ନବରଙ୍ଗପୁର ସାଂସଦ ରମେଶ ମାଝି କରୋନା ଆକ୍ରାନ୍ତ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ ଆଉ ଜଣେ ନେତା କରୋନା ପଜିଟିଭ୍ ଚିହ୍ନଟ। ନବରଙ୍ଗପୁର ବିଜେଡ଼ି ସାଂସଦ ରମେଶ ମାଝି କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏନେଇ ସେ ନିଜ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି। ରମେଶଙ୍କର ନମୁନା...

ରାଜ୍ୟରେ ପୁଣି ୯ ଜୀବନ ନେଲା କରୋନା, ମୋଟ ମୃତ୍ୟୁସଂଖ୍ୟା ୫୩୧କୁ ବୃଦ୍ଧି

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ରାଜ୍ୟରେ ଆଜି ଆଉ ୯ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଏଥିସହ ମୋଟ କରୋନାଜନିତ ମୃତ୍ୟୁସଂଖ୍ୟା ୫୩୧କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ...

ରାଜ୍ୟରୁ ୩୨୬୭ କରୋନା ପଜିଟିଭ୍ ଚିହ୍ନଟ, ପୁଣି ଖୋର୍ଦ୍ଧାରେ ସର୍ବାଧିକ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ରାଜ୍ୟରେ ସମସ୍ତ ୩୦ଟି ଜିଲ୍ଲାରୁ ମୋଟ୍ ୩୨୬୭ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୧୯୬୧ ଚିହ୍ନଟ ହୋଇଥିଲା ବେଳେ ୧୩୦୬ ଲୋକାଲ କେସ ରହିଛି।...

ଦେଶରେ ୬୮ ହଜାର ଟପିଲା କରୋନା ମୃତ୍ୟୁସଂଖ୍ୟା, ଦିନକରେ ୧,୦୯୬ ମୃତ

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ଦିନକରେ ୮୩,୩୪୧ ଆକ୍ରାନ୍ତ, ୧,୦୯୬ ମୃତ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୯,୩୬,୭୪୧କୁ ବୃଦ୍ଧି ମୋଟ କରୋନା ମୃତ୍ୟୁସଂଖ୍ୟା ୬୮,୪୭୨କୁ ବୃଦ୍ଧି ଦେଶରେ କରୋନା ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢ଼ିବାରେ...

ଦେଢ଼ ମାସ ଭିତରେ କମିବ କରୋନା ସଂଖ୍ୟା?

ଓଡ଼ିଶାଲାଇଭ୍ ବ୍ୟୁରୋ ଆସନ୍ତା ଦେଢ଼ ମାସ ମଧ୍ୟରେ ଓଡ଼ିଶାରେ କରୋନା ସଂକ୍ରମଣ ଉଲ୍ଲେଖଯୋଗ୍ୟ ଭାବେ ହ୍ରାସ ପାଇବ? କିଛି ବିଶେଷଜ୍ଞଙ୍କ ମତରେ ଏହା ହିଁ ହେବାକୁ ଯାଉଛି। ମେଡିକାଲ ଶିକ୍ଷା ଓ ଟ୍ରେନିଂର ନିର୍ଦ୍ଦେଶକ...

ଚର୍ବି କମ୍ କରିବା ପାଇଁ ପିଅନ୍ତୁ ଏହି ଜୁସ୍

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜିକାଲି ମୋଟାପଣ ଏକ ସାଧାରଣ ସମସ୍ୟାରେ ପରିଣତ ହୋଇଗଲାଣି। ତେବେ ଯଦି ଆପଣ ନିଜ ଓଜନ ବଢ଼ିବା ଏବଂ ଚର୍ବି ଜମିବାକୁ ନେଇ ଚିନ୍ତିତ ଅଛନ୍ତି ତେବେ ୨ଟି ଜୁସ୍ ଆପଣଙ୍କ...

ରାଜ୍ୟରୁ ଆଜି ସୁସ୍ଥ ହେଲେ ୩୨୭୮ କରୋନା ରୋଗୀ, କେବଳ ଖୋର୍ଦ୍ଧାରୁ ୫୧୧

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ରାଜ୍ୟରୁ ସୁସ୍ଥ ହେଲେ ୩୨୭୮ କରୋନା ରୋଗୀ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୧୧ ଆକ୍ରାନ୍ତ ସୁସ୍ଥ ରାଜ୍ୟର ମୋଟ ୮୭,୩୫୧ ଆକ୍ରାନ୍ତ ସୁସ୍ଥ ଆଜି ରାଜ୍ୟରୁ ସୁସ୍ଥ ହୋଇ ଘରକୁ...

ଆପଣଙ୍କୁ ଫେକ୍ କଲ୍ ଆସୁଛି କି – ଜାଣନ୍ତୁ ଠକାମିରୁ କେମିତି ରହିବେ ସୁରକ୍ଷିତ?

ଓଡ଼ିଶାଲାଇଭ୍ ବ୍ୟୁରୋ ବର୍ତ୍ତମାନ ସମୟରେ ସାଧାରଣ ଲୋକମାନେ ଠକେଇର ଶିକାର ହେଉଥିବା ଦେଖିବାକୁ ମିଳୁଛି। ନିଜକୁ ବ୍ୟାଙ୍କ ଅଧିକାରୀ କିମ୍ବା ସରକାରୀ ଅଧିକାରୀ କହି ଅନେକ ସାଇବର ଲୁଟେରା ଲୋକମାନଙ୍କୁ କଳାକନା ବୁଲାଉଛନ୍ତି। ତେବେ...

ଭାରତରେ ସୁଧୁରୁଛି କରୋନା ସ୍ଥିତି, ବଢୁଛି ଟେଷ୍ଟ

ଓଡ଼ିଶାଲାଇଭ୍ ବ୍ୟୁରୋ   ୨୪ ଘଣ୍ଟାରେ ସର୍ବାଧିକ ୬୮ ହଜାର ୫୮୪ ଜଣ ସୁସ୍ଥ ୪ କୋଟି ୫୦ ଲକ୍ଷରୁ ଅଧିକ ଟେଷ୍ଟ ଆକ୍ରାନ୍ତଠୁ ତିନିଗୁଣା ସୁସ୍ଥ ମୋଟ୍ ସୁସ୍ଥ ୨୯ ଲକ୍ଷ ୭୦ ଦେଶରେ...

ସୀମା ଟପିଗଲା ସଂକ୍ରମଣ – ଗଞ୍ଜାମକୁ ପଛରେ ପକାଇ ଟପରେ ଖୋର୍ଦ୍ଧା ଜିଲ୍ଲା

ଓଡ଼ିଶାଲାଇଭ୍ ବ୍ୟୁରୋ କରୋନା ସଂକ୍ରମଣରେ ଏବେ ଖୋର୍ଦ୍ଧା ଏକ ନମ୍ବର ଜିଲ୍ଲା। କରୋନା ସଂକ୍ରମଣର ସବୁ ସୀମା ଡେଇଁଗଲା ଖୋର୍ଦ୍ଧା ଜିଲ୍ଲା। ଆଜି ଜିଲ୍ଲାରୁ ୭୨୨  ନୂଆ ପଜିଟିଭ୍ ଚିହ୍ନଟ ହେବା ସହିତ ଗଞ୍ଜାମକୁ ପଛରେ...