ଚନ୍ଦ୍ରରେ ଭାରତର ଐତିହାସିକ ଅବତରଣକୁ ଆଉ ଅଳ୍ପ ସମୟ ବାକି, ସୁନ୍ଦର ଫଟୋ ପଠାଇଲା ଚନ୍ଦ୍ରଯାନ-୩

ଓଡ଼ିଶାଲାଇଭ୍ ବ୍ୟୁରୋ ଚନ୍ଦ୍ର ପୃଷ୍ଠରେ ଭାରତର ଐତିହାସିକ ଅବତରଣକୁ ଆଉ ଅଳ୍ପ ମୂହୁର୍ତ୍ତର ଅପେକ୍ଷା। ବୁଧବାର ସନ୍ଧ୍ୟା ୬ଟା ୪ ମିନିଟରେ ଚନ୍ଦ୍ରର ଦକ୍ଷିଣ ମେରୁରେ ଓହ୍ଲାଇବ ଚନ୍ଦ୍ରଯାନ-୩। ଏହି ଲ୍ୟାଣ୍ଡିଂ ପୂର୍ବରୁ ସୋମବାର...

ଭୁବନେଶ୍ଵରରେ ଡେଙ୍ଗୁ ଭୟ, ଦିନକୁ ୮୦ ଆକ୍ରାନ୍ତ ଚିହ୍ନଟ

ଓଡ଼ିଶାଲାଇଭ୍ ବ୍ୟୁରୋ ଅଣାୟତ୍ତ ହେଲାଣି ଡେଙ୍ଗୁ ପରିସ୍ଥିତି। ରାଜ୍ୟରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୨୫ ଶହ ଛୁଇଁବାକୁ ଯାଉଥିବାବେଳେ ରାଜଧାନୀ ଭୁବନେଶ୍ଵରରେ ଦିନକୁ ୭୦ରୁ ୮୦ ଜଣ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଖୋର୍ଦ୍ଧା ଜିଲ୍ଲାରେ...

ସାପ କାମୁଡ଼ିଲେ କ’ଣ କରିବେ?

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=9eyoElRHdZE] ବର୍ତ୍ତମାନ ସମୟରେ ରାଜ୍ୟରେ ସାପ କାମୁଡ଼ା ମାମଲା ବଢ଼ୁଛି। ସାପ କାମୁଡ଼ାରେ ଅଧିକାଂଶ ଲୋକ ଗୁରୁତର ଆହତ ହେଉଥିବାବେଳେ କିଛି ପ୍ରାଣ ହରାଉଛନ୍ତି। ଗାଁ ଗହଳିରେ ଆଜିବି ଅଧିକାଂଶ ଲୋକ ସାପ କାମୁଡ଼ିଲେ ଅନ୍ଧବିଶ୍ଵାସର...

ବଲିଉଡର ନୂଆ ‘କମାଣ୍ଡୋ’ ଓଡ଼ିଆ ପୁଅ ପ୍ରେମ୍ ପରିଜା

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=WnDgasd5B1c] ଓଟିଟି ପ୍ଲାଟଫର୍ମରେ ରିଲିଜ୍ ହୋଇଛି ବିପୁଲ୍ ଶାହଙ୍କ ନିର୍ଦ୍ଦେଶିତ ହିନ୍ଦୀ ୱେବ ସିରିଜ ‘କମାଣ୍ଡୋ’। ଦେଶପ୍ରେମ ଉପରେ ଆଧାରିତ ଏହି ୱେବ ସିରିଜରେ ଲିଡ୍ ରୋଲରେ ନଜର ଆସିଛନ୍ତି ଓଡ଼ିଆ...

ଘରୁ ମଶା ବାହାରିଲେ ଦେବାକୁ ପଡ଼ିବ ୧୦୦୦ ଟଙ୍କା ଫାଇନ୍

ଓଡ଼ିଶାଲାଇଭ୍ ବ୍ୟୁରୋ ଘରୁ ମଶା ବାହାରିଲେ ଦେବାକୁ ପଡ଼ିବ ୧୦୦୦ ଟଙ୍କା ଫାଇନ। ଖୁବ୍ ଶୀଘ୍ର ଏହାକୁ କାର୍ଯ୍ୟକାରୀ କରିବାକୁ ଯାଉଛି ଭୁବନେଶ୍ଵର ମହାନଗର ନିଗମ (ବିଏମସି)। ଘରକୁ ଘର ବୁଲି ବିଏମସି ପକ୍ଷରୁ ମଶା...

