ତଳମୁହାଁ ରାଜ୍ୟର କରୋନା ଗ୍ରାଫ୍ – ଗ୍ରୀନ୍ ଜୋନରେ ୩୦ଟି ଯାକ ଜିଲ୍ଲା

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ ଏବେ କମିବାରେ ଲାଗିଛି କରୋନା ସଂକ୍ରମଣ ଏବଂ ମୃତ୍ୟୁ। ରାଜ୍ୟର କରୋନା ଗ୍ରାଫ୍ ଏବେ ତଳମୁହାଁ। କିଛି ମାସ ଧରି ଦ୍ରୁତ ସଂକ୍ରମଣ ହେବା ପରେ ଗତ ଦୁଇ ସପ୍ତାହେ ହେଲା...

ଘରୋଇ ଲ୍ୟାବରେ ଏଣିକି ୪ ଶହ ଟଙ୍କାରେ କରୋନା ଟେଷ୍ଟ

ଓଡ଼ିଶାଲାଇଭ୍ ବ୍ୟୁରୋ ଘରୋଇ ଲ୍ୟାବ ପାଇଁ କରୋନା ଟେଷ୍ଟିଂ ଫି’ ଧାର୍ଯ୍ୟ କଲେ ରାଜ୍ୟ ସରକାର। ଏଣିକି ମାତ୍ର ୪ ଶହ ଟଙ୍କା ଦେଇ ଲୋକମାନେ ଘରୋଇ ଲ୍ୟାବରେ ଆରଟି-ପିସିଆର୍ ଟେଷ୍ଟ କରାଇପାରିବେ। ଏ...

ରାଜ୍ୟର କରୋନା ରିପୋର୍ଟ – ୪୮୦ ପଜିଟିଭ୍ ଚିହ୍ନଟ, ୬ ଆକ୍ରାନ୍ତ ମୃତ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରୁ ଆଜି ୪୮୦ ପଜିଟିଭ୍ ଚିହ୍ନଟ ଆଖିବୁଜିଲେ ଆଉ ୬ କରୋନା ଆକ୍ରାନ୍ତ ରାଜ୍ୟରେ ଏବେ ବି ୫୦୪୬ ଆକ୍ରାନ୍ତ ସକ୍ରିୟ ଗତ ୨୪ ଘଣ୍ଟା ଭିତରେ ରାଜ୍ୟରୁ ଚିହ୍ନଟ ହେଲେ...

Micromax In Note 1ର ବିକ୍ରି ଆରମ୍ଭ – ମିଳୁଛି ୫,୦୦୦ ଏମ୍‌ଏଏଚ୍ ବ୍ୟାଟେରି ସହ ଦମ୍‌ଦାର୍ କ୍ୟାମେରା

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତୀୟ କମ୍ପାନି ମାଇକ୍ରୋମାକ୍ସ ନିଜ ନୂଆ ସ୍ମାର୍ଟଫୋନ୍ Micromax In Note 1ର ବିକ୍ରି ଆରମ୍ଭ କରିଛି। ଏହି ଫୋନ୍‌ରେ ୫,୦୦୦ ଏମ୍‌ଏଏଚ୍‌ର ବ୍ୟାଟେରି ମିଳିବା ସହ ଦମ୍‌ଦାର୍ କ୍ୟାମେରା ସେଟ୍‌ଅପ୍...

ହାରିଲା କରୋନା, ଜିତିଲେ ୯୭ ବର୍ଷୀୟ ବୃଦ୍ଧ ନଟବର

ଓଡ଼ିଶାଲାଇଭ୍ ବ୍ୟୁରୋ କରୋନାକୁ ପରାସ୍ତ କଲେ ୯୭ ବର୍ଷୀୟ ବୃଦ୍ଧ। ଭୁବନେଶ୍ୱର ସମ୍ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବୃଦ୍ଧ ନଟବର ଦାସ ମଙ୍ଗଳବାର କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। କଟକ ଜିଲ୍ଲା କିଶୋରନଗର...

