ଓଡ଼ିଶାଲାଇଭ୍ ବ୍ୟୁରୋ

କରୋନା କବଳରେ ଓଡ଼ିଶାର ଆଉଜଣେ ବିଧାୟକ। ବୁଧବାର ମାଲକାନଗିରି ବିଧାୟକ ଆଦିତ୍ୟ ମାଢ଼ୀ କରୋନା ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି।

ତାଙ୍କ ରିପୋର୍ଟ ପଜିଟିଭ୍ ଆସିବା ପରେ ଗୁରୁତର ଅବସ୍ଥାରେ ତାଙ୍କୁ ଭୁବନେଶ୍ଵରସ୍ଥିତ ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗତ କିଛିଦିନ ଧରି ସେ ଅସୁସ୍ଥ ଥିବା ନେଇ ସୂଚନା ମିଳିଛି।BGUଆଦିତ୍ୟ ମାଢ଼ୀ ଭାରତୀୟ ଜନତା ପାର୍ଟିରୁ ସେ ପ୍ରାର୍ଥୀ ହୋଇ ବିଧାୟକ ହୋଇଥିଲେ। ଏଯାବତ୍ ଓଡ଼ିଶାରୁ ୨୮ ଜଣ ବିଧାୟକ କରୋନାରେ ସଂକ୍ରମଣ ହୋଇସାରିଲେଣି।

Comment