ମାଲକାନଗିରି ବିଧାୟକ ଆଦିତ୍ୟ ମାଢ଼ୀ କରୋନା ଆକ୍ରାନ୍ତ

ଓଡ଼ିଶାଲାଇଭ୍ ବ୍ୟୁରୋ କରୋନା କବଳରେ ଓଡ଼ିଶାର ଆଉଜଣେ ବିଧାୟକ। ବୁଧବାର ମାଲକାନଗିରି ବିଧାୟକ ଆଦିତ୍ୟ ମାଢ଼ୀ କରୋନା ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି। ତାଙ୍କ ରିପୋର୍ଟ ପଜିଟିଭ୍ ଆସିବା ପରେ ଗୁରୁତର ଅବସ୍ଥାରେ ତାଙ୍କୁ ଭୁବନେଶ୍ଵରସ୍ଥିତ...

ବିଧାନସଭା ମୌସୁମୀ ଅଧିବେଶନ – ସେପ୍ଟେମ୍ବର ୨୭ରୁ ସବୁ ବିଧାୟକଙ୍କର ହେବ କରୋନା ଟେଷ୍ଟ

ଓଡ଼ିଶାଲାଇଭ୍ ବ୍ୟୁରୋ ବିଧାନସଭା ମୌସୁମୀ ଅଧିବେଶନ ଆସନ୍ତା ସେପ୍ଟେମ୍ବର ୨୯ରୁ ଆରମ୍ଭ ହେବାକୁ ଥିବା ବେଳେ ଏହା ପୂର୍ବରୁ ସବୁ ବିଧାୟକଙ୍କର ହେବ କରୋନା ଟେଷ୍ଟ। ଆସନ୍ତା ସେପ୍ଟେମ୍ବର ୨୭ ଓ ୨୮ ତାରିଖରେ...

ରାଜ୍ୟରେ ପୁଣି ୧୧ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୬୫୬କୁ ବୃଦ୍ଧି

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା କମିବାର ନାଁ ଧରୁନି। ଆଜି ପୁଣି ୧୧ ଜଣ ଆକ୍ରାନ୍ତ କରୋନାରେ ପ୍ରାଣ ହରାଇଛନ୍ତି। ଏଥିସହ ମୋଟ ମୃତ୍ୟୁସଂଖ୍ୟା ୬୫୬କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ...

ରାଜ୍ୟରେ ପୁଣି ରେକର୍ଡ ଭାଙ୍ଗିଲା କରୋନା – ଦିନକରେ ୪୨୭୦ ପଜିଟିଭ ଚିହ୍ନଟ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ ଆଜି ଆଉ ୪୨୭୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୨୪୭୮, ଲୋକାଲ କେସ୍‌ ୧୭୯୨ ରହିଛି। ଆଜି ଖୋର୍ଦ୍ଧା ଜିଲ୍ଲାରୁ  ସର୍ବାଧିକ ୮୭୬ ଆକ୍ରନ୍ତ ଚିହ୍ନଟ ହୋଇଛନ୍ତି।...

ଦେଶରେ ୫୦ ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଦିନକରେ ୯୦,୧୨୩ ପଜିଟିଭ୍

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ଦିନକରେ ୯୦,୧୨୩ ଆକ୍ରାନ୍ତ, ୧,୨୯୦ ମୃତ ମୋଟ କରୋନା ପଜିଟିଭ୍ ସଂଖ୍ୟା ୫୦,୨୦,୩୬୦କୁ ବୃଦ୍ଧି ମୋଟ କରୋନାଜନିତ ମୃତ୍ୟୁସଂଖ୍ୟା ୮୨,୦୬୬କୁ ବୃଦ୍ଧି ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିଚାଲିଛି। ଆଜି ଗୋଟିଏ ଦିନରେ...

