ଲକ୍ଡାଉନକୁ ନେଇ ଭାରତ ରାଜନୀତି ଦି’ ଫାଳ!
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ବିଭିନ୍ନ ରାଜ୍ୟରେ ଲକଡାଉନ ଲାଗୁ ହୋଇଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହୁଛନ୍ତି ‘ଲକଡାଉନ୍’ ଶେଷ ବିକଳ୍ପ ଭାବେ ଲାଗୁ କରାଯାଉ।
ଅଧିକାଂଶ ଲୋକଙ୍କ ଧାରଣା ଯେ, ରାଜନୀତି ଏକାଠି କରିବା...
ରାଜ୍ୟ ସରକାରମାନଙ୍କୁ ମୋଦୀଙ୍କ ପରାମର୍ଶ – ଲକଡାଉନ୍ ହେଉ ଅନ୍ତିମ ପନ୍ଥା
ଓଡ଼ିଶାଲାଇଭ୍ ବ୍ୟୁରୋ
ଦେଶର ସବୁଆଡ଼େ ଏବେ କରୋନା ମହାମାରୀର ଭୟାବହତା ଦେଖାଯାଇଛି। ଆର୍ଥିକ ଏବଂ ମାନସିକ ଉଭୟ ସ୍ତରରେ ଦେଶବାସୀ ଚିନ୍ତିତ ଅଛନ୍ତି। ତେଣୁ ଏପରି ସ୍ଥିତିରେ ଲକଡାଉନ୍କୁ ଅନ୍ତିମ ପନ୍ଥା ଭାବେ ଗ୍ରହଣ...
କରୋନାର ଦ୍ୱିତୀୟ ଷ୍ଟ୍ରେନ୍ – କ’ଣ ରହିଛି ଲକ୍ଷଣ ଓ କେମିତି ରହିବେ ସତର୍କ?
ଓଡ଼ିଶାଲାଇଭ୍ ବ୍ୟୁରୋ
କରୋନାର ଦ୍ଵିତୀୟ ଲହର ଏବେ ହୁ ହୁ ହୋଇ ବ୍ୟାପିବାରେ ଲାଗିଛି। ଅଧିକାଂଶ ଲୋକ ଏଥିରେ ଆକ୍ରାନ୍ତ ହେଉଛନ୍ତି। ଆସନ୍ତୁ ଜାଣିବା କରୋନାର ନୂଆ ରୂପର ଲକ୍ଷଣ ସବୁ କ’ଣ?
ଦେହ...
ଆରଟିପିସିଆର୍ ରିପୋର୍ଟ ନେଗେଟିଭ୍ ଥାଇ ବି କରୋନା ସଂକ୍ରମିତ – କ’ଣ କହୁଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ?
ଓଡ଼ିଶାଲାଇଭ୍ ବ୍ୟୁରୋ
କରୋନାର ଦ୍ୱିତୀୟ ଲହର ଏବେ ଘାତକ ସାଜୁଛି। ଦିନକୁ ଲକ୍ଷାଧିକ ସଂକ୍ରମଣ ସମସ୍ତଙ୍କ ହୋସ୍ ଉଡ଼ାଇଲାଣି। ଶରୀରରେ ଲକ୍ଷଣ ନାହିଁ। ଆରଟିପିସିଆର ଟେଷ୍ଟ ରିପୋର୍ଟ ବି ନେଗେଟିଭ୍। ତଥାପି ଜଣେ କରୋନା...
କଂଗ୍ରେସ ନେତା ରାହୁଲ ଗାନ୍ଧୀ କରୋନା ପଜିଟିଭ୍ ଚିହ୍ନଟ
ଓଡ଼ିଶାଲାଇଭ୍ ବ୍ୟୁରୋ
ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏନେଇ ମଙ୍ଗଳବାର ସେ ନିଜେ ଟୁଇଟ କରି ସୂଚନା ଦେଇଛନ୍ତି।
ଟୁଇଟରେ ରାହୁଲ କହିଛନ୍ତି ଯେ ତାଙ୍କଠାରେ କରୋନାର କିଛି...
