ସାରା ରାଜ୍ୟରେ ଦିନ ୨ଟାରୁ ବନ୍ଦ ରହିବ ଦୋକାନ, ବଜାର
ଓଡ଼ିଶାଲାଇଭ୍ ବ୍ୟୁରୋ
ସାରାରାଜ୍ୟରେ ଦିନ ୨ଟାରୁ ବନ୍ଦ ରହିବ ଦୋକାନ। ମେ’ ୩ ତାରିଖରୁ ରାଜ୍ୟରେ ଏହା ଲାଗୁ ହେବ। ୧୫ ତାରିଖ ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ। ରାଜ୍ୟରେ କରୋନା ସଂକ୍ରମଣ...
ପ୍ଲାଜମା କ’ଣ – ‘ପ୍ଲାଜମା ଥେରାପି’ କିପରି କରାଯାଏ?
ଓଡ଼ିଶାଲାଇଭ୍ ବ୍ୟୁରୋ[youtube https://www.youtube.com/watch?v=aVrVptK9V_g]
ପ୍ଲାଜମା ଥେରାପି କ’ଣ ? କରୋନା ଚିକିତ୍ସାରେ ଏହା କିପରି ସାହାଯ୍ୟ କରୁଛି ସେନେଇ ଓଡ଼ିଶାଲାଇଭ୍କୁ ବିସ୍ତୃତ ଭାବେ କହିଛନ୍ତି ପ୍ଲାଜମା ଥେରାପିର ଷ୍ଟେଟ୍ ନୋଡାଲ ଅଫିସର ଡାକ୍ତର ସ୍ମିତା...
ଆଇସୋଲେସନ୍ରେ ରହିଛନ୍ତି କି? କ’ଣ କରିବେ ଏବଂ କ’ଣ ନାହିଁ?
ଓଡ଼ିଶାଲାଇଭ୍ ବ୍ୟୁରୋ
କରୋନାରେ ସଂକ୍ରମଣ ହୋଇଥିଲେ ମଧ୍ୟ ଭୟବିତ ନ ହୋଇ ସଠିକ ଚିକିତ୍ସା ଏବଂ ସଚେତନ ରହିଲେ ଏଥିରୁ ସୁସ୍ଥ ହୋଇପାରିବା। ମଧ୍ୟମ ଓ ସାଧାରଣ ଲକ୍ଷଣ ଦେଖାଦେଉଥିବା ରୋଗୀମାନେ ସଙ୍ଗରୋଧରେ ରହି...
ଓଡ଼ିଶାରେ ଗୁରୁତର କୋଭିଡ୍ ରୋଗୀଙ୍କ ପାଇଁ ‘ପ୍ଲାଜମା ଥେରାପି’
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=aVrVptK9V_g]
ଗୁରୁତର କରୋନା ରୋଗୀଙ୍କ ଚିକିତ୍ସା କ୍ଷେତ୍ରରେ 'ପ୍ଲାଜମା ଥେରାପି'ର ପ୍ରୟୋଗ କରାଯାଉଛି। ଓଡ଼ିଶାରେ ଏହି ଚିକିତ୍ସା ପଦ୍ଧତି ଜାରି ରହିଛି। ରାଜ୍ୟରେ ଏହି ଥେରାପି ସଫଳ ହେଉଥିବାରୁ କରୋନାରୁ ସୁସ୍ଥ...
ରାଜ୍ୟରୁ ପୁଣି ବାହାରିଲେ ୮୬୮୧ ପଜିଟିଭ୍ – ଦିନକରେ କରୋନା ନେଲା ୧୪ ଜୀବନ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ କୋଭିଡ୍ର ଦ୍ୱିତୀୟ ଲହର ସଂକ୍ରମଣ ଉଦ୍ବେଗଜନକ ସ୍ଥିତିରେ ପହଞ୍ଚିଲାଣି। ସୂଚନା ଓ ଲୋକସମ୍ପର୍କ ବିଭାଗର ତଥ୍ୟ ଅନୁସାରେ ବୁଧବାର ରାଜ୍ୟରୁ ୮ହଜାରରୁ ଅଧିକ ନୂଆ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ, ଗୋଟିଏ...
