ଖବର ବିଶ୍ଲେଷଣ – ଓଡ଼ିଶାରେ ଟିକା ଅଭାବ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ କରୋନା ଟିକାର ଘୋର ଅଭାବ ସୃଷ୍ଟି ହୋଇଥିବା ଜଣାପଡିଛି। ବିଶେଷ କରି କୋଭିସିଲ୍ଡ ଟିକାର ଅଭାବ ଦେଖାଦେଇଛି। ତିନି  ଦିନ ତଳେ  ମାତ୍ର ୧ ଲକ୍ଷ ୧୩ ହଜାର ୮୩୦...

ବାପାଙ୍କୁ ହୋଇଥିଲା କ୍ୟାନସର, ଗବେଷଣା କରି ଓଡ଼ିଆ ଝିଅ ବାହାର କଲା କ୍ୟାନସର ଚିକିତ୍ସା ଲାଗି ନୂଆ ବାଟ

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=W8WfEpwJGR4] ଓଡ଼ିଶାଲାଇଭ୍ ‘ଷ୍ଟାର୍ଟଅପ୍‌ ଷ୍ଟୋରି’ର ଚତୁର୍ଥ ଅଧ୍ୟାୟରେ ଦେଖନ୍ତୁ ବାଲେଶ୍ୱର ସୋରର ଝିଅ ତଥା ବାୟୋଟେକ୍ ଷ୍ଟାର୍ଟଅପ୍ କମ୍ପାନି ‘ସାଇଜେନିକା’ର ପ୍ରତିଷ୍ଠାତା ନୁସରତ୍ ସଂଘମିତ୍ରାଙ୍କ କାହାଣୀ   କ୍ୟାନସର ଚିକିତ୍ସାର ଏକ ପୁରୁଣା ପଦ୍ଧତି...

ଆଜିଠୁ ଭୁବନେଶ୍ୱରରେ ସ୍ପୁଟନିକ୍‌-ଭି ପାଇଁ ପଞ୍ଜୀକରଣ ଆରମ୍ଭ

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ୱରରେ ଆସି ପହଞ୍ଚିଛି ଋଷ୍ ନିର୍ମିତ ଟିକା ସ୍ପୁଟନିକ୍‌-ଭି। କେୟାର ହସ୍ପିଟାଲକୁ ଏହାର ୬ଶହ ଡୋଜ୍ ଆସିଥିବା ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ତରଫରୁ ସୂଚନା ମିଳିଛି। ବର୍ତ୍ତମାନ ୧୮ରୁ ୪୪ବର୍ଷ ବୟସର ହିତାଧିକାରୀଙ୍କୁ...

କୋହଳ ହେଉଛି କଟକଣା, ତଥାପି ଯାଇନି କରୋନା ବିପଦ  

ଓଡ଼ିଶାଲାଇଭ୍ ବ୍ୟୁରୋ କରୋନା ମହାମାରୀର ଦ୍ଵିତୀୟ ଲହର କିଛି ମାତ୍ରାରେ ଥମିବା ସହିତ ଦେଶର ବିଭିନ୍ନ ରାଜ୍ୟରେ ଲକ୍‌ଡାଉନରେ ଢିଲା ଦିଆଯାଇଛି। କିନ୍ତୁ କିଛି ରାଜ୍ୟରେ କରୋନାର ନୂଆ ଭାରିଏଣ୍ଟ ଡେଲ୍ଟା ପ୍ଲସ୍ ଏବେ ଚିନ୍ତା ବଢ଼ାଇ...

କୋଭିଡ୍ ତୃତୀୟ ଲହରୀର ମୁକାବିଲା ପାଇଁ ଓଡ଼ିଶା ପ୍ରସ୍ତୁତ – ସ୍ୱାସ୍ଥ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ [youtube https://www.youtube.com/watch?v=cqYDRhKnCUI] ଏବେ କୋଭିଡର ତୃତୀୟ ଲହର କଥା କୁହାଯାଉଛି। ଆଗାମୀ ଦିନରେ ଛୋଟ ଛୋଟ ପିଲାମାନେ ଅଧିକ ପ୍ରଭାବିତ ହେବେ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଆଶଙ୍କା କରୁଛନ୍ତି। ତେଣୁ ଏହାର ମୁକାବିଲା...

