ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ଲିଭର ହେଉଛି ଶରୀରର ଏକ ପ୍ରମୁଖ ଅଙ୍ଗ। ଲିଭର ବିନା ବଞ୍ଚିବା ଅସମ୍ଭବ। ଆମେ ଖାଉଥିବା ଖାଦ୍ୟର ସାର ଅଂଶକୁ ଶରୀରର ବ୍ୟବହାର ଉପଯୋଗୀ କରିବା ସହିତ ଅଦରକାରୀ ଜିନିଷକୁ ଛାଣିବା ହେଉଛି ଲିଭର କାର୍ଯ୍ୟ। ଜୀବନଶୈଳୀରେ ପରିବର୍ତ୍ତନ ତଥା ଅନ୍ୟ ରୋଗ କାରଣରୁ ଲିଭରକୁ କ୍ଷତି ହୋଇଥାଏ ବୋଲି ଡାକ୍ତର କୁହନ୍ତି।

ତେବେ ଲିଭର କେମିତି ସୁସ୍ଥ ରଖିବା, ସୁସ୍ଥ ଲିଭର ପାଇଁ କ’ଣ ଖାଇବା ଓ କ’ଣ ନାହିଁ? ଏ ନେଇ କ’ଣ କହୁଛନ୍ତି ବିଶିଷ୍ଟ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜିଷ୍ଟ ଡାକ୍ତର ମନୋଜ କୁମାର ସାହୁ ଆସନ୍ତୁ ଜାଣିବା ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓରେ।

Tags: #WorldHepatitisDay #Treatment #DoctorsAdvise #OdiaHealthTips

Comment