ଦେଶରେ ଦିନକରେ ରେକର୍ଡ ସଂଖ୍ୟକ ୩ ଲକ୍ଷ ୮୬ ହଜାର ୪୫୨ ପଜିଟିଭ୍ ଚିହ୍ନଟ, ୩୪୯୮ ମୃତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ପ୍ରତିଦିନ ରେକର୍ଡ ସଂଖ୍ୟ ପଜିଟିଭ୍ ଚିହ୍ନଟ ହେବାସହ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ରିପୋର୍ଟ ଅନୁସାରେ,...
କରୋନା ଚିକିତ୍ସାରେ ପ୍ଲାଜ୍ମା ଥେରାପି
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=aVrVptK9V_g]
ପ୍ଲାଜମା ଥେରାପି କ’ଣ ? କରୋନା ଚିକିତ୍ସାରେ ଏହା କିପରି ସହାୟତା ହେଉଛି ସେନେଇ ବିସ୍ତୃତ ଭାବେ କହିଛନ୍ତି ପ୍ଲାଜ୍ମା ଥେରାପିର ଷ୍ଟେଟ୍ ନୋଡାଲ ଅଫିସର ଡାକ୍ତର ସ୍ମିତା ମହାପାତ୍ର।
ସାରାଦେଶରେ...
ସଂକ୍ରମଣରେ ୩ ଦିନ ହେଲା ଟପ୍ରେ ଖୋର୍ଦ୍ଧା, ଚିନ୍ତା ବଢ଼ାଉଛି ରାଜଧାନୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ ଦୈନିକ କୋଭିଡ ସଂକ୍ରମଣ ସଂଖ୍ୟା ଏବେ ସବୁ ରେକର୍ଡ ଭାଙ୍ଗିଛି। ପ୍ରାୟ ଦିନକୁ ୭ରୁ ୮ ହଜାର ପଜିଟିଭ୍ ଚିହ୍ନଟ ହେଉଛନ୍ତି। ସେଥିମଧ୍ୟରୁ ଖୋର୍ଦ୍ଧାରୁ ଲଗାତର ୩ ଦିନ ହେଲା...
୨୪ ଘଣ୍ଟାରେ ରାଜ୍ୟରୁ ୬୯୯୮ ପଜିଟିଭ୍ ଚିହ୍ନଟ, ୧୦ମୃତ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ କରୋନାର ଦ୍ୱିତୀୟ ଲହର ସଂକ୍ରମଣ ଭୟଙ୍କର ପରିସ୍ଥିତି ସୃଷ୍ଟି କରିବାରେ ଲାଗିଛି। ସଂକ୍ରମିତଙ୍କ ସଂଖ୍ୟା ୬ହଜାରରୁ ୭ହଜାର ମଧ୍ୟରେ ରହିଥିବାବେଳେ, ମୃତକଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ସୂଚନା...
ଦେଶରେ ଦିନକରେ ରେକର୍ଡ ସଂଖ୍ୟକ ୩ ଲକ୍ଷ ୭୯ ହଜାର ୨୫୭ ପଜିଟିଭ୍ ଚିହ୍ନଟ, ୩୬୪୫ ମୃତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଦେଶରୁ କରୋନା ସଂକ୍ରମଣ କମିବାର ନାଁ ଧରୁନାହିଁ। ପ୍ରତିଦିନ ରେକର୍ଡ ସଂଖ୍ୟକ ପଜିଟିଭ୍ ଚିହ୍ନଟ ହେବାସହ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ରିପୋର୍ଟ ଅନୁସାରେ, ଗତ...



















