ରାଜ୍ୟରେ ଲକ୍ଷେ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଦିନକରେ ୩,୦୧୪ ପଜିଟିଭ୍
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ଦିନକରେ ୩,୦୧୪ ପଜିଟିଭ୍
କ୍ଵାରେଣ୍ଟାଇନ୍ରୁ ୧,୮୬୮ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୧,୧୪୬ ଜଣ ଚିହ୍ନଟ
ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୮୪ ପଜିଟିଭ୍
ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା...
ଦେଶରେ ୩୫ ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଦିନକରେ ସର୍ବାଧିକ ୭୮,୭୬୧ ପଜିଟିଭ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଦିନକରେ ୭୮,୭୬୧ ଆକ୍ରାନ୍ତ, ୯୪୮ ମୃତ
ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୫,୪୨,୭୩୪କୁ ବୃଦ୍ଧି
ମୋଟ କରୋନା ମୃତ୍ୟୁସଂଖ୍ୟା ୬୩,୪୯୮କୁ ବୃଦ୍ଧି
ଦେଶରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢ଼ିଚାଲିଛି। ଗତ...
ଭୁବନେଶ୍ୱରରେ ଦ୍ୱିତୀୟ ପର୍ଯ୍ୟାୟ ସେରୋଲୋଜିକାଲ୍ ସର୍ଭେ, ମିଳିବ କରୋନା ଆଣ୍ଟିବଡି ରିପୋର୍ଟ
ଓଡ଼ିଶାଲାଇଭ୍ ବ୍ୟୁରୋ
ଶୁକ୍ରବାରଠାରୁ ଭୁବନେଶ୍ୱରରେ ଦ୍ୱିତୀୟ ପର୍ଯ୍ୟାୟ ସେରୋ ସର୍ଭେଲାନ୍ସ ଆରମ୍ଭ ହୋଇଛି।
ରାଜଧାନୀରେ ଆରମ୍ଭ ହେଲା ଦ୍ୱିତୀୟ ପର୍ଯ୍ୟାୟ ସେରୋ ସର୍ଭେଲାନ୍ସ
୧୦ଟି ୱାର୍ଡରୁ ୧୫୦୦ ଲୋକଙ୍କ ନମୁନା ସଂଗ୍ରହ କରିବାକୁ ଲକ୍ଷ୍ୟ
...
ଟ୍ଵିଟରର ବଡ଼ ପଦକ୍ଷେପ – କପି ପେଷ୍ଟ ଟୁଇଟ୍ ଉପରେ ଲାଗିବ ଲଗାମ
ଓଡ଼ିଶାଲାଇଭ୍ ବ୍ୟୁରୋ
ଏଣିକି କପି-ପେଷ୍ଟ ଟୁଇଟ୍ ଉପରେ ଲଗାମ ଲଗାଇବା ପାଇଁ ଟ୍ଵିଟର ବଡ଼ ପଦକ୍ଷେପ ନେଇଛି।
ମାଇକ୍ରୋବ୍ଲଗିଂ ସାଇଟ୍ ଟ୍ଵିଟର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛି ଯାହାକି ବିଭିନ୍ନ ରାଜନୈତିକ ଦଳ ଏବଂ...
କୋଭିଡ୍ରେ ପ୍ରାଣ ହରାଇଲେ ସୁନ୍ଦରଗଡ଼ର କୋଭିଡ୍ ଯୋଦ୍ଧା – ପ୍ରଶାସନ ପକ୍ଷରୁ ଗାର୍ଡ ଅଫ୍ ଅନର୍, ବେଦବ୍ୟାସଠାରେ ଶେଷକୃତ୍ୟ...
ଓଡ଼ିଶାଲାଇଭ୍ ବ୍ୟୁରୋ
କରୋନାରେ ପ୍ରାଣ ହରାଇଥିବା ସୁନ୍ଦରଗଡ଼ ଜିଲ୍ଲା ଲାଠିକଟା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ରାହାସ ବିହାରୀ ମହାପାତ୍ରଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ସମ୍ପନ୍ନ ହୋଇଛି। ତାଙ୍କ ପାର୍ଥିବ ଶରୀର ଆଜି ବେଦବ୍ୟାସଠାରେ...