ପ୍ରତିଦିନ କିସମିସ୍ ଖାଇଲେ ମିଳେ ଏହି ଫାଇଦା

ଓଡ଼ିଶାଲାଇଭ୍‌ ବ୍ୟୁରୋ କିସମିସ ଖାଇବାକୁ ଯେତିକି ସ୍ୱାଦିଷ୍ଟ, ସ୍ୱାସ୍ଥ୍ୟ ପାଇଁ ମଧ୍ୟ ସେତିକି ଉପକାରୀ। ନିୟମିତ କିସମିସ୍‌ ଖାଇବା ଦ୍ୱାରା ଏହା ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟଗତ ସମସ୍ୟା ଦୂର କରିଥାଏ। ଶରୀରକୁ ଶକ୍ତି ମିଳେ ନିୟମିତ କିସମିସ...

ରାଜଧାନୀରୁ ଆଜି ୩୪୨ ପଜିଟିଭ୍ ଚିହ୍ନଟ, ସ୍ଥାନୀୟ ଆକ୍ରାନ୍ତ ୨୪୪

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ୱରରୁ ଆଜି ୩୪୨ ପଜିଟିଭ୍ ଚିହ୍ନଟ ସଂକ୍ରମଣ ମଧ୍ୟରୁ ୨୪୪ ସ୍ଥାନୀୟ ଆକ୍ରାନ୍ତ ରାଜଧାନୀରେ ଏବେ ବି ୪୫୬୮ ଆକ୍ରାନ୍ତ ସକ୍ରିୟ ରାଜଧାନୀ ଭୁବନେଶ୍ୱରରୁ ଆଜି ଚିହ୍ନଟ ହୋଇଛନ୍ତି ୩୪୨ ନୂଆ...

ବିଶ୍ଵ ତୁଳନାରେ ଭାରତ ସ୍ଥିତି ଭଲ, ଓଡ଼ିଶାରେ ନିୟନ୍ତ୍ରଣରେ ରହିଛି କରୋନା: କେନ୍ଦ୍ର ସ୍ଵାସ୍ଥ୍ୟ ସଚିବ

ଓଡ଼ିଶାଲାଇଭ୍ ବ୍ୟୁରୋ ବିଶ୍ଵରେ ଭାରତରେ ସ୍ଥିତି ଭଲ ଓଡ଼ିଶା, ପଶ୍ଚିମବଙ୍ଗ ଓ ଗୁଜୁରାଟରେ ନିୟନ୍ତ୍ରଣରେ କରୋନା ତାମିଲନାଡୁରେ ସଂକ୍ରମଣ ଓ ମୃତ୍ୟୁସଂଖ୍ୟା କମୁଛି ୪ଟି ରାଜ୍ୟରେ ଦେଶର ୫୦ % କେସ୍ ପ୍ରତିଦିନ ଦେଶରେ...

ଟିକ୍‌ଟକ୍ ପରି ସୁବିଧା ଦେବ ‘ୟୁଟ୍ୟୁବ୍ ସର୍ଟ୍‌ସ’ – ଜାଣନ୍ତୁ ଫିଚର ଓ ବ୍ୟବହାର

  ଓଡ଼ିଶାଲାଇଭ୍ ବ୍ୟୁରୋ ଟିକ୍‌ଟକ୍‌ର ବିକଳ୍ପ ଭାବେ ଲଞ୍ଚ ହୋଇଥିବା ‘ୟୁଟ୍ୟୁବ୍ ସର୍ଟ୍‌ସ’ ଆପ୍‌ର ଫିଚର ଓ ବ୍ୟବହାର ବିଷୟରେ ଜାଣନ୍ତୁ.. ଭାରତରେ ଲୋକପ୍ରିୟ ଚାଇନିଜ୍ ଆପ୍‌ ଟିକ୍‌ଟକ୍ ବ୍ୟାନ୍ ହେବା ପରେ ଏହାର ଏକ ବିକଳ୍ପ...

ଅଭିନେତା ଶ୍ରୀତମ ଦାସଙ୍କୁ କରୋନା

ଓଡ଼ିଶାଲାଇଭ୍ ବ୍ୟୁରୋ ଓଲିଉଡ ଅଭିନେତା ତଥା ନିର୍ଦ୍ଦେଶକ ଶ୍ରୀତମ ଦାସ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କ କୋଭିଡ୍ ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଥିବା ନେଇ ନିଜେ ଶ୍ରୀତମ ଟୁଇଟ୍‌ କରି ସୂଚନା ଦେଇଛନ୍ତି। Hello everyone,...