ସନ୍ତାନ ଜନ୍ମରେ କ’ଣ ରହିଛି ଆଇଭିଏଫ୍ର ଭୂମିକା?
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
[youtube https://www.youtube.com/watch?v=76mxmeZm7AI]
ବିବାହ ପରେ ସମସ୍ତେ ସନ୍ତାନଟିଏ ଚାହିଁଥାନ୍ତି। ଅନେକ ସମୟରେ ଗର୍ଭଧାରଣରେ ସମସ୍ୟା ଯୋଗୁଁ କେତେକ ଦମ୍ପତି ସନ୍ତାନ ସୁଖରୁ ବଞ୍ଚିତ ହୁଅନ୍ତି। ଏବେ ଏହି ସମସ୍ୟାର ସମାଧାନ ଆସିଯାଇଛି।...
ସାମ୍ବାଦିକଙ୍କ ସ୍ଵାସ୍ଥ୍ୟ ବୀମା ରାଶି ୫ ଲକ୍ଷକୁ ବୃଦ୍ଧି
ଓଡ଼ିଶାଲାଇଭ୍ ବ୍ୟୁରୋ
କର୍ତ୍ତବ୍ୟରତ ସାମ୍ବାଦିକଙ୍କ ନିମନ୍ତେ ସ୍ଵାସ୍ଥ୍ୟ ବୀମା ରାଶି ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ଏହି ସୁବିଧା କାର୍ଯ୍ୟରତ ସାମ୍ବାଦିକ ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କୁ ମିଳିବ।
ସାମ୍ବାଦିକମାନଙ୍କ ନିମନ୍ତେ...
କାହିଁକି ବଢ଼ୁଛି ଆଖିଧରା?
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
[youtube https://www.youtube.com/watch?v=6ma_uY4RTwQ]
ସାଧାରଣତଃ ବର୍ଷା ଋତୁରେ ଆଖିଧରା ଭଳି ସମସ୍ୟା ଅଧିକ ଦେଖାଦେଇଥାଏ। ଏହା ବ୍ୟାକ୍ଟେରିଆ ସଂକ୍ରମଣ ଯୋଗୁଁ ହୋଇଥାଏ। ଆଖିଧରିବା ସମୟରେ ଆଖିରୁ ପାଣି ଗଡ଼ିବା, ଆଖି ଲାଲ ପଡ଼ିଯିବା...
ଆଜମାକୁ କିପରି ରୋକି ହେବ?
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
[youtube https://www.youtube.com/watch?v=0XqzTA4bdO8]
ଆଜମା ହେଉଛି ଏକ ଫୁସଫୁସ ଜନିତ ରୋଗ। ଏହି ରୋଗ ହେବା ଫଳରେ ଶ୍ୱାସକ୍ରିୟାରେ ବାଧା ସୃଷ୍ଟି ହୋଇଥାଏ। ରୋଗୀକୁ ନିଶ୍ୱାସପ୍ରଶ୍ୱାସ ନେବା ଆଣିବାରେ ଅସୁବିଧା ଅନୁଭବ ହୋଇଥାଏ।
ଆଜମା...
କାହିଁକି ହୁଏ ଯୌନ ଅକ୍ଷମତା?
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
[youtube https://www.youtube.com/watch?v=VQJO06001iQ]
ବର୍ତ୍ତମାନ ସମୟରେ ପୁରୁଷଙ୍କଠାରେ ଯୌନ ଅକ୍ଷମତା ବା ଇରେକ୍ଟାଇଲ ଡିସଫଙ୍କସନ୍ ଏକ ପ୍ରମୁଖ ସମସ୍ୟା ହୋଇଛି। ଏହାକୁ ନେଇ ଅନେକ ପୁରୁଷ ଚିନ୍ତିତ ହୋଇପଡ଼ନ୍ତି।
ଯୌନ ଅକ୍ଷମତା କାହିଁକି ହୁଏ?...
କେମିତି କରିବେ ଡାଇବେଟିସକୁ ନିୟନ୍ତ୍ରଣ?
