ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ ଆଜି ଆଉ ୪୨୭୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୨୪୭୮, ଲୋକାଲ କେସ୍‌ ୧୭୯୨ ରହିଛି।

ଆଜି ଖୋର୍ଦ୍ଧା ଜିଲ୍ଲାରୁ  ସର୍ବାଧିକ ୮୭୬ ଆକ୍ରନ୍ତ ଚିହ୍ନଟ ହୋଇଛନ୍ତି।  କଟକରୁ ୩୭୪, ପୁରୀରୁ ୨୮୭, (ଷ୍ଟେଟ ପୁଲ, ୨୬୨), ଜଗତସିଂହପୁରୁ ୧୮୮, ବରଗଡ଼ରୁ ୧୮୩, ଯାଜପୁରରୁ ୧୬୨, ବାଲେଶ୍ୱରରୁ ୧୫୦, ଅନୁଗୁଳରୁ ୧୪୭, ମୟୂରଭଞ୍ଜରୁ ୧୩୧, ଝାରସୁଗୁଡ଼ାରୁ ୧୨୧, ନୂଆପଡ଼ାରୁ ୧୧୯, ସମ୍ବଲପୁରରୁ ୧୧୪, କେନ୍ଦ୍ରାପଡ଼ାରୁ ୯୯, ବଲାଙ୍ଗିରରୁ ୯୭, ନବରଙ୍ଗପୁରରୁ ୮୬ ଜଣ ଚିହ୍ନଟ ହୋଇଛନ୍ତି।

ସେହିପରି କେନ୍ଦୁଝରରୁ ୮୭, କୋରାପୁଟରୁ ୮୩, ରାୟଗଡ଼ାରୁ ୮୦, ସୁବର୍ଣ୍ଣପୁରରୁ ୭୪, ଗଞ୍ଜାମରୁ ୬୮, ମାଲକାନଗିରିରୁ ୬୪, ଢେଙ୍କାନାଳରୁ ୬୩, ଗଜପତିୁ ୫୮, ଭଦ୍ରକରୁ ୫୫, ନୟାଗଡ଼ରୁ ୪୭, କଳାହାଣ୍ଡିୁ ୪୪, ସୁନ୍ଦରଗଡ଼ରୁ ୩୮,ବୌଦ୍ଧୁ ୨୨, ଦେବଗଡ଼ରୁ ୧୮ ଜଣ ଚିହ୍ନଟ ହୋଇଛନ୍ତି।BGU

ଆଜି ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା ୧ ଲକ୍ଷ ୬୧ ୯୨୦ ବୃଦ୍ଧି ଘଟିଛି। କରୋନାରୁ ସୁସ୍ଥ ହୋଇଛନ୍ତି ୧,୨୫, ୭୩୮। ଆକ୍ଟିଭ କେସ୍‌ ୩୬, ୪୭୩  ରହିଛି।

Comment