ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ବର୍ତ୍ତମାନ ଘରେ ଘରେ ଡାଏବେଟିସ୍ ରୋଗୀ। ପିଲାଠାରୁ ବୁଢ଼ା ପର୍ଯ୍ୟନ୍ତ ଏବେ ଡାଇବେଟିସ୍ ବା ମଧୁମେହ ରୋଗ କବଳରେ।

ଡାଏବେଟିସ୍ ରୋଗ ମଣିଷ ଶରୀରର ସବୁ ଦିନିଆ ଅତିଥି ହୋଇଗଲାଣି। ଡାଏବେଟିସ୍ ଅନେକ ରୋଗର କାରଣ ପାଲଟୁଛି। ଡାଏବେଟିସକୁ ନିୟନ୍ତ୍ରଣ ନକଲେ ଅନେକ ସମସ୍ୟା ଉତ୍ପନ୍ନ ହୋଇଥାଏ ବୋଲି ଡାକ୍ତର କୁହନ୍ତି।

ଡାଏବେଟିସ୍ ଯୋଗୁଁ ଉଚ୍ଚ ରକ୍ତଚାପ, ହୃଦଘାତ ଭଳି ସମସ୍ୟା ହୋଇଥାଏ। ତେବେ କିପରି ଡାଏବେଟିସକୁ ନିୟନ୍ତ୍ରଣ କରିହେବ? କ’ଣ ରହିଛି ଡାଏବେଟିସ୍‌ର କାରଣ ଏବଂ ଲକ୍ଷଣ? ସେ ନେଇ ବିଶିଷ୍ଟ ମଧୁମେହ ରୋଗ ବିଶେଷଜ୍ଞ ଡାକ୍ତର ସମ୍ବିତ ଦାସ କ’ଣ କହୁଛନ୍ତି ଆସନ୍ତୁ ଜାଣିବା ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓରେ।

Tags: #Diabetes #Treatment #DoctorsAdvice #OdiaHealthTips

Comment