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
[youtube https://www.youtube.com/watch?v=dpq-vErfrk8]
ବର୍ତ୍ତମାନ ଘରେ ଘରେ ଡାଏବେଟିସ୍ ରୋଗୀ। ପିଲାଠାରୁ ବୁଢ଼ା ପର୍ଯ୍ୟନ୍ତ ଏବେ ଡାଇବେଟିସ୍ ବା ମଧୁମେହ ରୋଗ କବଳରେ।
ଡାଏବେଟିସ୍ ରୋଗ ମଣିଷ ଶରୀରର ସବୁ ଦିନିଆ ଅତିଥି ହୋଇଗଲାଣି।...
“ମଣିଷଙ୍କ ପରି କୁକୁରମାନେ ମଧ୍ୟ ହୃଦଘାତର ଶିକାର ହୋଇଥାନ୍ତି”
ଓଡ଼ିଶାଲାଇଭ୍ ବ୍ୟୁରୋ
“ମଣିଷଙ୍କ ପରି କୁକୁର ମଧ୍ୟ ହୃଦଘାତର ଶିକାର ହୋଇଥାନ୍ତି। ଅନେକ ଲୋକ ଘରେ କୁକୁର ପାଳିଥାନ୍ତି ସତ, କିନ୍ତୁ ତା’ର ହୃଦ ସମସ୍ୟା ସମ୍ପର୍କରେ ଜାଣନ୍ତି ନାହିଁ। କୁକୁରମାନଙ୍କଠାରେ ଏହି ସମସ୍ୟା...
ସଫଳତାର ସହ ମହାକାଶକୁ ଗଲା ‘ଚନ୍ଦ୍ରଯାନ-୩’, ଆରମ୍ଭ ହେଲା ଭାରତର ଜହ୍ନ ଯାତ୍ରା
ଓଡ଼ିଶାଲାଇଭ୍ ବ୍ୟୁରୋ
ସଫଳତାର ସହ ଲଞ୍ଚ ହେଲା ଭାରତର ଚନ୍ଦ୍ର ମିଶନ ‘ଚନ୍ଦ୍ରଯାନ-୩’। ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ପକ୍ଷରୁ ଶୁକ୍ରବାର ଦିନ ୨ଟା ୩୫ ବେଳେ ଏହି ମିଶନକୁ ଲଞ୍ଚ କରାଯାଇଛି।...
କାହିଁକି ହୁଏ ପିସିଓଏସ୍ ସମସ୍ୟା? ଜାଣନ୍ତୁ କ’ଣ କହୁଛନ୍ତି ଡାକ୍ତର
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
[youtube https://www.youtube.com/watch?v=6vG8vhGyb3E]
ଖାଦ୍ୟ ପେୟରେ ଅନିୟମିତତା ଏବଂ ଜୀବନଶୈଳୀରେ ପରିବର୍ତ୍ତନ ଯୋଗୁଁ ବର୍ତ୍ତମାନ ମଣିଷ ଶରୀରରେ ବିଭିନ୍ନ ସମସ୍ୟା ଦେଖିବାକୁ ମିଳୁଛି। ଖାସ୍ କରି ମହିଳାଙ୍କଠାରେ ପିସିଓଏସ୍ ଭଳି ସମସ୍ୟା ନେଇ...
ଆଜି ଲଞ୍ଚ ହେବ ଭାରତର ବହୁ ପ୍ରତୀକ୍ଷୀତ ଚନ୍ଦ୍ରଯାନ-୩’ ମିଶନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ଭାରତର ବହୁ ପ୍ରତୀକ୍ଷୀତ 'ଚନ୍ଦ୍ରଯାନ-୩' ମିଶନ ଲଞ୍ଚ ହେବାକୁ ଯାଉଛି। ଭାରତୀୟ ମହାକାଶ ଗବେଶଣା ସଂସ୍ଥା (ଇସ୍ରୋ) ପକ୍ଷରୁ ଶୁକ୍ରବାର ଦିନ ୨ଟା ୩୫ଟା ବେଳେ ଏହାକୁ ଲଞ୍ଚ କରାଯିବ।...





