କରୋନା ଟିକା ନେବା ପାଇଁ ୧୮ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ କେମିତି କରିବେ ପଞ୍ଜୀକରଣ?
ଓଡ଼ିଶାଲାଇଭ୍ ବ୍ୟୁରୋ
ଦେଶବ୍ୟାପି କରୋନା ଟିକାକରଣର ଦ୍ୱିତୀୟ ପର୍ଯ୍ୟାୟ ଜାରି ରହିଛି। ଆସନ୍ତା ମେ’ ୧ରୁ ଦେଶରେ ସମସ୍ତ ୧୮ବର୍ଷରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ଦିଆଯିବ କରୋନା ଟିକା। ଏନେଇ କେନ୍ଦ୍ରସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି।...
ରାଜ୍ୟରେ କରୋନା ସ୍ଥିତି ଅଣାୟତ୍ତ – ଦିନକରେ ୪୭୬୧ ନୂଆ ପଜିଟିଭ୍ ଚିହ୍ନଟ, ୫ମୃତ
ଓଡ଼ିଶାଲାଇଭ୍ ବ୍ୟୁରୋ
କରୋନା ଭୂତାଣୁ ସଂକ୍ରମଣର ଦ୍ୱିତୀୟ ଲହରୀ ରାଜ୍ୟରେ ଭୟଙ୍କର ପରିସ୍ଥିତି ସୃଷ୍ଟି କରିଛି। ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗର ତଥ୍ୟ ଅନୁସାରେ ପ୍ରତିଦିନ ସଂକ୍ରମଣ ସଂଖ୍ୟାରେ ବୃଦ୍ଧି ଘଟୁଛି। ଗତ ୨୪ଘଣ୍ଟାରେ...
କାୟା ବିସ୍ତାର କରୁଛି କରୋନା – ଦେଶରେ ୨,୫୯,୧୭୦ ନୂଆ ସଂକ୍ରମଣ, ୧୭୬୧ ମୃତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଦେଶରେ କାୟା ବିସ୍ତାର କରିଚାଲିଛି କରୋନା। ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ଖୁବ୍ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଦେଶରେ ଲଗାତାର ୨ଲକ୍ଷରୁ ଊର୍ଦ୍ଧ୍ୱ ପଜିଟିଭ୍ ଚିହ୍ନଟ ହେଉଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟର ରିପୋର୍ଟ...
ଖରାଦିନେ ଫ୍ରିଜ ପାଣି ପିଉଥିଲେ ସାବଧାନ୍!
ଓଡ଼ିଶାଲାଇଭ୍ ବ୍ୟୁରୋ
ଖରାଦିନେ ଅତିରିକ୍ତ ଗରମ ଲାଗିଲେ କିମ୍ବା ବାହାରୁ ଘରକୁ ଫେରିଲେ ଫ୍ରିଜ୍ ପାଣି ପିଇବାର ଅଭ୍ୟାସ ଅଛି କି? ଯଦି ଅଛି ତାହାଲେ ଏଥିରୁ ଦୂରେଇ ରହୁନ୍ତୁ। କାରଣ ଫ୍ରିଜ୍ରେ ଥିବା...
ମେ’ ପହିଲାରୁ ୧୮ ବର୍ଷରୁ ଊର୍ଦ୍ଧ୍ଵ ସମସ୍ତଙ୍କୁ ଦିଆଯିବ କରୋନା ଟିକା
ଓଡ଼ିଶାଲାଇଭ୍ ବ୍ୟୁରୋ
ମେ' ୧ରୁ ଦେଶର ସମସ୍ତ ୧୮ ବର୍ଷରୁ ଊର୍ଦ୍ଧ୍ଵ ବ୍ୟକ୍ତିଙ୍କୁ ଦିଆଯିବ କରୋନା ଟିକା। ଟିକାକରଣକୁ ନେଇ ଏପରି ଏକ ଗୁରୁତ୍ଵପୂର୍ଣ୍ଣ ଘୋଷଣା କରିଛନ୍ତି କେନ୍ଦ୍ର ସରକାର। ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର...





















