ଦ୍ୱିତୀୟ ଲହରରେ କାହିଁକି ଦ୍ରୁତ ଗତିରେ ମାଡୁଛି କରୋନା?
ଓଡ଼ିଶାଲାଇଭ୍ ବ୍ୟୁରୋ
ଦ୍ୱିତୀୟ ଲହର କରୋନା ସଂକ୍ରମଣକୁ ନେଇ ସତର୍କ କରାଇଲେ ଦିଲ୍ଲୀ ଏମ୍ସ ନିର୍ଦ୍ଦେଶକ ଡାକ୍ତର ରଣଦୀପ ଗୁଲେରିଆ।
ଦେଶରେ ଦ୍ୱିତୀୟ ଲହରରେ କରୋନା ଅଧିକ ସଂକ୍ରମକ ହୋଇପଡ଼ିଛି। ଏବେ ଦୈନିକ ସଂକ୍ରମଣ ୩...
ରାଜ୍ୟରେ କରୋନା ସ୍ଥିତି ସଙ୍ଗୀନ – ଦିନକରେ ସର୍ବାଧିକ ୪୪୪୫ ପଜିଟିଭ୍ ଚିହ୍ନଟ, ୪ ମୃତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ କରେନାର ଦ୍ୱିତୀୟ ଲହର ସଂକ୍ରମଣ ଦିନକୁ ଦିନ ଭୟଙ୍କର ଦିଗକୁ ଗତି କରୁଛି। ପ୍ରତିଦିନ ପଜିଟିଭ୍ ସଂଖ୍ୟା କମିବା ପରିବର୍ତ୍ତେ ବଢ଼ିବାରେ ଲାଗିଛି। ଅନ୍ୟପଟେ କରୋନା ଜନିତ ମୃତ୍ୟୁ ସଂଖ୍ୟାରେ...
ଦେଶରେ ରେକର୍ଡ ଭାଙ୍ଗୁଛି କରୋନା – ତିନି ଲକ୍ଷ ମୁହାଁ ସଂକ୍ରମଣ, ୧୬୧୯ ମୃତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଦିନକୁ ଦିନ ଦେଶରେ ଅସମ୍ଭାଳ ହେଲାଣି କରୋନା ପରିସ୍ଥିତି। ପ୍ରତିଦିନ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ତଥ୍ୟ ଅନୁସାରେ, ଦିନକରେ ରେକର୍ଡ ସଂଖ୍ୟକ ୨ଲକ୍ଷ...
ରାଜ୍ୟରେ କୋଭିଡ ଚିକିତ୍ସା ଲାଗି କେମିତି ଅଛି ସୁବିଧା? ସ୍ଥିତି ପରଖିବା ଲାଗି ବିଶେଷଜ୍ଞ କମିଟି ନିଯୁକ୍ତ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ କୋଭିଡ ଚିକିତ୍ସା ଲାଗି ସୁବିଧା ସବୁ ସ୍ଥାନରେ ଅଛି କି ନା ତାହା ତଦାରଖ କରିବା ପାଇଁ ଓଡ଼ିଶା ସରକାର ଏକ ବିଶେଷଜ୍ଞ କମିଟି ଗଠନ କରିଛନ୍ତି। କରୋନା ରୋଗୀଙ୍କ...
କରୋନାର ଦ୍ଵିତୀୟ ସଂକ୍ରମଣ ପରେ ଭୁବନେଶ୍ଵରରେ ହଷ୍ଟେଲ ଛାଡୁଛନ୍ତି ଛାତ୍ରଛାତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ ଏବେ କରୋନାର ଦ୍ଵିତୀୟ ଲହରୀ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଫଳରେ ହଷ୍ଟେଲରେ ରହି ପାଠପଢୁଥିବା ଛାତ୍ରଛାତ୍ରୀମାନେ ଏବେ ଘରମୁହାଁ ହେଉଥିବା ଦେଖିବାକୁ ମିଳୁଛି। ଭବିଷ୍ୟତ ଗଢ଼ିବା ପାଇଁ ରାଜ୍ୟର...
