩ କରୋନା ଆକ୍ରାନ୍ତ – ଏଥର କେନ୍ଦୁଝର, ଦେବଗଡ଼, ଝାରସୁଗୁଡ଼ା ଜିଲ୍ଲାରୁ ଚିହ୍ନଟ

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜ୍ୟର ଆଉ ୩ ଜିଲ୍ଲାକୁ ଡେଇଁଲା କରୋନା। ଗତ ଦୁଇ ଦିନ ତଳେ କୋରାପୁଟ ଜିଲ୍ଲାରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି କେନ୍ଦୁଝର, ଦେବଗଡ଼ ଏବଂ ଝାରସୁଗୁଡ଼ାରୁ ଜଣେ...

ମା’କୁ କରୋନା ହୋଇଥିଲେ ନବଜାତ ଶିଶୁ ଉପରେ ପ୍ରଭାବ ପଡ଼ିବ କି? ଜାଣନ୍ତୁ ଡାକ୍ତରଙ୍କ ମତ

ଓଡ଼ିଶାଲାଇଭ୍‌ ବ୍ୟୁରୋ [youtube https://www.youtube.com/watch?v=cL__T6IRaQ0] ବିଭିନ୍ନ ବୟସ ବା ବର୍ଗର ବ୍ୟକ୍ତିଙ୍କୁ କରୋନା ସଂକ୍ରମଣ ହୋଇପାରେ। କିନ୍ତୁ, କରୋନା ସଂକ୍ରମିତ ମା’ଠାରୁ ନବଜାତ ଶିଶୁକୁ କରୋନା ସଂକ୍ରମିତ ହୁଏ କି ନାହିଁ ସେଭଳି କୌଣସି ପ୍ରମାଣ...
corona_Oldpeople

ଜାଣନ୍ତୁ ବୟସ୍କଙ୍କ ପାଇଁ କ’ଣ ରହିଛି କରୋନା ପରାମର୍ଶ?

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ https://www.youtube.com/watch?v=yL0gqehaXWw&feature=emb_logo ସାରାବିଶ୍ୱରେ କରୋନା ଭାଇରସର ବାତାବରଣ ରହିଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ଏହି ଭାଇରସ ସଂକ୍ରମଣ ରୋକିବା ପାଇଁ ଏଯାଏଁ କିଛି ଉପାୟ ବାହାରିନି। କିନ୍ତୁ ହଁ ସଚେତନ ହେବା ଦ୍ୱାରା...
foreign returned

ବିଦେଶରୁ ଫେରିଥିବା ବ୍ୟକ୍ତିଙ୍କ ପାଇଁ କରୋନା ସତର୍କତା

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ https://www.youtube.com/watch?v=fo3jcidkiVc&feature=emb_logo ଯଦି କୌଣସି ବ୍ୟକ୍ତି ମାର୍ଚ୍ଚ ୪ ପରେ ବିଦେଶରୁ ଓଡ଼ିଶାକୁ ଫେରିଛନ୍ତି, ତେବେ ସଙ୍ଗେ ସଙ୍ଗେ ସ୍ୱାସ୍ଥ୍ୟ ସହାୟତା ନମ୍ବର ୧୦୪କୁ କଲ୍‌ କରି କିମ୍ବା www.covid19.odisha.gov.inକୁ ଯାଇ ନିଜ ନାମ ପଞ୍ଜୀକରଣ...

ଲକ୍‌ଡାଉନ୍‌ ଖୋଲିଲା ପରେ କିପରି କରୋନାଠୁ ଦୂରରେ ରହିବେ, କ’ଣ କହୁଛନ୍ତି ଡାକ୍ତର ନିରୋଜ ମିଶ୍ର?

ଓଡ଼ିଶାଲାଇଭ୍‌ ବ୍ୟୁରୋ ଲକ୍‌ଡାଉନ୍‌ ଖୋଲିଲା ପରେ କରୋନା ଭାଇରସ୍‌ (କୋଭିଡ୍‌-୧୯)ରୁ ସୁରକ୍ଷିତ ରହିବା ପାଇଁ ସାଧାରଣ ଜୀବନ କିଭଳି ରହିବା ଜରୁରୀ? ଜାଣନ୍ତୁ, ଏନେଇ ଡାକ୍ତର ନିରୋଜ କୁମାର ମିଶ୍ର କ’ଣ କହୁଛନ୍ତି। ‘‘ଲକ୍‌ଡାଉନ୍‌ ଖୋଲିବ,...

ରାଜ୍ୟ ବାହାରୁ ଫେରିବେ ଓଡ଼ିଆ – କେନ୍ଦ୍ରାପଡ଼ାରେ ପଞ୍ଜୀକରଣ କଲେଣି ୬୮ ହଜାରରୁ ଅଧିକ ଲୋକ

ଓଡ଼ିଶାଲାଇଭ୍‌ ବ୍ୟୁରୋ (କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): ଆସନ୍ତା ମେ’ ୩ ତାରିଖରେ ଶେଷ ହେବ ଲକ୍‌ଡାଉନ୍‌। ବାହାର ରାଜ୍ୟରେ ରହିଥିବା ଓଡ଼ିଆ ଲୋକ ଗାଁକୁ ଫେରିବା ପାଇଁ ବ୍ୟାକୁଳ ହେଲେଣି। ବାହାର ରାଜ୍ୟର ଲୋକଙ୍କ...

ରାଉରକେଲା – କଣ୍ଟେନମେଣ୍ଟ ଅଞ୍ଚଳରେ ଚାଲିଛି ସ୍ୱାସ୍ଥ୍ୟ ପରୀକ୍ଷା

ଓଡ଼ିଶାଲାଇଭ୍‌ ବ୍ୟୁରୋ ସୁନ୍ଦରଗଡ଼ ଜିଲ୍ଲାର ରାଉରକେଲାରେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ରାଉରକେଲା ମହାନଗର ନିଗମ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। କଣ୍ଟେନମେଣ୍ଟ ଅଞ୍ଚଳରେ ପ୍ରଶାସନ ପକ୍ଷରୁ ସ୍ୱାସ୍ଥ୍ୟ ପରୀକ୍ଷା ଜୋରଦାର...
mental health

କରୋନା ସମୟରେ ମନକୁ ସୁସ୍ଥ ରଖିବା କେମିତି, କ’ଣ କହୁଛନ୍ତି ମନୋବିଜ୍ଞାନୀ ଡକ୍ଟର ଜେ ପି ଦାସ?

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ https://www.youtube.com/watch?v=fadTtV9l8N4&feature=emb_logo କରୋନା ମୁକାବିଲା ପାଇଁ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ମନୋବିଜ୍ଞାନୀ ଡକ୍ଟର ଜଗନ୍ନାଥ ପ୍ରସାଦ ଦାସଙ୍କ ପରାମର୍ଶ। କରୋନା ଭୂତାଣୁ ସଂକ୍ରମଣ ଆଜି ସାରା ବିଶ୍ୱ ପାଇଁ ଏକ ମହାମାରୀ ରୂପ ନେଇଛି। ଏହା...

ସୁସ୍ଥ ହେଲେ ଆଉ ଜଣେ କରୋନା ଆକ୍ରାନ୍ତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଉ ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ରାଜ୍ୟ ସରକାର ସୂଚନା ଦେଇଛନ୍ତି। ତାଙ୍କ ଘର ଭୁବନେଶ୍ୱରରେ। ବର୍ତ୍ତମାନସୁଦ୍ଧା ରାଜ୍ୟରେ ୩୮ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଭୁବନେଶ୍ୱରରେ ୨୬ ଜଣ ସୁସ୍ଥ...