ଏଣିକି ସହଜ ହେବ ନକଲି ଔଷଧ ଚିହ୍ନଟ, ସବୁ ଔଷଧରେ ରହିବ କ୍ୟୁଆର କୋଡ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତରେ ନକଲି ଔଷଧ କାରବାରକୁ ରୋକିବା ପାଇଁ ଏବେ ପ୍ରତ୍ୟେକ ଔଷଧ ଉପରେ କ୍ୟୁଆର କୋଡ ଲାଗିବାକୁ ଯାଉଛି। ଏଥିପାଇଁ ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ (ଡିସିଜିଆଇ) ଦେଶର ୩୦୦...
ଗ୍ରାମୀଣ କ୍ୟାମ୍ପସରେ ଟେଲିହେଲଥ୍ କିଓସ୍କ ପ୍ରତିଷ୍ଠା ପାଇଁ ସେଞ୍ଚୁରିଅନ ବିଶ୍ଵବିଦ୍ୟାଳୟ ଓ ଗେଲ ଇଣ୍ଡିଆ ମଧ୍ୟରେ ଏମଓୟୁ
ଓଡ଼ିଶାଲାଇଭ୍ ବ୍ୟୁରୋ
ସେଞ୍ଚୁରିଅନ ବିଶ୍ଵବିଦ୍ୟାଳୟ ନିଜର ଓଡ଼ିଶା ଓ ଆନ୍ଧ୍ରପ୍ରଦେଶରେ ଥିବା ଗ୍ରାମୀଣ କ୍ୟାମ୍ପସରେ ଟେଲିହେଲଥ୍ କିଓସ୍କ ପ୍ରତିଷ୍ଠା ପାଇଁ ଗେଲ ଇଣ୍ଡିଆ ସହ ବୁଝାମଣା ପତ୍ର (ଏମଓୟୁ) ସ୍ଵାକ୍ଷର କରିଛି। ସେଞ୍ଚୁରିଅନ ବିଶ୍ଵବିଦ୍ୟାଳୟର...
କାହିଁକି ହୁଏ ଫ୍ୟାଟି ଲିଭର?
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
[youtube https://www.youtube.com/watch?v=VggypsF9CIM]
ଲିଭର ବା ଯକୃତ ଆମ ଶରୀରର ଏକ ଅବିଚ୍ଛେଦ ଅଙ୍ଗ। ଖାଦ୍ୟ ହଜମ ହେବାଠାରୁ ଆରମ୍ଭ କରି ଖାଦ୍ୟରେ ଥିବା ବିଶାକ୍ତ ପଦାର୍ଥକୁ ବିଶୁଦ୍ଧ କରିବା ପର୍ଯ୍ୟନ୍ତ ଲିଭରର...
ଲିଭରକୁ କେମିତି ସୁସ୍ଥ ରଖିବେ?
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
[youtube https://www.youtube.com/watch?v=-LAjBdwkxkc]
ଲିଭର ବା ଯକୃତ ଆମ ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଲିଭର ବିନା ଜୀବନ ଅସମ୍ଭବ। ଲିଭର ଆମ ଶରୀରରେ ଅହରହ କାମ କରିଥାଏ। ଖାଦ୍ୟ ହେଉ କିମ୍ବା...
କାହିଁକି ହୁଏ ଲିଭର ସିରୋସିସ୍?
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
[youtube https://www.youtube.com/watch?v=E1VhBSefP_c]
ଲିଭର ସିରୋସିସର ମୁଖ୍ୟ କାରଣ ହେଉଛି ମଦ୍ୟପାନ ଓ ମେଦବହୁଳତା। କିନ୍ତୁ ବର୍ତ୍ତମାନ ସମୟରେ ମଦ୍ୟପାନ କରୁନଥିବା ଏବଂ ପତଳା ଲୋକଙ୍କଠାରେ ମଧ୍ୟ ଲିଭର ସିରୋସିସ୍ ଦେଖିବାକୁ ମିଳୁଛି...
ଲିଭର ସୁସ୍ଥ ରଖିବା ପାଇଁ କ’ଣ ଖାଇବେ?
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
[youtube https://www.youtube.com/watch?v=uUXTwmgx11Q]
ଲିଭର ହେଉଛି ଶରୀରର ଏକ ପ୍ରମୁଖ ଅଙ୍ଗ। ଲିଭର ବିନା ବଞ୍ଚିବା ଅସମ୍ଭବ। ଆମେ ଖାଉଥିବା ଖାଦ୍ୟର ସାର ଅଂଶକୁ ଶରୀରର ବ୍ୟବହାର ଉପଯୋଗୀ କରିବା ସହିତ ଅଦରକାରୀ...
ଭୁବନେଶ୍ଵରରେ ବଢ଼ିଚାଲିଛି ଡେଙ୍ଗୁ: ଆକ୍ରାନ୍ତଙ୍କ ସଂଖ୍ୟା ୩୦୦ ମୁହାଁ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ଵରରେ ବଢ଼ିଚାଲିଛି ଡେଙ୍ଗୁ। ପ୍ରତିଦିନ ବଢ଼ୁଛି ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା। ସହରରେ ଗୁରୁବାର ୪୩ ଜଣ ନୂଆ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ଏହାସହ ରାଜଧାନୀରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ଏବେ...
ହେପାଟାଇଟିସ୍ କ’ଣ?
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟପ୍ଲସ ବ୍ୟୁରୋ
[youtube https://www.youtube.com/watch?v=ZQyr95BBhSY]
ହେପାଟାଇଟିସ୍ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ଜୁଲାଇ ୨୮ ତାରିଖରେ ବିଶ୍ୱ ହେପାଟାଇଟିସ୍ ଦିବସ ପାଳନ କରାଯାଉଛି। ଏହି ରୋଗର ଲକ୍ଷଣ, ପରୀକ୍ଷଣ ଏବଂ ନିରାକରଣ...
ବର୍ଷା ଦିନେ କେମିତି ନେବେ ତ୍ଵଚାର ଯତ୍ନ?
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
[youtube https://www.youtube.com/watch?v=-7DtBcCdM8I]
ମହିଳା ହୁଅନ୍ତୁ କିମ୍ବା ପୁରୁଷ ସମସ୍ତଙ୍କର ସୁନ୍ଦର ଏବଂ ସୁସ୍ଥ ତ୍ୱଚା ପାଇବାକୁ ଇଚ୍ଛା ଥାଏ। ସେମାନେ ନିଜ ତ୍ୱଚାକୁ ନେଇ ଯତ୍ନବାନ ମଧ୍ୟ ଥାନ୍ତି।
ସାଧାରଣତଃ ବର୍ଷା ଦିନେ...
ସାପ ଭୟ: ଜାଣନ୍ତୁ ସାପ କାମୁଡ଼ିଲେ କ’ଣ କରିବେ କ’ଣ ନୁହେଁ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ ସର୍ପାଘାତ ମୃତ୍ୟୁ ଘଟଣା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହାକୁ ନେଇ ଲୋକଙ୍କ ମନରେ ଭୟ ସୃଷ୍ଟି ହୋଇଥିବାବେଳେ ସରକାରଙ୍କର ଚିନ୍ତା ମଧ୍ୟ ବଢ଼ିଛି।
ସାପ କାମୁଡ଼ାକୁ ନେଇ ସଚେତନ ହେବା...





