ରାଉରକେଲାରେ କୋଭିଡ୍ ପରୀକ୍ଷା ଓ ଚିକିତ୍ସା ପାଇଁ ଗୁରୁତ୍ୱପୂର୍ଣ୍ଣ ସୂଚନା
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଉରକେଲା ସହରରେ କୋଭିଡ୍ ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି। କୋଭିଡ୍ ଲକ୍ଷଣ ଥିବା ବ୍ୟକ୍ତିମାନେ ନିଜର ପରୀକ୍ଷା କରାଇ ନେବା ସହ ଆବଶ୍ୟକ ହେଲେ...
ରାଜ୍ୟରେ ଅଣାୟତ୍ତ କରୋନା – ଦିନକରେ ୩୧୪୪ ପଜିଟିଭ୍ ଚିହ୍ନଟ, ୪ ମୃତ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତଗତିରେ ବୃଦ୍ଧି ପାଇବା ସହ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଲାଣି। ଲଗାତାର ଦୁଇ ଦିନ ହେବ ୩ହଜାରରୁ ଅଧିକ ପଜିଟିଭ୍ ଚିହ୍ନଟ ହେଉଛନ୍ତି। ଆଜି ୩୧୪୪...
ଶିଶୁଙ୍କ ପ୍ରତି ଅଧିକ କରୋନା ଭୟ – ସଚେତନ ରହିବାକୁ ଅଭିଭାବକଙ୍କୁ ପରାମର୍ଶ ଦେଲେ ବିଶେଷଜ୍ଞ
ଓଡ଼ିଶାଲାଇଭ୍ ବ୍ୟୁରୋ
ଦ୍ୱିତୀୟ ଲହରୀ କରୋନା ସଂକ୍ରମଣରେ ଅଧିକରୁ ଅଧିକ ଶିଶୁଙ୍କୁ ସଂକ୍ରମିତ ହେଉଛନ୍ତି। ତେଣୁ ଏ ଦିଗରେ ସ୍ୱତନ୍ତ୍ର ପଦକ୍ଷେପ ନେବା ପାଇଁ କୁହାଯାଇଛି। ସ୍ୱାସ୍ଥ୍ୟ ବିଶେଷଜ୍ଞ ଓ ଶିଶୁ ରୋଗ ବିଶେଷଜ୍ଞଙ୍କ...
ଦେଶରେ ସଂକ୍ରମଣ ସଂଖ୍ୟା ୨ଲକ୍ଷ ପାର୍ – ଦିନକରେ ୧୩୪୧ ମୃତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଦେଶରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢ଼ିବାରେ ଲାଗିଛି। ଲଗାତର ଦେଶରେ ସଂକ୍ରମଣ ସଂଖ୍ୟା ୨ ଲକ୍ଷ ଉପରେ ରହିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ତଥ୍ୟ ଅନୁସାରେ ଗତ ୨୪...
ଗରମ ଯୋଗୁଁ ହେଉଥିବା ସ୍ୱାସ୍ଥ୍ୟ ସମସ୍ୟାରୁ ବଞ୍ଚିବା ପାଇଁ ଆପଣାନ୍ତୁ କିଛି ଟିପ୍ସ
ଓଡ଼ିଶାଲାଇଭ୍ ବ୍ୟୁରୋ
ଖରାଦିନେ ଅତ୍ୟଧିକ ଗରମ ଅନେକ ପ୍ରକାର ସ୍ୱାସ୍ଥ୍ୟ ସମସ୍ୟାକୁ ଆମନ୍ତ୍ରଣ କରିଥାଏା ଏହି ଦିନରେ ବିଭିନ୍ନ ପ୍ରକାର ସଂକ୍ରମଣ ଜନିତ ସମସ୍ୟା ହୋଇଥାଏା ଏହି ସବୁ ସମସ୍ୟାରୁ ବଞ୍ଚିବା ପାଇଁ ପ୍ରଥମରୁ...



