ଏୟାରଟେଲ ୪ଜି ଗ୍ରାହକଙ୍କୁ ମିଳୁଛି ମାଗଣା ୫ ଜିବି ଡାଟା – କେମିତି ପାଇବେ ଜାଣନ୍ତୁ

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତୀୟ ଟେଲିକମ୍ କମ୍ପାନି ଏୟାରଟେଲ ନିଜ ଗ୍ରାହକଙ୍କ ପାଇଁ ଏକ ଦମ୍‌ଦାର୍ ଡାଟା ଅଫର ଲଞ୍ଚ୍ କରିଛି। ଏଥିରେ ନୂଆ ୪ଜି ୟୁଜରଙ୍କୁ ମାଗଣାରେ ୫ ଜିବି ଡାଟା ମିଳୁଛି। ଏୟାରଟେଲର ଏହି ଅଫର...

ଓଡ଼ିଶାରୁ ଆଜି ୩୭୮ ପଜିଟିଭ୍ ଚିହ୍ନଟ, ଆଖି ବୁଜିଲେ ଆଉ ୫ ଆକ୍ରାନ୍ତ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରୁ ଆଜି ୩୭୮ ପଜିଟିଭ୍ ଚିହ୍ନଟ ଆଖି ବୁଜିଲେ ଆଉ ୫ କରୋନା ଆକ୍ରାନ୍ତ ରାଜ୍ୟରେ ଏବେ ବି ୫୨୪୧ ଜଣ ଆକ୍ରାନ୍ତ ସକ୍ରିୟ ଗତ ୨୪ ଘଣ୍ଟା ଭିତରେ ରାଜ୍ୟରୁ...

ବିଶ୍ୱ ଏଡ୍‌ସ ଦିବସ – ଆଜିଠୁ ସଚେତନତା ମାସ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଜି ବିଶ୍ୱ ଏଡ୍‌ସ ଦିବସ। ୧୯୮୮ ମସିହା ପରଠାରୁ ପ୍ରତ୍ୟେକ ବର୍ଷ ଡିସେମ୍ବର ୧ରେ ଆନ୍ତର୍ଜାତିକ ସ୍ତରରେ ଏହି ଦିବସ ପାଳିତ ହୋଇଆସୁଛି। ଏହି ଦିବସ ପାଳନ କରିବାର ମୁଖ୍ୟ ଉଦ୍ଦେଶ୍ୟ...

ଆଜିଠୁ ଆରମ୍ଭ ଫ୍ଲିପ୍‌କାର୍ଟର ନୂଆ ଅଫର୍‌ ସେଲ୍‌ ‘ଫ୍ଲିପ୍‌ଷ୍ଟାର୍ଟ’, ମିଳିବ ଦମ୍‌ଦାର ରିହାତି

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜିଠୁ ଆରମ୍ଭ ହେଉଛି ଫ୍ଲିପ୍‌କାର୍ଟର ନୂଆ ଅଫର୍‌ ସେଲ୍‌ 'ଫ୍ଲିପ୍‌ଷ୍ଟାର୍ଟ'। ଏହି ସେଲ୍‌ରେ ଇଲେକ୍ଟ୍ରୋନିକ୍ସ ଉପକରଣ ଉପରେ ଗ୍ରାହକମାନେ ୮୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ପାଇପାରିବେ। ଡିସେମ୍ଵର ୧ ତାରିଖରୁ ଆରମ୍ଭ...

ଚାରି ମାସ ପରେ ପ୍ରଥମ ଥର ଓଡ଼ିଶାରେ କରୋନା ମୃତ୍ୟୁ ୫ ତଳକୁ ଖସିଲା

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ କରୋନା ଜନିତ ମୃତ୍ୟୁ ୫ ତଳକୁ ଖସି ଆସିଛି। ରବିବାର ଦିନ ରାଜ୍ୟରେ ମାତ୍ର ୪ ଜଣ ପ୍ରାଣ ହରାଇଛନ୍ତି। ବିଗତ ଚାରି ମାସ ମଧ୍ୟରେ କରୋନା ମୃତ୍ୟୁରେ ଏହା...