ବନ୍ୟା ଅପଡେଟ୍ – ଜାଣନ୍ତୁ ଅପରାହ୍ନ ୨ଟା ସୁଦ୍ଧା ରାଜ୍ୟରେ ବନ୍ୟାର ସ୍ଥିତି
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ ବନ୍ୟାର ସ୍ଥିତି ନେଇ ଜାଣନ୍ତୁ ପ୍ରତି ତିନି ଘଣ୍ଟାରେ ତାଜା ଅପଡେଟ୍।
ମହାନଦୀ ଉପରମୁଣ୍ଡରେ ବର୍ଷାଯୋଗୁଁ ହୀରାକୁଦ ଡ୍ୟାମକୁ ଅଧିକ ପାଣି ପଶୁଛି
ଆଜି ହୀରାକୁଦ ଡ୍ୟାମର ଆଉ ୨...
ଦେଶରେ ୩୪ ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଦିନକରେ ୭୬,୪୭୨ ପଜିଟିଭ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଦିନକରେ ୭୬,୪୭୨ ଆକ୍ରାନ୍ତ, ୧,୦୨୧ ମୃତ
ମୋଟ କରୋନା ପଜିଟିଭ୍ ସଂଖ୍ୟା ୩୪,୬୩,୯୭୩କୁ ବୃଦ୍ଧି
ମୋଟ କରୋନାଜନିତ ମୃତ୍ୟୁସଂଖ୍ୟା ୬୨,୫୫୦କୁ ବୃଦ୍ଧି
ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିଚାଲିଛି। ଗତ ୨୪...
ରାଜ୍ୟରେ ସର୍ବାଧିକ ୧୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ, ମୃତ୍ୟୁସଂଖ୍ୟା ୪୭୦କୁ ବୃଦ୍ଧି
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ସର୍ବାଧିକ ୧୪ ଜଣଙ୍କ ମୃତ୍ୟୁ
ରାଜ୍ୟରେ ମୋଟ କରୋନା ମୃତ୍ୟୁସଂଖ୍ୟା ୪୭୦କୁ ବୃଦ୍ଧି
ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ନୂଆ ରେକର୍ଡ କରିଛି। ଆଜି ସର୍ବାଧିକ ୧୪ ଜଣ କରୋନା ଆକ୍ରାନ୍ତ...
ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୭ ହଜାର ୯୨୦କୁ ବୃଦ୍ଧି – ଆଜି ୩୨୫୨ ଚିହ୍ନଟ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ରାଜ୍ୟରୁ ୩୨୫୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୯୮୭ କ୍ୱାରେଣ୍ଟାଇନ ସେଣ୍ଟରରୁ ହୋଇଥିଲା ବେଳେ ୧୨୬୫ ଲୋକାଲ କେସ୍ ରହିଛି। ଆଜିର ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ...
ରାୟଗଡ଼ା: ଜେଲରେ ବ୍ୟାପୁଛି କରୋନା, ଦିନକରେ ୨୧୮ ପଜିଟିଭ୍
ଓଡ଼ିଶାଲାଇଭ୍ ବ୍ୟୁରୋ
(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ରାୟଗଡ଼ାରେ କରୋନା ସଂକ୍ରମଣ ସାଘାଂତିକ ହେଉଛି। ଜିଲ୍ଲାର ବିଭିନ୍ନ ଜେଲ୍ରେ ମଧ୍ୟ କରୋନା କାୟା ବିସ୍ତାର କରିବାରେ ଲାଗିଛି। ଶୁକ୍ରବାର ଦୁଇଟି ଜେଲରୁ ୨୧୮ ଜଣ...





