ସମ୍ ହସ୍ପିଟାଲରେ ଦିଆଯାଉଛି କୋଭିସିଲ୍ଡ ଟିକା

ଓଡ଼ିଶାଲାଇଭ୍ ବ୍ୟୁରୋ ଶିକ୍ଷା ଓ ଅନୁସନ୍ଧାନ(ସୋଆ) ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ ମେଡିକାଲ ସାଇନ୍ସେସ ଆଣ୍ଡ ସମ୍ ହସ୍ପିଟାଲରେ ଦିଆଯାଉଛି କୋଭିସିଲ୍ଡ ଟିକା। ହିତାଧିକାରୀମାନେ କୋ-ୱିନ ଆପ ଜରିଆରେ ପଞ୍ଜୀକରଣ କରି କିମ୍ବା ସିଧାସଳଖ ହସ୍ପିଟାଲକୁ...

ଓଡ଼ିଶାର ୧୦ଜିଲ୍ଲାରେ ହେବ ନୂତନ ନର୍ସିଂ କଲେଜ – ସ୍ଵାସ୍ଥ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ସ୍ୱାସ୍ଥ୍ୟସେବାକୁ ଅଧିକ ଗୁରୁତ୍ଵ ଦେଉଛନ୍ତି ରାଜ୍ୟ ସରକାର। ତେଣୁ ବିଭିନ୍ନ ସମୟରେ ରାଜ୍ୟବାସୀଙ୍କ ପାଇଁ ଭିନ୍ନ ଭିନ୍ନ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଯୋଜନାମାନ ମଧ୍ୟ ପ୍ରଣୟନ କରିଛନ୍ତି। ସେହିପରି ଆଗାମୀ ଦିନରେ ସ୍ୱାସ୍ଥ୍ୟସେବାକୁ...

‘ଚାରି’ ଲକ୍ଷର ପ୍ରଶ୍ନ

ଭାସ୍କର ପରିଚ୍ଛା କରୋନା ମହାମାରୀର ଶିକାର ହୋଇଥିବା ଏବଂ ସର୍ବସ୍ୱାନ୍ତ ହୋଇଥିବା ପରିବାରକୁ ଆର୍ଥିକ ସହାୟତା ଦେବା ପ୍ରସଙ୍ଗରେ ଏକ ନୂଆ ବିବାଦ ସୃଷ୍ଟି ହୋଇଛି। ଏନେଇ କେନ୍ଦ୍ର ସରକାରଙ୍କ ମନୋଭାବ ଚିନ୍ତାଜନକ ଏଥିରେ ଦ୍ଵିମତ ନାହିଁ। ପ୍ରଥମେ ସରକାର...

ଢିଲାପଣ ବଢ଼ାଇଲାଣି ସଂକ୍ରମଣ – ରାଜ୍ୟରେ ପୁଣି ୩ ହଜାର ଟପିଲା ଦୈନିକ କରୋନା କେସ୍

ଓଡ଼ିଶାଲାଇଭ୍ ବ୍ୟୁରୋ ଲକ୍‌ଡାଉନ୍, ସଟ୍‌ଡାଉନ୍ ଭଳି କଡ଼ା କଟକଣା ମଧ୍ୟରେ ରାଜ୍ୟରେ କିଛିଦିନ ହେଲା କରୋନା ସଂକ୍ରମଣର ଗ୍ରାଫ୍ ଖସିବାରେ ଲାଗିଥିଲା। ସ୍ଥିତିରେ ସାମାନ୍ୟ ସୁଧାର ଆସିବା ପରେ ସରକାର ଲକ୍‌ଡାଉନ୍ କଟକଣାକୁ ଆଂଶିକ...

‘କେତେ ନୂଆ ବାଟ ସିଜିନ୍ ୨’ – ଆଜି ଦିନ ୧୨ଟା ୩୦ରେ ଡିଡି ଓଡ଼ିଆରେ ଦେଖନ୍ତୁ ଭିଡିଓ...

ଓଡ଼ିଶାଲାଇଭ୍ ବ୍ୟୁରୋ ୟୁନିସେଫ୍‌ ସହଯୋଗିତାରେ ଓଡ଼ିଶାଲାଇଭ୍‌ ଓ ସ୍ୱାସ୍ଥ୍ୟ ପ୍ଲସ୍‌ର ମିଳିତ କୋଭିଡ୍ ସଚେତନତା କ୍ୟାମ୍ପେନ୍ ନଲେଜ୍ ପାର୍ଟନର ‘ମୋ କଲେଜ’ ଅଭିଯାନ ଭିଡିଓ ସିରିଜରେ ଏଥରର ପ୍ରସଙ୍ଗ ‘କୋଭିଡ୍‌ ମହାମାରୀ ସମୟରେ...