ରାଜ୍ୟ ସରକାରଙ୍କ ସେପ୍ଟେମ୍ବର ମାସ ଗାଇଡଲାଇନ୍ – ଜାଣନ୍ତୁ, କ’ଣ ହେଲା କୋହଳ?

ଓଡ଼ିଶାଲାଇଭ୍ ବ୍ୟୁରୋ ସେପ୍ଟେମ୍ବର ମାସ ପାଇଁ ଗାଇଡଲାଇନ୍ ଆଣିଲେ ରାଜ୍ୟ ସରକାର।  ରାଜ୍ୟରୁ ହଟିଲା ନାଇଟ୍ କର୍ଫ୍ୟୁ, ରାତିରେ ଯାତାୟାତ ପାଇଁ ଆଉ ରହିବନି କଟକଣା ରାଜ୍ୟର ବିଭିନ୍ନ ଜିଲ୍ଲାରେ ହେଉଥିବା ସପ୍ତାହନ୍ତ ସଟଡାଉନ୍...

ଭୁବନେଶ୍ୱରରୁ ଆଜି ୪୦୪ ପଜିଟିଭ୍, ୱାର୍ଡ ନମ୍ବର ୨୭ରୁ ସର୍ବାଧିକ

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ୱରରୁ ଆଜି ୪୦୪ ପଜିଟିଭ୍ ଚିହ୍ନଟ ସହରର ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୦,୪୨୫କୁ ବୃଦ୍ଧି  ରାଜଧାନୀରେ କରୋନାରୁ ସୁସ୍ଥ ହେଲେଣି ୬୩୩୪ ଜଣ ଆକ୍ରାନ୍ତ ରାଜଧାନୀ ଭୁବନେଶ୍ୱରରୁ ଆଜି ଚିହ୍ନଟ ହେଲେ...

ପଶ୍ଚିମବଙ୍ଗରେ ସେପ୍ଟେମ୍ଵର ୩୦ ଯାଏଁ ଲକଡାଉନ୍ ବୃଦ୍ଧି, ୮ରୁ ଚାଲିବ ମେଟ୍ରୋ

ଓଡ଼ିଶାଲାଇଭ୍ ବ୍ୟୁରୋ ପଶ୍ଚିମବଙ୍ଗରେ ସେପ୍ଟେମ୍ଵର ୩୦ ଯାଏଁ ଲକଡାଉନ୍‌କୁ ବୃଦ୍ଧି କରିଛନ୍ତି ରାଜ୍ୟସରକାର। ତେବେ ସେପ୍ଟମ୍ଵର ୮ ତାରିଖରୁ ରାଜ୍ୟରେ ମେଟ୍ରୋ ଟ୍ରେନ୍ ଚଳାଚଳ ହୋଇପାରିବ। ଏଥିସହ କଣ୍ଟେନମେଣ୍ଟ୍ ଜୋନ୍‌ରେ ଜିଲ୍ଲା ପ୍ରଶାସନ ଦ୍ଵାରା...

ଭାରତରେ ଲଞ୍ଚ ହେବ ସାମସଙ୍ଗ ଗାଲାକ୍ସି ଏମ୍‌୫୧, ମିଳିବ ୭ ହଜାର ଏମ୍ଏଏଚ୍ ବ୍ୟାଟେରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତରେ ଲଞ୍ଚ ହେବ ସାମସଙ୍ଗର ନୂଆ ସ୍ମାର୍ଟଫୋନ ଗାଲାକ୍ସି ଏମ୍‌୫୧। ଜାଣନ୍ତୁ ଏହାର ଫିଚର ଏବଂ ଦାମ୍ ବିଷୟରେ.. ଦକ୍ଷିଣ କୋରିଆର ଟେକ୍ନୋଲୋଜି କମ୍ପାନି ସାମସଙ୍ଗ ଗୋଟିଏ ନୂଆ ସ୍ମାର୍ଟଫୋନ ଲଞ୍ଚ କରିବାକୁ...

ଦେଶରେ କରୋନା ମୃତ୍ୟୁସଂଖ୍ୟା ୬୪ ହଜାର ପାର୍, ଦିନକରେ ୯୭୧ ମୃତ

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ଦିନକରେ ୭୮,୫୧୨ ଆକ୍ରାନ୍ତ, ୯୭୧ ମୃତ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୬,୨୧,୨୪୬କୁ ବୃଦ୍ଧି ମୋଟ କରୋନା ମୃତ୍ୟୁସଂଖ୍ୟା ୬୪,୪୬୯କୁ ବୃଦ୍ଧି ଦେଶରେ କରୋନା ସଂକ୍ରମଣ ସହିତ ମୃତ୍ୟୁସଂଖ୍ୟା ମଧ୍ୟ...

ରାଜ୍ୟରେ ଆଉ ୧୦ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ, ୪୯୨ ଛୁଇଁଲା ମୃତ୍ୟୁସଂଖ୍ୟା

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ଆଜି ରାଜ୍ୟରେ ପୁଣି ୧୦ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ଏହାକୁ ମିଶାଇ ମୋଟ କରୋନା ମୃତ୍ୟୁସଂଖ୍ୟା ୪୯୨କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ...

ରାଜ୍ୟରେ ଆଉ ୨୬୦୨ କରୋନା ପଜିଟିଭ ଚିହ୍ନଟ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଜି ରାଜ୍ୟରେ ସମସ୍ତ ୩୦ ଜିଲ୍ଲାରୁ ଆଉ ୨୬୦୨ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୧୫୬୧ ଚିହ୍ନଟ ହୋଇଥିଲା ବେଳେ ୧୦୪୧ ଲୋକାଲ କେସ ରହିଛି।...

ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟଙ୍କୁ କରୋନା

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜ୍ୟରେ ପୁଣି ଜଣେ ବିଧାୟକ କରୋନା ଆକ୍ରାନ୍ତ ହୋଇଛନ୍ତି। ସେ ହେଲେ ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ। କରୋନା ପଜିଟିଭି ନେଇ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି ନିଜେ ବିଧାୟକ। ଏଥିସହ ସଂସ୍ପର୍ଶରେ...

ବର୍ଷାଦିନେ ସାମ୍ପୁ କରିବା ପୂର୍ବରୁ ଲଗାନ୍ତୁ ଏହି ଜିନିଷ

ଓଡ଼ିଶାଲାଇଭ୍ ବ୍ୟୁରୋ ବର୍ଷାଦିନେ କେଶର ଖାସ୍ ଯତ୍ନ ନେବାକୁ ପଡ଼ିଥାଏ। ଏ ଦିନେ କେଶ ଶୁଷ୍କ ହେବା ସହ ରୂପି ସମସ୍ୟା ମଧ୍ୟ ଦେଖାଦିଏ। ତେବେ ଏପରି ପରିସ୍ଥିତିରେ କେଶକୁ ସୁସ୍ଥ ଓ ସୁନ୍ଦର ରଖିବା...

ରାଜ୍ୟରେ ଆଉ ୧୨ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୪୮୨କୁ ବୃଦ୍ଧି

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ରାଜ୍ୟରେ ପୁଣି ୧୨ ଜଣ ଆକ୍ରାନ୍ତଙ୍କ ଜୀବନ ନେଇଛି କରୋନା। ଏଥିସହ ମୋଟ କରୋନା ମୃତ୍ୟୁସଂଖ୍ୟା ୪୮୨ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ...