ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ସାଧାରଣତଃ ବର୍ଷା ଋତୁରେ ଆଖିଧରା ଭଳି ସମସ୍ୟା ଅଧିକ ଦେଖାଦେଇଥାଏ। ଏହା ବ୍ୟାକ୍ଟେରିଆ ସଂକ୍ରମଣ ଯୋଗୁଁ ହୋଇଥାଏ। ଆଖିଧରିବା ସମୟରେ ଆଖିରୁ ପାଣି ଗଡ଼ିବା, ଆଖି ଲାଲ ପଡ଼ିଯିବା ଏବଂ ଆଖି କୁଣ୍ଡାଇ ହେବା ଭଳି ସମସ୍ୟା ଦେଖା ଦେଇଥାଏ ବୋଲି ଡାକ୍ତର କୁହନ୍ତି।

ତେବେ ଆଖି ଧରିବାର କାରଣ କ’ଣ? ଆଖିଧରା କାହିଁକି ବଢ଼ୁଛି? କିପରି ଆଖିଧରା ସମସ୍ୟାର ଉପଚାର କରିହେବ? ସେ ବିଷୟରେ ଡାକ୍ତର ସୂର୍ଯ୍ୟ କିରଣ ପଟ୍ଟନାୟକ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓରେ।

Tags: #Conjunctivitis #Treatmet #DoctorsAdvice #OdiaHealthTips #Prevention

Comment