ଡାଟା ସୁରକ୍ଷା ବିଲ୍ ୨୦୨୩ ଲୋକସଭାରେ ଗୃହୀତ, ବ୍ୟକ୍ତିଗତ ତଥ୍ୟର ସୁରକ୍ଷାକୁ ଅଗ୍ରାଧିକାର

ଓଡ଼ିଶାଲାଇଭ୍ ବ୍ୟୁରୋ ଲୋକସଭାରେ ଗୃହୀତ ହୋଇଛି ‘ଡିଜିଟାଲ ପର୍ସନାଲ ଡାଟା ପ୍ରୋଟେକ୍ସନ ବିଲ୍ ୨୦୨୩’। ସୋମବାର ବିରୋଧୀଙ୍କ ହଙ୍ଗମା ଭିତରେ ଏହି ବିଲ ପାରିତ ହୋଇଛି। ଏହି ବିଲ୍ ଜରିଆରେ ଏବେ ବ୍ୟକ୍ତିଗତ ଡାଟାକୁ...

ଭାରତରେ ଆସିବ ‘ଡିଟୁଏମ୍‌’ ଟେକ୍ନୋଲୋଜି, ମୋବାଇଲରେ ବିନା ଇଣ୍ଟରନେଟରେ ଦେଖିହେବ ଲାଇଭ ଟିଭି

ଓଡ଼ିଶାଲାଇଭ୍ ବ୍ୟୁରୋ ନିକଟ ଭବିଷ୍ୟତରେ ଭାରତର ଲୋକମାନେ ମୋବାଇଲରେ ଲାଇଭ ଟିଭି ଦେଖିବାର ମଜା ନେଇପାରିବେ, ତାହା ପୁଣି ବିନା ଇଣ୍ଟରନେଟର ସଂଯୋଗରେ। ଏଥିପାଇଁ ଦେଶରେ 'ଡାଇରେକ୍ଟ ଟୁ ହୋମ୍' (ଡିଟିଏଚ୍‌) ଭଳି 'ଡାଇରେକ୍ଟ...

କଳିଙ୍ଗ ହସ୍ପିଟାଲ ପକ୍ଷରୁ ଆରମ୍ଭ ହେଲା ଗୋଲଡେନ୍ ଜେନେରେସନ ହେଲ୍ପଲାଇନ୍: ଉପକୃତ ହେବେ ବରିଷ୍ଠ ନାଗରିକ

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=b1kiHlqWKcA] ବରିଷ୍ଠ ନାଗରିକଙ୍କୁ ସ୍ଵାସ୍ଥ୍ୟ କ୍ଷେତ୍ରରେ ସୁବିଧା ଯୋଗାଇବା ପାଇଁ କଳିଙ୍ଗ ହସ୍ପିଟାଲ ପକ୍ଷରୁ ଆରମ୍ଭ ହୋଇଛି ଗୋଲଡେନ ଜେନେରେସନ ହେଲ୍ପଲାଇନ ବ୍ୟବସ୍ଥା। ୧୮୦୦୫୭୨୫୦୦୦ ନମ୍ବରକୁ କଲ୍ କରି ସମସ୍ତ ପ୍ରକାର...

ଆଜି ଚନ୍ଦ୍ର କକ୍ଷରେ ପ୍ରବେଶ କରିବ ଚନ୍ଦ୍ରଯାନ-୩, ଅତିକ୍ରମ କଲାଣି ଦୁଇ-ତୃତୀୟାଂଶ ପଥ

ଓଡ଼ିଶାଲାଇଭ୍ ବ୍ୟୁରୋ ଚନ୍ଦ୍ର ଅଭିମୁଖେ ଯାତ୍ରା କରୁଛି ଚନ୍ଦ୍ରଯାନ-୩। ଏହି ଚନ୍ଦ୍ର ଦୂରତାର ଦୁଇ ତୃତୀୟାଂଶ ପଥ ଅତିକ୍ରମ କରିସାରିଲାଣି। ଶନିବାର ସନ୍ଧ୍ୟା ୭ଟା ବେଳେ ଏହା ଚନ୍ଦ୍ର କକ୍ଷପଥରେ ପ୍ରବେଶ କରିବ। ଏନେଇ...

ରୋଗୀଙ୍କ ଖାଦ୍ୟ ଅନୁଦାନ ୩୦ ପ୍ରତିଶତ ବୃଦ୍ଧି, ଉପକୃତ ହେବେ ୪୨ ଲକ୍ଷ ରୋଗୀ

ଓଡ଼ିଶାଲାଇଭ୍ ବ୍ୟୁରୋ ସରକାରୀ ଡାକ୍ତରଖାନାଗୁଡ଼ିକରେ ରୋଗୀଙ୍କ ଖାଦ୍ୟ ପାଇଁ ଦିଆଯାଉଥିବା ଅନୁଦାନ ରାଶିରେ ବୃଦ୍ଧି ହୋଇଛି। ରୋଗୀଙ୍କ ଖାଦ୍ୟ ଅନୁଦାନରେ ୩୦ ପ୍ରତିଶତ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ଏଥିପାଇଁ ଖର୍ଚ୍ଚ ହେବ ବାର୍ଷିକ...